ବାହା ନହେଇ ମାଲଦିବ୍ସରେ ହନିମୁନ ମନଉଛନ୍ତି Disha Patani ଓ Tiger Shroff, ଭାଇରାଲ ହେଉଛି ଫଟୋ

କିଛିଦିନ ପୂର୍ବରୁ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା କି ଦିଶା ପଟାନି ଓ ଟାଇଗର ସଫ ମଧ୍ୟରେ ରିଲେସନ କିଛି ଭଲ ଚଲୁନଥିଲା । ଏବଂ ତାଇଗରଙ୍କୁ ମଧ୍ୟ ଦିଶାଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ କାରଣ ଟାଇଗରଙ୍କ ମାଆଙ୍କୁ ଦିଶାଙ୍କର ବୋଲ୍ଡ ନଜର ପସନ୍ଦ ନୁହେଁ । କିନ୍ତୁ ଏବେ ଦିଶାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ରୁ ଜଣା ଯାଉଚି କି ସେ ଟାଇଗରଙ୍କ ସହ ତାଙ୍କ ପରିବାରକୁ ମଧ୍ୟ ରାଜି କରାଦେଇଥିବର ଖୁସି ଜଣାପଡିଛି ।

କାରଣ ବର୍ତ୍ତମାନ ସେମାନେ ଦୁଇଜଣ ମାଳଦ୍ୱିପରେ ନିଜର ସିକ୍ରେଟ୍ ହନିମୁନ ପାଳନ କରୁଛନ୍ତି । ଏମାନେ କିଛି ଦିନ ପୂର୍ବରୁ ୨ ଜଣ ଯାକ ଏକାସଙ୍ଗେ ମୁମ୍ବାଇ ଏୟାରପୋର୍ଟ ରେ ନଜର ଆସିଥିଲେ । ସେ ଏକା ସାଙ୍ଗେ ନିଜର କ୍ୱାଲିଟି ଟାଇମ୍ ସ୍ପେଣ୍ଡ ସହିତ ସିକ୍ରେତ ହନିମୁନ ସେଲିବ୍ରେଟ୍ କରଇବା ପାଇଁ ମାଳଦ୍ଵିପ ଯାଉଥିଲେ ।

ଏହା ସହିତ ଦିଶା ଓ ଟାଇଗର ଙ୍କ ବହୁତ୍ ହଟ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏବଂ ଆକ୍ସନ ହିରୋ ନିଜର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କି ସେ ସମୁଦ୍ର ମଧ୍ୟକୁ ଓଲଟା ଡେଇଁ ବାର ଦେଖିବାକୁ ମିଳୁଛି । ଏବଂ ଏହି ଭିଡ଼ିଓ ମଧ୍ୟ ଭାଈରାଲ୍ ହୋଇଯାଇଛି । ସେହି ଭିଡ଼ିଓରେ ସେ ଏକ ହଳଦିଆ ସର୍ଟସ୍ ସହିତ ସର୍ଟଲେଶ ଅବସ୍ଥାରେ ଅଛନ୍ତି ।

ଏବଂ ତାଙ୍କ ଫ୍ୟାନ ମାନେ ତାଙ୍କର ଏହି ବେଶ୍ କୁ ବହୁତ୍ ପସନ୍ଦ କରୁଛନ୍ତି । ଏହି ଅବସ୍ଥାରେ ସେ ସମୁଦ୍ର ମଝିରେ ଏବଂ ସୁଇମିଂ ପୁଲରେ ଫଟୋ ଶୁଟ୍ କରିଛନ୍ତି । କିନ୍ତୁ ସେ ଏକା ସେଠାରେ ନାହାନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ଡିଶା ମଧ୍ୟ ତାଙ୍କ ସାଙ୍ଗେ ଅଛନ୍ତି । ଦୁଇଜଣ ଯାକ ଏକା ସ୍ଥାନରେ ଫଟୋ ଉଠାଇ ନିଜ ନିଜ ଇନଷ୍ଟାଗ୍ରାମ୍ ଅପଲୋଡ଼ କରିଛନ୍ତି ।

ହେଲେ ଦୁଇଜଣ କିଛି ଏମିତି ଉଭୟଙ୍କର ଏକସଙ୍ଗେ ଫଟୋ ଅପଡେଟ କରିନାହାନ୍ତି । ଆହୁରି ମଧ୍ୟ ଜାନିରଖନ୍ତୁ ନାଲି ରଙ୍ଗର ବେକିନି ପିନ୍ଧା ଦିଷାଙ୍କ ଫଟୋ ବହୁତ୍ ଭଇରାଲ୍ ହେଉଛି । ଦିଶାଙ୍କ ଏହି ଫଟିରେ ସମୁଦ୍ର କୂଳରେ ପୋଜ ଦେଇ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ସେହି ଫଟୋ ରେ ଦୀସା ବହୁତ୍ ହଟ ଏବଂ ସେକ୍ସି ମଧ୍ୟ ନଜର ଆସିଥିଲେ । ଏବଂ ଦିଶାଙ୍କ ଏହି ଫଟୋରେ ଟଇଗରଙ୍କ ମାଆ ମଧ୍ୟ ବହୁତ୍ ଭଲ କମେଣ୍ଟ୍ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।