ଶିକ୍ଷକ ପଚାରିଲେ ଯେଉଁମାନେ ଖରାପ କାମ କରନ୍ତି ସେମାନେ କେଉଁଠିକି ଯାନ୍ତି ? ଝିଅଟି ଦେଲା ଏମିତି ଉତ୍ତର ଶୁଣିଲେ ଆପଣଙ୍କ ମୁଣ୍ଡ ଘୂରେଇବ

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

୧ – ଗପୁ ଭଗବାନ କୁ କହିଲା – ଭଗବାନ ଆପଣଙ୍କର କୃପାରୁ ମତେ ରାସ୍ତାରୁ ୧୦୦୦ ଟଙ୍କା ମିଳିଗଲେ ମୁ ପକ୍କା ଆପଣଙ୍କର ଚରଣ ତଳେ ୫୦୦ ଟଙ୍କା ଚଢେଇଦେବି ….


କିଛି ଦୂରକୁ ଗଲା ପରେ ଗପୁକୁ ୫୦୦ ଟଙ୍କାର ନୋଟ ମିଳିଲା….

ଗପୁ – ପ୍ରଭୁ ଆପଣଙ୍କ ଉପରେ ଏତେ ବି ଭରସା ନ ଥିଲା ନିଜର ଭାଗ କୁ ପ୍ରଥମେ କାଟି ନେଲେ ….

୨- ଝିଅ ନିଜର ବୟଫ୍ରେଣ୍ଡ ସହ ଚାଟିଙ୍ଗ କରୁଥିଲା

ଝିଅ – ଜଣା ଅଛି, “ ମା ବାପାଠୁ ବଢିକି ଦୁନିଆରେ ଆଉ କିଛି ନାହିଁ “


ପୁଅ – ଠିକ ଅଛି ଚାଲ, ଆମେ ଦୁଇଜଣ ବାପା ମା ହେଇଯିବା

ତାପରେ ଆଉ କଣ ହେବ, ସଙ୍ଗେ ସଙ୍ଗେ ବ୍ଲକ ଆଉ

୪ – ଜଣେ ନବିବାହିତ ଯୋଡି ବାସନ ଦୋକାନରେ ଝଗଡା କରୁଥିଲେ ।

ସ୍ତ୍ରୀ – “ଏଇଟା ସ୍ଟୀଲ ଗ୍ଲାସ ନିଅ” ।

ସ୍ଵାମୀ – “ନା ଗୋଟେ ବଡ ଗ୍ଲାସ ନବା” !


ଦୋକାନୀ – “ସାର, ମ୍ୟାଡମ ଯାହା କହୁଛନ୍ତି, ସେଇ ଗ୍ଲାସ କୁ ନିଅନ୍ତୁ ନା….!!!!

ସ୍ଵାମୀ – ଆରେ ଭାଇ ତମେ ତ ବିକ୍ରି କରିବାର ପଛରେ କିନ୍ତୁ ଏହି ଛୋଟ ଗ୍ଲାସ ଭିତରେ ମୋର ହାତ ପଶେ ନାହିଁ,

ମୁ ଏହାକୁ କେମିତି ମାଜିବି

୫ – ଶିକ୍ଷକ : ପିଲାମାନେ, କୁହ ଯେଉଁମାନେ ଭୁଲ କାମ କରନ୍ତି ସେମାନେ କେଉଁଠିକି ଯାଆନ୍ତି ?

ଗୋଟେ ଝିଅ ଲାଜେଇ ଯାଇ କହିଲା : ମ୍ୟାଡମ ସହର ଲୋକ ହୋଟେଲ କୁ ଆଉ ଗାଁ ଲୋକମାନେ ମୋଟର ଗାଡିରେ…

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।