ଦ-ଙ୍ଗା ମଧ୍ୟରେ ହିଁ ସଡକ ଉପରେ ପରସ୍ପରକୁ କିସ କରିବାକୁ ଲାଗିଲେ କପଲ୍ସ, ଯାହା ଏବେ ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇରାଲ, ଦେଖନ୍ତୁ Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯେ ଯେତେବେଳେ କେଉଁଠାରେ ଦ-ଙ୍ଗା ହୋଇଥାଏ ସେହି ସମୟରେ ଲୋକ ମାନେ ସୁରକ୍ଷିତ ସ୍ଥାନକୁ ନିଜ ଜୀବନ ରକ୍ଷା ପାଇଁ ଯାଇଥାନ୍ତି । ଆଜି ଆମେ ଆପଣ ମାନକ ପାଇଁ ଏମିତି ଏକ ଘ-ଟ-ଣା ନେଇ ଆସିଛୁ ଯାହାକୁ ହୁଏ ତ ଆପଣ ମାନେ ଆଗରୁ କେବେ ଦେଖି ନ ଥିବେ ବା ଶୁଣି ନ ଥିବେ ।

ତେବେ ଆସନ୍ତୁ ଜାଣିବା ଘ-ଟ-ଣା-ଟି କଣ ଅଟେ । ଏହି ଅ-ଜ-ବ ଘ-ଟ-ଣା-ଟି କାନାଡାର ୱେଙ୍ଗକୁମର ସହରରେ ଏମିତି କିଛି ଘ-ଟି-ଛି ଯାହାର ଚର୍ଚ୍ଚା ଚାରିଆଡେ ଚାଲିଛି । ଏହି ଘ-ଟ-ଣା-ଟି ଗତ ୧୦ ବର୍ଷ ତଳେ ଘ-ଟି-ଥି-ଲେ ମଧ୍ୟ ବର୍ତ୍ତମାନ ଏହାର ଖୁବ ଜୋର ସୋରରେ ଚର୍ଚ୍ଚା ହେବାରେ ଲାଗିଛି । କାନାଡାର ଏହି ସହରରେ କିଛି ଦିନ ତଳେ ଦ-ଙ୍ଗା ହୋଇଥିଲା । ସେହି ସମୟରେ ଫୋଟୋ ଗ୍ରାଫର ରିଚର୍ଡ ଲ୍ୟାମ ଅନେକ ଫୋଟୋ ଉଠାଇଥିଲେ ।

ସେହି ଦ-ଙ୍ଗା ହେଉଥିବା ସମୟରେ ରିଚର୍ଡ ଲ୍ୟାମ ଏମିତି ଏକ ଫୋଟୋ ଉଠାଇଥିଲେ ଯାହା ପାଇଁ ସେ ବହୁତ ଲୋକପ୍ରିୟ ହୋଇ ପାରିଥିଲେ । ଦ-ଙ୍ଗା ସମୟରେ ଦୁଇ ଯୋଡି ବା କପଲ ପରସ୍ପରକୁ କିସ କରିବାର ଫୋଟୋ ଭାଇରାଲ ହୋଇଥିଲା । ଏହି ଦୁଇ ଯୋଡି କାନାଡାର ଏହି ସହରରେ ନିଜ ବନ୍ଧୁଙ୍କ ଘରେ ରାତିରେ ରହିବା ପରେ ସକାଳେ ନିଜ ଘରକୁ ଫେରୁଥିଲେ ।

ଏହି ଦୁଇ ଯୋଡି ରାସ୍ତାରେ ଯିବା ସମୟରେ ହିଂ-ସା-ବା-ଦ ବା ଦ-ଙ୍ଗା ହେବାର ଦେଖିଥିଲେ । ଏହି ସମୟରେ ଲୋକଙ୍କ ମଧ୍ୟରେ ଦୁହେଁ ଫ-ସି ଯାଇଥିଲେ । ଅନେକ ଲୋକ ମାନେ ଦ-ଙ୍ଗା ଯୋଗୁ ଭ-ୟ-ଭୀ-ତ ହୋଇ ପ-ଳା-ୟ-ନ କରୁଥିଲେ । ସେହି ସମୟରେ ଏହି ଦୁଇ ଯୋଡି ରାସ୍ତା ମଝିରେ ପଡି ଯାଇଥିଲେ । ଏହା ପରେ ଯାହା ଘ-ଟି-ଥି-ଲା ତାହା ଅତି ରୋମାଞ୍ଚକର ଘ-ଟ-ଣା ଘ-ଟି-ଥି-ଲା ।

ଏହା ପରେ ସେହି ପୁରୁଷ ଜଣକ ମହିଳା ଅଧିକ ଡରି ଯିବାର ଦେଖି ତାଙ୍କୁ ରାସ୍ତା ମଝିରେ କିସ କରିବା ଆରମ୍ଭ କରି ଦେଇଥିଲେ । ସେହି ପୁରୁଷ ଜଣକ ଏପରି କରିବାର କାରଣ ହେଉଛି ସେ ମହିଳା ଜଣକ ଯେପରି ନ ଡ-ରି ଶାନ୍ତ ହୋଇଯିବେ । ଏହି ଭଳି ଅ-ଜ-ବ ଗ-ଜ-ବ ଘ-ଟ-ଣା ପାଇଁ ଏହି ଦୁଇ ଯୋଡି ଖୁବ ଚର୍ଚ୍ଚାରେ ରହିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ