Bollywood ର ଭାଇଜାନ Salman Khan ଙ୍କୁ ବିଲକୁଲ ବି ପସନ୍ଦ କରନ୍ତି ନାହିଁ South ଇଣ୍ଡଷ୍ଟ୍ରି ର ଏହି 4 ହୀରୋ, ନମ୍ବର 1 ତ ସମସ୍ତଙ୍କ ଫେବ୍ରେଟ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୀତାରା ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ଦ୍ଵାରା ଅନେକ ନାଁ କମାଇଛନ୍ତି ।

ଠିକ ସେହି ଭଳି ବଲିଉଡର ଭାଇଜାନ ଭାବେ ପରିଚିତ ଅଭିନେତା ସଲମାନ ଖାନ ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ଯାଏଁ ନିଜର ନାଁ କମେଇଛନ୍ତି । ଏହା ସହ ସେ ସମାଜ ସେବାରେ ମଧ୍ୟ ନିଜକୁକଉ ନିଯୋଜିତ କରି ମହାନ କାମ କରିଛନ୍ତି । କିନ୍ତୁ ଅଭିନେତା ସଲମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ଏମିତି ୪ ଜଣ କଳାକାର ଅଛନ୍ତି ଯେଉଁ ମାନେ ତାଙ୍କୁ ପସନ୍ଦ କରନ୍ତି ନାହି । ଏହା ପଛରେ କଣ ରହିଛି କାରଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- “ନାଗାର୍ଜୁନ” : ସାଉଥ ଇଣ୍ଡଷ୍ଟ୍ରିରେ ଲାଜବାବ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ନାଗାର୍ଜୁନ ବଲିଉଡରେ ମଧ୍ୟ କାମ କରି ସାରିଛନ୍ତି । ଯେଉଁ ସମୟରେ ନାଗାର୍ଜୁନ ବଲିଉଡରେ କାମ କରୁଥିଲେ ସେହି ସମୟରେ ସଲମାନଙ୍କ ସହ ଫିଲ୍ମରେ କାମ କରିବା ପାଇଁ ତାଙ୍କୁ ନିଆ ଯାଇଥିଲା । କିନ୍ତୁ ସଲମାନ ତାଙ୍କ ସହ କାମ କରିବାକୁ ଡାଇରେକ୍ଟରଙ୍କୁ ମନା କରିଥିବାରୁ ନାଗାର୍ଜୁନ ସଲମାନଙ୍କୁ ପସନ୍ଦ କରନ୍ତି ନାହି ।

୨- “ବିଜୟ ଦେଭରକୋଣ୍ଡା” : ସାଉଥ ସିନେମାର ରାଇଜିଙ୍ଗ ଷ୍ଟାର ବିଜୟ ଦେଭରକୋଣ୍ଡା ମଧ୍ୟ ବଲିଉଡର ଭାଇଜାନ ସଲମାନଙ୍କୁ କିଛି ଖାସ ପସନ୍ଦ କରନ୍ତି ନାହି । ସଲମାନ ଖାନଙ୍କ ଯୋଗୁ ବଲିଉଡର କିଛି କଳାକର ଅଧିକ ଦିନ ଯାଏଁ ତିଷ୍ଠି ପାରନ୍ତି ନାହି । କାରଣ ସେ ନିଜର କୌଣସି ସମ୍ପର୍କୀୟଙ୍କୁ ବଲିଉଡ ଫିଲ୍ମରେ ଅଭିନୟ କରିବା ପାଇଁ ଲଞ୍ଚ କରିଥାନ୍ତି ଯାହା ଫଳରେ ଅନ୍ୟ କଳାକାର ମାନେ ବଲିଉଡରେ ନିଜର ପରିଚୟ କରି ପାରନ୍ତି ନାହି । ଏହି କାରଣରୁ ଅଭିନେତା ବିଜୟ ସଲାମନାଙ୍କୁ ପସନ୍ଦ କରନ୍ତି ନାହି ।

“ରାମ ଚରନ” : ସାଉଥ ଜଗତର ସୁପର ଷ୍ଟାର ଅଭିନେତା ରାମ ଚରନ ବଲିଉଡରେ “ଜଞ୍ଜିର” ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଚରିତ୍ରରେ ଅଭିନୟ କରି ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ତାଙ୍କର ପ୍ରେମିକା ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମରେ କାମ କରିବା ସମୟରେ ତାଙ୍କୁ ବଲିଉଡର କେତେକ କଳାକାର ମାନେ ସମର୍ଥନ କରିଥିଲେ । କିନ୍ତୁ ସଲମାନ ଖାନ ସାଉଥ ଇଣ୍ଡଷ୍ଟ୍ରିର କଳାକାର ହିନ୍ଦୀ ଭାଷାରେ କହି ପାରିବେ ବୋଲି ଏମିତି କିଛି ଏକ ଇଣ୍ଟରବିୟୁରେ କହିଥିଲେ । ଏହି କାରଣରୁ ରାମ ଚରନ ସଲମାନ ଖାନଙ୍କୁ ପସନ୍ଦ କରନ୍ତି ନାହି ।

“ୟଶ” : ବଲିଉଡ ଠାରୁ ସାଉଥ ଜଗତରେ ନିଜର ଅଲଗା ସ୍ଥାନ ସୃଷ୍ଟି କରିଥିବା ଓ “କେଜିଏଫ” ଫିଲ୍ମରେ ଡେବ୍ୟୁ କରିଥିବା ଅଭିନେତା ୟଶଙ୍କୁ ସଲମାନ ଖାନ ପସନ୍ଦ ନୁହନ୍ତି । ଏହି ଫିଲ୍ମରେ କାମ କରି ଅଭିନେତା ୟଶ ସୁପର ଷ୍ଟାର ହୋଇଥିଲେ । ଏହାକୁ ନେଇ ସଲମାନ କହିଥିଲେ ଯେ ଗୋଟେ ଫିଲ୍ମରେ କାମ କରି କଣ କିଏ ସୁପର ଷ୍ଟାର ହେଇଯାଏ । ଏହି କଥାକୁ ଶୁଣିବା ପରେ ଅଭିନେତା ୟଶ ସଲମାନକୁ ଖାସ ପସନ୍ଦ କରନ୍ତି ନାହି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।