12 ବର୍ଷ ବୟସରେ ହରାଇ ଦେଇଥିଲେ ପିତାଙ୍କୁ, ମୂଲ ଲାଗି ପୁଅକୁ ପଢେଇଲେ ମା’, ଆଜି ପୁଅ ବନିଗଲା IAS ଅଫିସର, ଯାହାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

କଥାରେ ଅଛି ଜଣେ ମାଟିରେ ରହୁଥିବା ବ୍ୟକ୍ତି ନିଜର ସାହସ ଓ ଆତ୍ମବିଶ୍ଵାସ ଯୋଗୁ ଏମିତି କିଛି କମ କରିଥାନ୍ତି ଯାହା ଅକଳ୍ପନିୟ ଅଟେ । ଆଜି ଆମେ ଆପଣା ମାନଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ଜୀବନ କାହାଣୀ ବିଷୟରେ କହିବାକୁ ଯାଉଛୁ ଯିଏ ପିଲାଦିନୁ ନିଜର ପିତାଙ୍କୁ ହ-ରା-ଇ–ଛନ୍ତି ।

କିନ୍ତୁ କିଛି କରିବାର କ୍ଷମତା ତାଙ୍କ ପାଖରେ ରହିଥିଲା । ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ଜଣକ କିଏ ଓ ତାଙ୍କ ଜୀବନର କାହାଣୀ କଣ ରହିଛି । ଏହି କାହାଣୀ ହେଉଛି ଅରବିନ୍ଦ କୁମାର ମିଣାଙ୍କର ଯିଏ ରାଜସ୍ଥାନର ଜିଲ୍ଲା ଦୋସା, ସିକରାଯା ଉତ୍ତରାଖଣ୍ଡ କ୍ଷେତ୍ରର ନାହାରଖୋହରା ଗାଁର ବାସିନ୍ଦା ଅଟନ୍ତି । ତାଙ୍କ ପରିବାର ବହୁତ ଗରିବ ଶ୍ରେଣୀର ଅଟନ୍ତି । ଏହା ସତ୍ବେ ମଧ୍ୟ ସେ ନିଜର ଦରିଦ୍ରତାକୁ ଭୁଲି ଧର୍ଯ୍ୟ ଓ ସାହସର ସହ ଜୀବନରେ ସଫଳତା ହାସଲ କରିଛନ୍ତି । ଯାହା ଗୋଟେ ଧନୀ ପରିବାର ପିଲା ମାନେ ଏପରି କାମ କରି ପାରନ୍ତି ନାହି ।

୧୨ ବର୍ଷରେ ନିଜ ପିତାଙ୍କୁ ହ-ରା-ଇ-ଥି-ଲେ : ସୂଚନା ଅନୁସାରେ ଅରବିନ୍ଦ କୁମାରଙ୍କର ଜନ୍ମ ଏକ ଗରିବ ପରିବାର ହୋଇଥିଲା । ତାଙ୍କୁ ଯେତେବଳେ ୧୨ ବର୍ଷ ହୋଇଥିଲା ସେ ତାଙ୍କ ପିତାଙ୍କୁ ହ-ରା-ଇ-ଥିଲେ । ତାଙ୍କ ପରିବାର ଗରିବ ଥିଲା ଯେତେବଳେ ତାଙ୍କର ପିତାଙ୍କର ମୃ-ତ୍ୟୁ ହୋଇଗଲା ସେହି ସମୟରେ ତାଙ୍କ ପରିବାର ଆହୁରି ଅଧିକ ସମସ୍ୟାର ସାମନା କରିବାକୁ ପଡିଥିଲା ।

ମା ମଜଦୁରି କରି ପୁଅକୁ ପଢାଇଲେ : ନିଜ ପିତାଙ୍କ ମୃ-ତ୍ୟୁ ପରେ ତାଙ୍କ ମା ତାଙ୍କର ପାଠ ପଢା ପାଇଁ ମଜଦୁରି କରିବା ଆରମ୍ଭ କରିଥିଲେ । ଗରିବ ଯୋଗୁ ଅରବିନ୍ଦଙ୍କ ପରିବାର ବିପିଏଲ ଶ୍ରେଣୀରେ ଆସି ଯାଇଥିଲା । ପରିଶ୍ରମ ଓ ମଜଦୁରି କରି ତାଙ୍କ ମା ତାଙ୍କୁ ପଢାଇଥିଲେ । ମାଟି ଘରେ ରହି ଅରବିନ୍ଦ ସ୍କୁଲ ଓ କଲେଜର ପାଠପଢା ଶେଷ କରିଥିଲେ ।

ଗୋଟେ ସମୟରେ ସ୍କୁଲ ଛାଡିବା ପାଇଁ ମନସ୍ଥ କରିଥିଲେ : କଥାରେ ଅଛି ଯେବେ ପରିସ୍ଥିତି ଖରାପ ପଡେ ତେବେ ମଣିଷ ନିଜ ଜୀବନରେ ଆଗକୁ ବଢିପାରେ ନାହି । ଠିକ ସେହିପରି ଅରବିନ୍ଦ ମଧ୍ୟ ନିଜ ଘରର ପରିସ୍ଥିତି ଦେଖି ପାଠପଢା ଛାଡିବାକୁ ସ୍ଥିର କରିଥିଲେ । ଏହା ପରେ ତାଙ୍କ ମା ତାଙ୍କୁ ସାହସ ଦେଇଥିଲେ ଯାହା ଫଳରେ ଅରବିନ୍ଦ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ଥିଲେ ।

ଏହା ପରେ ଅରବିନ୍ଦଙ୍କ ପରିଶ୍ରମର ଫଳ ମିଳିଲା । ସେ ଏସଏସବି ସହାୟକ କମାଣ୍ଡେଟ ପୋଷ୍ଟରେ ଚାକିରି କରିଲେ । ଅରବିନ୍ଦ ଏଠାରେ ନ ରହି ଆଗକୁ ବଢିବାକୁ ଚେଷ୍ଟା ଜାରି ରଖିଥିଲେ କାରଣ ତାଙ୍କର ସ୍ଵପ୍ନ ଆଉ କିଛି ଥିଲା । ସେ ସେନାରେ ଚାକିରି କରିବା ସହ ୟୁପିଏଏସିରେ ପରୀକ୍ଷା ଦେବା ପାଇଁ ପାଠ ପଢୁଥିଲେ । ଏହା ପରେ ସେ ୟୁପିଏଏସିରେ ପରୀକ୍ଷା ଦେଲେ ।

ସେ ଦେଶର ୬୭୬ରେଙ୍କ ଓ ଏସସି ବର୍ଗରେ ୧୨ ସ୍ଥାନ ହାସଲ କରି ଆପିଏସ ଅଫିସର ହୋଇଥିଲେ । ମାଟିରେ ରହୁଥିବା ଏହି ବ୍ୟକ୍ତି ଜଣକ ପରିବାରର କିସ୍ମତ ବଦଳାଇ ଦେଇଥିଲେ । ବାସ୍ତବରେ ଏହି କାହାଣୀ ସେମାନଙ୍କ ପାଇଁ ଅଟେ ଯେଉଁ ମାନେ ସୁବିଧା ନ ମିଳିବାରୁ ହାରାସ ହୋଇଥାନ୍ତି ଓ ଜୀବନରେ କିଛି କରି ପାରନ୍ତି ନାହାଇ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।