Truck ଟି ଧକ୍କା ଦେଲା Scooty କୁ, ସିସିଟିଭି ରେ କଏଦ ହେଲା ଭୟଙ୍କର ଦୁର୍ଘଟଣା, 5 ବର୍ଷ ଝିଅଟି ଘଟଣାସ୍ଥଳରେ… Video ଦେଖିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ

ଆମ ଦେଶରେ ପ୍ରତି ଦିନ କିଛି ନା କିଛି ଘ-ଟ-ଣା ଘଟିବାରେ ଲାଗିଛି । କିଛି ଘ-ଟ-ଣା ଜାଣତରେ ହେଉ ବା ଅଜାଣତରେ ହେଉ ଘଟୁଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘ-ଟ-ଣା ନେଇ ଆସିଛୁ ଯାହାକୁ ଆପଣ ମାନେ ବିଶ୍ବାସ କରି ପାରିବେ ନାହି । ଏହି ଘ-ଟ-ଣା ଟି ହେଉଛି ହିମାଚଳ ପ୍ରଦେଶର ସୋଲେନ ଅଞ୍ଚଳର ଯେଉଁଠାରେ ଗୋଟେ ଟ୍ରକ ସ୍କୁଟିକୁ ଧ-କ୍କା ଦେବା ପରେ ଗୋଟେ କୁନି ଝିଅର ମୃ-ତ୍ୟୁ ଘଟିଛି ।

ଏହି ଘ-ଟ-ଣା ଟି ନ୍ୟାସନାଲ ହାଇୱେ-୧୦୫ ବାଡି-ନାଲାଗାଢ ରେ ଘଟିଛି । ଏଠାରେ ରାସ୍ତାରେ ଯାଉଥିବା ଏକ ଟ୍ରକ ରାସ୍ତା ରେ ଥିବା ଏକ ସ୍କୁଟିକୁ ଧକ୍କା ଦେଇ ଥିବାରୁ ଜଣେ ବୃଦ୍ଧ ମହିଳା ସେଠାରେ ଛିଡା ହୋଇଥିଲେ । ଯାହା ଫଳରେ ସେହି ବୃଦ୍ଧ ମହିଳା ଜଣକ ଗୁରୁତର ଭାବେ ଆ-ହ-ତ ହୋଇଛନ୍ତି । ସେହି ସ୍କୁଟି ରେ ଥିବା ଜଣେ ୫ ବର୍ଷର କୁନି ଝିଅ ର ଘ-ଟ-ଣା ସ୍ଥଳରେ ମୃ-ତ୍ୟୁ ଘଟିଛି ।

ଏହି ଘ-ଟ-ଣା ହେବା ସମୟରେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ରେ ସ୍ପଷ୍ଟ ଭାବେ ଦେଖା ଯାଉଛି । ଟ୍ରକ ଚାଳକ ଜଣକ କିପରି ସ୍କୁଟି କୁ ଧ-କ୍କା ଦେଇ ଥିବାରୁ ଝିଅଟିର ମୃ-ତ୍ୟୁ ହୋଇଛି । ଏହା ପରେ ଟ୍ରକ ଡ୍ରାଇଭର ଗାଡି ରୁ ଓଲହାଇ ସେଠାରୁ ପଳାୟନ କରିଛି । ଏହି ଘ-ଟ-ଣା ଘ-ଟି-ବା ପରେ ସେଠିକାର ଲୋକ ମାନେ ଜମା ହୋଇଥିଲେ । ୫ ବର୍ଷ ର ସେହି କୁନି ଝିଅ ଟିକୁ ବ-ଞ୍ଚା-ଇ-ବା ପାଇଁ ଅନେକ ଚେଷ୍ଟା କରାଯାଇ ଥିଲେ ମଧ୍ୟ ସେ ବ-ଞ୍ଚି ପାରି ନ ଥିଲା ।

ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ଟ୍ରକ ଚାଳକର ଅସାବଧନତା ଯୋଗୁ ଏପରି ଏକ ମ-ର୍ମା-ନ୍ତ-କ ଦୁ-ର୍ଘ-ଟ-ଣା ଘ-ଟି-ଛି । ଯାହା ଫଳରେ ଗୋଟେ ନି-ରୀ-ହ ଜୀ-ବ-ନ-ର ନି-ଧ-ନ ହୋଇଛି ଯାହାର ଏହି ଘ-ଟ-ଣା ରେ କିଛି ବି ଦୋ-ଷ ନାହି । ଏଥି ପାଇଁ ପୋଲିସ ଏହି ଘ-ଟ-ଣା ର ତ-ଦ-ନ୍ତ କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।