‘ବାବୂଜୀ ଜରା ଧୀରେ ଚଲୋ’ ଗୀତରେ ଏହି ଆକ୍ଟ୍ରେସ ସେ ସମୟରେ ନିଆଁ ଲଗେଇ ଥିଲେ, 15 ବର୍ଷ ପରେ ଦେଖାଯାଉଛନ୍ତି ଏମତି – ଦେଖନ୍ତୁ

ବଲୀଉଡ ଫିଲ୍ମ ଥିବ ଏବଂ ଆଇଟମ ଗୀତ ନ ଥିବ, ଏମିତି କେବେ ବି ହୋଇ ପାରିବ ନାହିଁ । ଯେତେବେଲେ ପର୍ଯ୍ୟନ୍ତ ଫିଲ୍ମ ରେ ଆଇଟମ ଗୀତ ର ତଡକା ଲାଗି ନାହିଁ ସେତେବେଳେ ପର୍ଯ୍ୟନ୍ତ ମଜା ଆସେ ନାହିଁ । ଆଜିକାଳି ସବୁ ହିରୋଇନ ଆଇଟମ ନମ୍ବର କରିବାକୁ ଚାହାନ୍ତି କିନ୍ତୁ ସନୀ ଲିୟନ, ମଲ୍ଲିକା ଶେହରାୱତ, ମଲାଇକା ଅରୋଡା ଭଳି କିଛି ଏମିତି ନାମ ଯାହାଙ୍କର ନାମ ଟପ ଲିସ୍ଟରେ ଆସିଥାଏ ।

ଆଇଟମ ଗୀତ କହିଲେ ଏମିତି ଏକ ଗୀତ, କିଛି ବର୍ଷ ପୂର୍ବରୁ ଆସିଥିଲା ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ।

ଏହି ଗୀତକୁ ବଲୀଉଡର ପ୍ରଥମ ହିଟ ଆଇଟମ ଗୀତ କହି ପାରିବେ । ଏହା ପରେ ସବୁ ଫିଲ୍ମରେ ଆଇଟମ ଗୀତାର ଯେମିତି ଲାଇନ ଲାଗି ଗଲା । ୨୦୦୩ ରେ ଫିଲ୍ମ ‘ଦମ’ ରେ ବିବେକ ଓବୋରୟ ଏବଂ ଦିଆ ମିର୍ଜା ଲିଡ ରୋଲରେ କାମ କରିଥିଲେ । ଏହି ଫିଲ୍ମରେ ଗୋଟିଏ ଗୀତ ଥିଲା ‘ବାବୂଜୀ ଜରା ଧୀରେ ଚଲୋ’ ଯାହା ଦର୍ଶକଙ୍କ ଉପରେ ନିଜର ଜାଦୁ ଚଳାଇଦେଇଥିଲା । ସେହି ସମୟରେ ଏହି ଗୀତ ବହୁତ ଧୂମ ମଚାଇଥିଲା ।

‘ବାବୂଜୀ ଜରା ଧୀରେ ଚଲୋ’ ରାତା ରାତି କରିଲା ଷ୍ଟାର

ଏହି ଗୀତ ୟାନା ଗୁପ୍ତା ଉପରେ ଦର୍ଶାଇ ଯାଇଥିଲା । ଏହି ଆଇଟମ ଗୀତକୁ ଦେଖି ଲୋକମାନେ ଫିଲ୍ମ ପ୍ରତି ଧ୍ୟାନ ଦେଲେ ନାହିଁ । ଏହାର ଗୋଟିଏ ଅଲଗା କଥା ଏହା ଥିଲା କି ଫିଲ୍ମରେ ଅଭିନେତ୍ରୀର ଏଣ୍ଟ୍ରି ମଇଁଷି ଉପରେ ବସି ହୋଇଥିଲା ଏବଂ ତାହାର ଏହି ଅନ୍ଦାଜ ଲୋକମାନଙ୍କର ମନ ମୋହୀ ନେଇଥିଲା । ଏହି ଆଇଟମ ଗୀତ ଏତେ ହିଟ ହୋଇଥିଲା କି ୟାନା ଗୁପ୍ତା ରାତା ରାତି ଷ୍ଟାର ହୋଇଯାଇଥିଲେ ।

କେତେକ ବ୍ରାଣ୍ଡସ ଏବଂ କେଲେଣ୍ଡର ପାଇଁ କରିଛନ୍ତି ମଡେଲିଙ୍ଗ

୨୩ ଏପ୍ରିଲ ୧୯୭୯ ରେ ୟାନା ଗୁପ୍ତାଙ୍କର ଜନ୍ମ ଚେକୋସ୍ଲୋୱାକିୟାର ବରନୋ ରେ ହୋଇଥିଲା । ସେ ମାତ୍ର ୧୬ ବର୍ଷରେ ମଡେଲିଙ୍ଗ ଆରମ୍ଭ କରିଦେଇଥିଲେ । ୟାନା ଗୁପ୍ତା ‘ଲୈକ୍ମେ ବ୍ରାଂଡ ଏବଂ କିଂଗିଫିଶର ଏୟରଲାଇନ୍ସ’ ପାଇଁ ମଡେଲିଙ୍ଗ କରିଛନ୍ତି ଏବଂ ସେ କେତେକ କେଲେଣ୍ଡର ପାଇଁ ବିକିନି ଶୂଟ୍ସ କରିଛନ୍ତି ।

ବହୁତ ସମୟ ହେବ ସେ ଫିଲ୍ମ ଏବଂ କୌଣସି ଗୀତରେ ଦେଖାଯାଇ ନାହାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ତାଙ୍କର କିଛି ଫଟୋ ଆଣିଛୁ ।