ଟିଭି ସୋ ‘ସାବଧାନ ଇଣ୍ଡିଆ’ ପାଇଁ ୮୦୦ ପରିବାର ଆସିଗଲେ ରାସ୍ତା କୁ, ସୋ ବନ୍ଦ କରିବାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଟିଭି ଜଗତ ରେ ବର୍ତ୍ତମାନ କେତେ ସୋ ଚର୍ଚା ରେ ଆସୁଛନ୍ତି । ଏମିତ ବହୁତ କମ ସୋ ଅଛି ଯାହା କି ସଫଳତାର ଶୀର୍ଷ ରେ ପହଞ୍ଚି ପାରନ୍ତି । ଏହି ସୋ ମଧ୍ୟରୁ କ୍ରାଇମ ସୋ ‘ସାବଧାନ ଇଣ୍ଡିଆ’ ବି ସାମିଲ ଥିଲା । ଷ୍ଟାର ନେଟୱର୍କ ର ଚାନେଲ ରେ ଲାଇଫ ଓକେ ରେ ଆସୁଥିବା ଏହି ସୋ ଗୋଟେ ସମୟରେ ସମସ୍ତଙ୍କ ର ପସନ୍ଦିତା ସୋ ଥିଲା ।

ଏହି ସୋ ରେ ସମାଜରେ ଘଟୁଥିବା ଅଲଗା ଅଲଗା କଥାକୁ ନାଟକୀୟ ରୂପରେ କରା ଯାଇଥାଏ। ଯାହାଦ୍ୱାରା ଦୁନିଆରେ ନିଜର ଆଖପାଖରେ ହେଉଥିବା କ୍ରାଇମରୁ ବଞ୍ଚିପାରିବେ । କିନ୍ତୁ TRP ପାଉଥିବା ଏହି ସୋ ବିନା କିଛି ନୋଟିସ ରେ ରାତାରାତି ବନ୍ଦ କରିଦିଆ ଗଲା । ଏହାର କାରଣ ସୋ ର କଳାକାର ମାନେ ବି ବୁଝି ପାରି ନଥିଲେ ।

ଲାଇଫ ଓକେ ରୁ ହେଲା ‘ସ୍ଟାର ଭାରତ’

ଷ୍ଟାର ଭାରତ ଚାନେଲ ର ପ୍ରଥମ ନାମ ଲାଇଫ ଓକେ ଥିଲା । କିନ୍ତୁ ଗତ ୨୦୧୭ ମସିହାରେ ଷ୍ଟାର ନେଟୱର୍କ ଏହି ଚାନେଲର ନାମ ବଦଳାଇ ଷ୍ଟାର ଭାରତ ରଖୀ ଦେଲେ । ଏହା ପରେ ଷ୍ଟାର ଭାରତ ସୋ ଟେଲୀକାସ୍ଟ ପାଇଁ ନିଜର ଅଲଗା ପଲିଶି ବନାଇଲା ।

ସୂତ୍ର ଅନୁସାରେ ଷ୍ଟାର ଭାରତର ସୋ ସାବଧାନ ଇଣ୍ଡିଆ ସୋ କୁ ନେଇ ଗତ କିଛି ସମୟ ହେବ ଖରାପ ପ୍ରେଜେଂଟେଶନ ଯୋଗୁ ଅଭିଯୋଗ ଆସୁଥିଲା । ଯେଉଁଠି ସାବଧାନ ଇଣ୍ଡିଆ ର ଦାବି ଅଟେ କି ସେମାନେ ଏହି ସୋରେ ସତ ଘଟଣା ଦର୍ଶକ ସାମ୍ନାରେ ଆଣିଥାନ୍ତି ।

କିନ୍ତୁ ଲୋକମାନଙ୍କର ଅନୁସାରେ ଏହି ସୋ ର ଅଧାରୁ ବେଶି ଘଟଣା ମିଥ୍ୟା ହୋଇଥାଏ । ଏହି ଆଲୋଚନା ଯୋଗୁ ଚାନେଲ ଏହି ସୋ କୁ ବନ୍ଦ କରିବା ପାଇଁ ଆଦେଶ ଦେଲେ ।

ଷ୍ଟାର ଭାରତର ନୂଆ ପଲିଶି

ନୂଆ ପଲିଶି ଅନୁସାରେ ପୁରୁଣା ସୋ ର ଲଗାତାର ଆଲୋଚନା ଯୋଗୁ ଚାନେଲ ଲଜିସ୍ଟିକ ଡିପାର୍ଟମେଂଟ ଆସିବା ଦ୍ଵାରା ସବୁ ସୋ କୁ ବନ୍ଦ କରିବାର ନିର୍ଣ୍ଣୟ ନେଲେ ।

ଷ୍ଟାର ଭାରତ ଅନୁସାରେ ଏହି ସୋରେ କେବଳ ସେହି ସୋ ଦେଖାଯିବ, ଯାହାକୁ ସହର ଏବଂ ଗ୍ରାମୀଣ କ୍ଷେତ୍ରରେ ଲୋକମାନେ ବିନା ଅସୁବବିଧାରେ ଦେଖିପାରିବେ ।

ସୋ ଅଚାନକ ବନ୍ଦ ହେବା କାରଣରୁ ବହୁତ କଳାକାରଙ୍କର ରୋଜଗାର ବନ୍ଦ ହୋଇଗଲା ।