ବୟଫ୍ରେଣ୍ଡ ସହ ଲିକ ହୋଇ ଯାଇଥିଲା ଏହି Actress ଙ୍କ ଏମଏମଏସ, 90 ସେକେଣ୍ଡ ପର୍ଯ୍ୟନ୍ତ ଦୁଇ ଜଣ କରୁଥିଲେ ଖରାପ କାମ, ଜାଣନ୍ତୁ କିଏ ଏହି ସୁନ୍ଦରୀ

ହିନ୍ଦୀ ସିନେମା ଜଗତର ଅଭିନେତ୍ରୀ ରିୟା ସେନଙ୍କୁ ଆଜି ୪୦ ବର୍ଷ ହୋଇଯାଇଛି  ତାଙ୍କର ଜନ୍ମ ୧୯୮୧ରେ କୋଲକାତାରେ ହୋଇଥିଲା । ରିୟା ସେନଙ୍କ ଜେଜେମା ସୁଚିତ୍ରା ସେନ , ମା ମୁନମୁନ ସେନ ଓ ଭଉଣୀ ରାଈମା ସେନ ହିନ୍ଦୀ ସିନେମାରୁ ପୂର୍ବରୁ କାମ କରିଛନ୍ତି । ପରିବାର ଏତେ ସବୁ ମହିଳା ସଦସ୍ୟ ଫିଲ୍ମ ରେ କାମ କରୁଥିବାରୁ ତାଙ୍କର ବି ଫିଲ୍ମ ଜଗତରେ ଅଭିନୟ କରିବାକୁ ଇଚ୍ଛାଥିଲା । କିନ୍ତୁ ସେ ଏଥିରେ ଅଧିକ ସଫଳ ହୋଇପାରିନଥିଲେ ।

ଆଜି ଆସନ୍ତୁ ଜାଣିବା ତାଙ୍କର ୪୦ ବର୍ଷ ର ଜନ୍ମ ଦିନ ଅବସର ରେ ତାଙ୍କ ସହ ଜଡିତ କିଛି ତଥ୍ୟ । ରିୟା ସେନ ତାଙ୍କର ଅଭିନୟ କ୍ୟାରିୟର ଶିଶୁ କଳାକାର ଭାବରେ ୧୦ ବର୍ଷ ବୟସରୁ ଆରମ୍ଭ କରିଥିଲେ । ସେତେବେଳେ ସେ ବିଷକନ୍ୟା ଫିଲ୍ମରେ କାମ କରିଥିଲେ ।

ଏହି ଫିଲ୍ମ ୧୯୯୧ ରେ ରିଲିଜ ହୋଇଥିଲା । ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ସେ ଫାଲଗୁନି  ପାଠକଙ୍କର ମ୍ୟୁଜିକ ଭିଡିଓ ୟାଦ ପିଆ କି ଆନେ ଲଗି କାମ କରି ବହୁତ ଲୋକପ୍ରିୟ ହୋଇଥିଲେ । ଏହି ଗୀତ ବହୁତ ହିଟ ହୋଇଥିଲା । ଏହି ଗୀତ ହିଟ ହେବା ସହ ରିୟାଙ୍କୁ ବହୁତ ଭଲ ପରିଚୟ ମିଳିଥିଲା । ତାଙ୍କୁ ଗୋଟେ ଭଲ ମଡେଲ ଭାବରେ ପରିଚୟ ମିଳିଲା । ଆଗକୁ ଯାଇ ତାଙ୍କ ପରିବାର ର ମହିଳା ସଦସ୍ୟଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ନିସ୍ପତି ନେଇଥିଲେ ।

ଏବଂ ସେ ଅଭିନେତ୍ରୀ ହୋଇଯାଇଥିଲେ । କିନ୍ତୁ ନିଜକୁ ଅଭିନୟ ଦୁନିଆରେ ସଫଳ କରାଇ ପାରିଲେ ନାହିଁ । ୨୦୦୧ ରେ ଆସିଥିବା ତାଙ୍କ ଦ୍ଵାରା ଅଭିନୀତ ଫିଲ୍ମ ‘ ଷ୍ଟାଇଲ ‘ରେ  ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା । ଏହି ଫିଲ୍ମ କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ରିୟା ତାଙ୍କ କ୍ୟାରିୟରରେ ହିଙ୍ଗଲିଶ , ଝଙ୍କାର ବିଟସ , ସାଦି ନ-୧ , ଅପ୍ନା ସପନା ମନି ମନି ଓ ମାଲାୟଲମ ଫିଲ୍ମ ଅନନ୍ତଘା ଭଦ୍ରାମ ରେ ବି କାମ କରିଛନ୍ତି କିନ୍ତୁ ତାଙ୍କୁ ଏଥିରେ ସଫଳତା ମିଳିନଥିଲା ।

ଋଆ ଫିଲ୍ମ ଅପେକ୍ଷା ଅଧିକ ନିଜ ଜୀବନ ସହିତ ରହିଥିଲେ। ବର୍ଷ ୨୦୦୫ ରେ ତାଙ୍କ ନାମ କୁ ଅଶ୍ମିତ ପଟେଲଙ୍କ ସହ ଯୋଡା ଯାଇଥିଲା । କୁହାଯାଉଥିଲା କି ଯେତେବେଳେ ଦୁଇଜଣ ଫିଲ୍ମ ଶୀଳଶିଲେ ରେ କାମ କରୁଥିଲେ ଏହି ସମୟରେ ଦୁଇଜଣ ପରସ୍ପର ସହ ନିକଟତର ହୋଇଥିଲେ ଏବନ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା । ମିଡିଆରେ ମଧ୍ୟ ଏହି କଥା ଚର୍ଚା ହେବାକୁ ଲାଗିଲା ।

ଅଶ୍ମିତଙ୍କ ସହ ପ୍ରଘଟ ହୋଇଥିବା ଏମଏମଏସ ଭିଡିଓ

ଅଭିନେତା ଅଶ୍ମିତଙ୍କ ସହ ରିୟାଙ୍କର ଏମଏମଏସ ଭିଡିଓ ବହୁତ ଚର୍ଚା ସାଉଣ୍ଟି ଥିଲା । ଏହି ଭିଡିଓ ଗୋଟିଏ ହୋଟେଲର ଥିଲା ବୋଲି କୁହାଯାଉଥିଲା । ଦୁଇଜଣ ୯୦ ସେକେଣ୍ଡ ର ଏହି ଭିଡିଓରେ ଆପତ୍ତିଜନକ ସ୍ଥିତିରେ ଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାରେ ବହୁତ ବିରୋଦ୍ଧାଭାସ ହୋଇଥିବାର ଦେଖା ଯାଇଥିଲା । ଏପରି କୁହାଯାଉଥିକା କି ଏହି ଭିଡିଓକୁ ଅଶ୍ମିତ ହିଁ ଇଣ୍ଟରନେଟରେ ଛାଡିଥିଲେ । ତାଙ୍କର ଉଦେଶ୍ୟ ଥିଲାକି ଲୋକପ୍ରିୟ ହାସଲ କରିବାର ଥିଲା ।

କାହିଁକି ନା ସେହି ସମୟରେ ରିୟା ସେନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ନାମକୁ ପ୍ରସିଦ୍ଧ କରିସାରିଥିଲେ । ଦୁଇଜଣଙ୍କୁ ଏହା ପରେ ଏହି ମାମଲାରେ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ରିୟାଙ୍କ ନାମ ଜଣା ଶୁଣା ଅଭିନେତା ଅକ୍ଷୟ ଖାନା ଓ ଲେଖକ ସଲମାନ ରସିଦଙ୍କ ସହ ଯୋଡ଼ା ଯାଇଥିଲା । ରିୟା ସେନ ୨୦୧୭ ରେ ଲୁଚି ଛପି ଫୋଟୋଗ୍ରାଫର ଶିବମ ଟିବାରୀଙ୍କୁ ଅତି ସନ୍ତର୍ପପଣରେ ବିବାହ କରିଥିଲେ ।

କିନ୍ତୁ ରିୟା ଏହି ବିବାହ ସମ୍ବନ୍ଧୀୟ ଖବରକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ହିନ୍ଦୀ ସିନେମାରେ ପାଖରେ ପାଖି ୩୦ ରୁ ଅଧିକ ଫିଲ୍ମ କାମ କରିଥିଲେ । ଏବେ ସେ ଏହି ଫିଲ୍ମ ଦୁନିଆରୁ ଦୁରେଇଯାଇଛନ୍ତି । ସେ ଏବେ ନିଜ ଜୀବନରେ ଏକ ଖୁସି ଜୀବନ ବିତାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ