ଏହି କୁକୁର ପାଖରେ ଅଛି ଅମ୍ବାନି ଠାରୁ ମଧ୍ୟ ଅଧିକ ସମ୍ପତି, ଜାଣିଲେ ଆପଣ ମଧ୍ୟ ମଣିଷ ନୁହେଁ କୁକୁର ଜନ୍ମ ନବାକୁ ଚାହିଁବେ

ଏହି କୁକୁର ପାଖରେ ଅଛି ଅମ୍ବାନି ଠାରୁ ମଧ୍ୟ ଅଧିକ ସମ୍ପତି

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ଅଛି, କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଏମିତି ଏକ କୁକୁର ମଧ୍ୟ ଅଛି ଯିଏ ସେହି ଅରବପତି ମାନଙ୍କ ଠାରୁ ମଧ୍ୟ ଅଧିକ ଧନୀ, ତେବେ କଣ ଆପଣ ଏହା ମାନିବେ? ବୋଧେ  ହୁଏ ନୁହେଁ, ଆପଣ ଭବିବେ ଏହା ଅସମ୍ଭବ, ଏମିତି କେମିତି ହୋଇ ପାରିବ, ଗୋଟେ କୁକୁର କେମିତି କୋଟିପତି ହୋଇ ପାରେ? ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହି ଖବର ପୁରା ସତ୍ୟ ଅଟେ । ଏହି କୁକୁର ଦୁନିଆରେ ଥିବା ସମସ୍ତ କୋଟିପତି ମାନଙ୍କୁ ମଧ୍ୟ ଟକ୍କର ଦେଇ ପାରିଛି, ଏହା ପଛରେ ଏତେ ଚାକର ଚାକରାଣୀ ବୁଲୁଛନ୍ତି ଯେତିକି ଅମ୍ବାନି ଘରେ ମଧ୍ୟ ନଥିବେ ।

କିଏ ଏହି କୁକୁର, ଏବଂ କେମିତି ଆସିଲା ତା ପାଖକୁ ଏତେ ସମ୍ପତି? ଚାଳନ୍ତୁ ଜାଣିବା ।

ଦୁନିଆର ସବୁଠୁ ଧନୀ ପଶୁ

ଜର୍ମନ ଶେଫର୍ଡ ପ୍ରଜାତିର ଏହି କୁକୁରର ନାମ ଗଂଥର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି କୁକୁର ଦୁନିଆର ସବୁଠୁ ଧନୀ ପଶୁ ଅଟେ ଓ ସେ କେଉଁ ତରକା ମାନଙ୍କଠୁ ମଧ୍ୟ କମ ନୁହେଁ ।

କୁକୁର ପାଖରେ ଅଛି କୋଟି କୋଟି ଟଙ୍କାର ସମ୍ପତି-

ଆପଣ ଜାଣିଲେ ବେହୋସ ହୋଇଯିବେ କି ଏହି କୁକୁର ପାଖରେ 14.5 କୋଟି ଡଲାର ମାନେ 9,71,50,00000 ଟଙ୍କାର ସମ୍ପତି ଅଛି । ଗଂଥରକୁ ଏହି ସମ୍ପତି ତାହାର ପିତାଠାରୁ ମିଳିଛି । କିନ୍ତୁ ତା ବାପାକୁ ଏହି ସମ୍ପତି ତାର ମାଲିକାଣୀ କାର୍ଲୋତ୍ତା ଲୀବେନ୍ସ୍ଟାଇନର ମୃତ୍ୟୁ ପରେ ମିଳିଥିଲା ।   1992 ମସିହାରେ କାର୍ଲୋତ୍ତା ଙ୍କର ମୃତ୍ୟୁ ପରେ ଇଟଲୀ ଓ ଜର୍ମନୀ ସ୍ଥିତ ସମସ୍ତ ସମ୍ପତି ଏହି କୁକୁରକୁ ମିଳିଥିଲା ।

ଏହି 8ଟି ବଲିଉଡ ବ୍ଲକବଷ୍ଟର ଫିଲ୍ମିର ପୋଷ୍ଟର କପି ହୋଇଛି ହଲିଉଡ ଫିଲ୍ମରୁ – 3 ନଂ ରେ ଅଛି ଗୋଟେ 1000 କୋଟିର ଫିଲ୍ମ – ଏବେହିଁ ଦେଖନ୍ତୁ

ଗଂଥର ପାଖରେ ଏବେ ବହୁତ ଚାକର ଅଛନ୍ତି, ସେ ଏକ ମହଲ ରେ ରହୁଛି ଓ ନିଜ ମନ ପସନ୍ଦର ଖାଦ୍ୟ ଖାଉଛି । ଯଦି ଥରେ ଆପଣ ତାର ରହିବା ଚାଲିବା ଦେଖିବେ ତେବେ ଆପଣ ମଧ୍ୟ କହିବେ ପରବର୍ତ୍ତୀ ଜନ୍ମରେ ମନୁଷ୍ୟ ନୁହେଁ ବରଂ  କୁକୁର ଜନ୍ମ ମିଳୁ ।

ବନ୍ଧୁଗଣ ଆସା କରୁଛୁ ଆପଣଙ୍କୁ ଏହି ପୋଷ୍ଟତି ପସନ୍ଦ ଆସିଥିବ, ପସନ୍ଦ ଆସିଥିଲେ ଲାଇକ ଓ ସେଯାର ନିଶ୍ଚୟ କରିବେ ।