କେରଳ ବନ୍ୟା ସମୟରେ ଏହି IPSଙ୍କ ପାଇଁ ବଞ୍ଚିଥିଲା ୨ଲକ୍ଷ ଲୋକଙ୍କ ଜୀବନ – କଣ ଏମିତି କଲେ ସିଏ ଦେଖନ୍ତୁ – ତାଙ୍କ ମହାନତା ପାଇଁ ଶେୟାର ଗୋଟିଏ ନିଶ୍ଚୟ କରନ୍ତୁ

କଣ ଏମିତି କାଲେ ସିଏ ଦେଖନ୍ତୁ

କେରଳ ବନ୍ୟା ସମ୍ବନ୍ଧରେ ଆଜି ଆମେ ଆପଣଙ୍କୁ ଯେଉଁ ସୂଚନା ଦେବୁ ତାହା କାଫି ପ୍ରଶଂସା ଯୋଗ୍ୟ । ଆଜିକାଲି ଦୁନିଆରେ ଯେଉଁଠି ଲୋକମାନଙ୍କୁ ନିଜ ପାଇଁ ଭାବିବାରୁ ଫୁରସତ ନାହିଁ, ସେଠି କେରଳ ବନ୍ୟା ସମୟରେ ଏମିତି ବହୁତ ଲୋକ ଥିଲେ ଯେଉଁ ମାନଙ୍କ ପାଇଁ ବହୁତ ଲୋକଙ୍କର ସାହାଯ୍ୟ ହୋଇ ପାରିଥିଲା । ସେମିତି ଜଣେ IPS ଅଧିକାରୀ ଅଛନ୍ତି କୃଷ୍ଣା ତେଜା ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ଯେ କେମିତି ସେ କେରଳ ବନ୍ୟା ସମୟରେ ଲୋକଙ୍କର ସାହାଯ୍ୟ କରି ଥିଲେ ।

ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ନେଇଥିଲେ ପଦକ୍ଷପ-

କୃଷ୍ଣା ତେଜା ଜଣେ IPS ଅଧିକାରୀ ଯାହା ପାଇଁ ୨ ଲକ୍ଷ ଲୋକଙ୍କର ଜୀବନ ବଞ୍ଚି ପାରିଥିଲା । ବନ୍ୟା ଆସିବାର ପ୍ରଥମ ୩ଦିନରେ ୨ ଲକ୍ଷ ଲୋକଙ୍କ ଜୀବନ ବଞ୍ଚେଇବା ଏକ ବହୁତ ବଡ କାମ । ଏହି କଥା ହେଉଛି ୧୬ ଅଗଷ୍ଟ ୨୦୧୮ ମସିହାର, ଯେବେ ତାଙ୍କୁ ଏହି ସୂଚନା ମିଳିଥିଲା କି ଚେଂଗନ୍ନୂର ଓ କୁଟ୍ଟାନାଡରେ ବହୁତ ବର୍ଷା ହୋଇ ବନ୍ଧ ଭରିଯାଇଛି ଓ ଶୀଘ୍ର ତାକୁ ଖୋଲାଯିବା ଦରକାର ।

କିଛି ଅଲଗା କାମ ପାଇଁ ବନିଥିଲା “ହାଇ ହିଲ୍” ଓ “କୋଲା” ଭଳି ଜିନିଷ – ଏସବୁର ଅସଲି ବ୍ୟବହାର ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ସେହି ସମୟରେ କୃଷ୍ଣା ତେଜା କେରଳର ବିତ୍ତ ମନ୍ତ୍ରୀ ଡକ୍ଟର ଥମସଙ୍କ ସହ ଏକ ସଭାରେ ଥିଲେ । ଯେମିତି ତାଙ୍କୁ ଏହି ସୂଚନା ମିଳିଲା ସେ ତୁରନ୍ତ କାମରେ ଲାଗି ପଡିଥିଲେ ।

ବଞ୍ଚେଇଥିଲେ ୨ଲକ୍ଷ ଲୋକଙ୍କ ଜୀବନ-

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୨ଦିନରେ ୨ଲକ୍ଷ ଲୋକଙ୍କୁ ଅନ୍ୟ ଏକ ସ୍ଥାନଙ୍କୁ ସ୍ଥାନାନ୍ତର କରା ଗଲା । ଏହି କମ ସମୟରେ ଡଙ୍ଗାର ବ୍ୟବହାର କରଯାଇଥିଲା ଓ ମେଡିଆ ଲୋକଙ୍କୁ ଦୂରରେ ରକ୍ଷା ଯାଇଥିଲା ।

କଣ ସତରେ ଡାଇବେଟିସ ରୋଗି, ବିଲକୁଲ ବି ଭାତ ଖାଇବା କଥା ନୁହେଁ?? ଜାଣନ୍ତୁ ସତକଥା