କଣ ସତରେ ଡାଇବେଟିସ ରୋଗି, ବିଲକୁଲ ବି ଭାତ ଖାଇବା କଥା ନୁହେଁ?? ଜାଣନ୍ତୁ ସତକଥା

କଣ ସତରେ ଡାଇବେଟିସ ରୋଗି, ବିଲକୁଲ ବି ଭାତ ଖାଇବା କଥା ନୁହେଁ

ଆଜିକାଲି ସମୟରେ ସମସ୍ତ ବ୍ୟକ୍ତିକୁ କିଛି ନା କିଛି ରୋଗରେ ପୀଡିତ ହେଉ ଛନ୍ତି। କିଏ ବଡ ରୋଗରେ ତ କିଏ ଛୋଟ ରୋଗରେ ପୀଡିତ। କିଛି ରୋଗ ଏମିତି ଅଛି ଯେଉଁ ଥିରେ ବହୁତ ଲୋକ ପିଡିତ ହେଉଛନ୍ତି।ବର୍ତ୍ତମାନ ସମୟରେ ଡାଇବେଟିସ୍ ରୋଗରେ ବହୁତ ଲୋକ ପିଡିତ ହେଉଛନ୍ତି। ଏହା ଏକ ଖତରନାକ ରୋଗ ଅଟେ। ଏହି ରୋଗରେ ପୀଡିତ ରୋଗୀଙ୍କୁ ବହୁତ ଧ୍ୟାନ ରଖିବାକୁ ପଡେ।

ରୋଟି ଠାରୁ ଅଧିକ ଭାତ ଖାଆନ୍ତି :

ଏହି ରୋଗରେ ପୀଡିତ ରୋଗୀ ଖାଇବା ପିଇବାରେ ଧ୍ୟାନ ରଖନ୍ତି। ଭାରତରେ ରୋଟି ଠାରୁ ଅଧିକ ଭାତ ଖାଆନ୍ତି। ଏମିତ ଲୋକ ମଧ୍ୟ ଅଛନ୍ତି ଯାହା ବିଲକୁଲ ରୋଟି ଖାଆନ୍ତି ନାହିଁ। ସେମାନେ କେବଳ ଭାତ ଖାଆନ୍ତି। ଏମିତିରେ ଏହା ଜାଣିବା ବହୁତ ଜରୁରୀ ହୋଇଯାଏ ଯେ ଡାଇବେଟିସ୍ ରୋଗୀମାନଙ୍କ ପାଇଁ ଭାତ ଖାଇବା କେତେ ଠିକ୍ ଓ କେତେ ଭୁଲ୍।

ଚର୍ମକୁ ଗୋରା କରିବା ଓ ନିଜର ଶରୀରକୁ ଦୃଢ଼ କରିବା ପାଇଁ ଦେଖନ୍ତୁ ଉପାୟ ।

ସପ୍ତାହରେ ଥରେ ଭାତ ଖାଇ ପାରିବ :

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାଇ ଭାତରେ କାର୍ବୋହାଇଡ୍ରେଟ୍ ଓ କ୍ୟାଲୋରି ଶରୀରରେ ବ୍ଲଡ଼ ସୁଗାର କୁ ବଢାଇ ଦିଏ। ବ୍ରିଟିଶ ମେଡିକାଲ ଜର୍ନାଲ ରେ ପ୍ରକାଶିତ ଏକ ଷ୍ଟଡି ଅନୁସାରେ ଯେଉଁ ଲୋକ ବହୁତ ଭାତ ଖାଏ ତାହାଙ୍କୁ ଦୁଇ ପ୍ରକାର ଡାଇବେଟିସ୍ ହେବାର ସମ୍ଭାବନା ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ଵାରା ଯଦି ଆପଣ ଡାଇବେଟିସ୍ ରୋଗରେ ପୀଡିତ ତେବେ ଆପଣ ଭାତ ଠାରୁ ଦୂରେଇ ରୁହନ୍ତୁ। ସପ୍ତାହରେ ଥରେ ସୀମିତ ମାତ୍ରାରେ ଭାତ ସେବନ କରି ପାରିବେ।

ଧଳା ଚାଉଳ ଭାତ ପରିବର୍ତ୍ତେ ମାଟିଆ ଚାଉଳ ଭାତ ଖାନ୍ତୁ : 

ଧଳା ଚାଉଳ ଭାତ ବଦଳରେ ମାଟିଆ ଚାଉଳ ଭାତ ବହୁତ ଭଲ। ମାଟିଆ ଚାଉଳ ଭାତରେ ଗ୍ଲାୟସିମିକ ଇଂଡେକ୍ସର ମାତ୍ରା ୬୮ ହୋଇଥାଏ, ଯାହାକି ଧଳା ଚାଉଳ ଭାତରେ ଏହାର ମାତ୍ରା ୭୩ ଥାଏ। ଡାଇବେଟିସ୍ ରୋଗରେ ପୀଡିତ ରୋଗୀମାନେ ଗ୍ଲାୟସିମିକ ଇଂଡେକ୍ସର ମାତ୍ରା ୫୫ ର  ପରିମାଣ ଭାତ ଖାଇବେ। ଏଥିରେ ବ୍ଲଡ଼ରେ ସୁଗାର ଅଧିକ ପ୍ରଭାବ ପଡି ନ ଥାଏ।

Lobanov Dmitry +79060745525

ଏହି ସବୁ ଅଭିନେତ୍ରି ମାନେ ଛାଡ଼ ପତ୍ର ନେଇକି ଏକୁଟିଆ ରହୁଛନ୍ତି । ଦେଖନ୍ତୁ ଲିଷ୍ଟ ଥିବା କିଛି ଜଣା ଶୁଣା ଚେହେରା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାଇ ଧଳା ଭାତ ପରିବର୍ତ୍ତେ ମାଟିଆ ଭାତ  ଖାଇପାରିବେ। ସେଥିରେ ପରିବା, ଗାଜର, ପିଆଜ ମିଶାଇ ଖାଇବେ। ଏମିତି କରିଲେ ଭାତରେ ନ୍ୟୁଟ୍ରିଏଂଟ୍ସ ର ମାତ୍ରା ବୃଦ୍ଧି ପାଏ। ରାତ୍ରରେ ଭାତ ଖାଇବ ନାହି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାଇ ଡାଇବେଟିସ୍ ରୋଗରେ ପୀଡିତ ରୋଗୀ ମାନଙ୍କୁ ଜାଣିବା ଦରକାର କି କେଉଁ କେଉଁ ଖାଦ୍ୟ ଖାଇଲେ ବ୍ଲଡ଼ ସୁଗାରରେ ଉପରେ ବହୁତ ପ୍ରଭାବ ପଡେ।