ବଲୀଉଡର ଏହି ୪ ଜଣ ଅଭିନେତ୍ରୀମାନଙ୍କ ପାଖରେ ନାହିଁ ନ୍ୟାଚୁରାଲ ବ୍ୟୁଟି, ନମ୍ବର ୩ ଥିଲେ ଦସନ୍ଧିର ମହାନାୟିକା

ଲାଇମଲାଇଟର ଦୁନିଆରେ ସୁନ୍ଦରତା ବିକ୍ରି ହୋଇଥାଏ । ଏମିତିରେ ବଲୀଉଡରେ ଆସୁଥିବା ଅଭିନେତ୍ରୀମାନଙ୍କ ପାଖରେ ନ୍ୟାଚୁରାଲ ବ୍ୟୁଟି ଥାଉ କିମ୍ବା ନ ଥାଉ, କିନ୍ତୁ ତାଙ୍କ ପାଖରେ ପ୍ଲାଷ୍ଟିକ ବ୍ୟୁଟି ନିଶ୍ଚିତ ଥାଏ । ଅଭିନେତ୍ରୀମାନେ ନିଜକୁ ଫିଟ ରଖିବା ପାଇଁ କେତେ ଥର ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି । ବିନା ପ୍ଲାଷ୍ଟିକ ସର୍ଜରୀରେ ବହୁତ କମ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସୁନ୍ଦର ନଜର ଆସନ୍ତି ।

ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ସୁନ୍ଦରତା ବଢାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଛନ୍ତି ।

୧. ଜାହ୍ନବୀ କପୁର

ଜାହ୍ନବୀ କପୁର ନିଜର ସୁନ୍ଦରତା ବଢାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ଜାହ୍ନବୀ କପୁର ନିଜର ନାକ ଓ ଓଠର ସର୍ଜରୀ କରିଛନ୍ତି । ଯାହା ପରେ ସେ ବହୁତ ସୁନ୍ଦର ଦେଖାଗଲେ ।

୨. ଶୃତି ହାସନ

ଶୃତି ହାସନ ବର୍ତ୍ତମାନ ସମୟରେ ବଲୀଉଡରୁ ନେଇ ଟଲିଉଡ ପର୍ଯ୍ୟନ୍ତ ଧମାଲ କରୁଛନ୍ତି । ଶୃତି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ତାଙ୍କର ସୁନ୍ଦରତା ନ୍ୟାଚୁରାଲ ନୁହେଁ । କହିବାକୁ ଗଲେ ଇଣ୍ଡଷ୍ଟ୍ରିରେ ଆପଣଙ୍କର ଚେହେରା ଯଦି ଠିକ ନାହିଁ ତେବେ ଆପଣଙ୍କୁ ଜାଗା ମିଳିବ ନାହିଁ, ଏହି କାରଣ ଅଟେ କି ଶୃତି ନିଜର ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି । ସେ ନିଜର ଓଠ ଓ ନାକର ସର୍ଜରୀ କରାଇଛନ୍ତି । ସର୍ଜରୀ କରାଇବା ପରେ ସେ ଅଧିକ ସୁନ୍ଦର ଦେଖା ଗଲେ ।

୩. ଶ୍ରୀଦେବୀ

ଆଜି ଶ୍ରୀଦେବୀ ଆମ ଗହଣରେ ଆଉ ନାହାନ୍ତି । କିନ୍ତୁ ସେ ଆଜି ବି କୋଟି କୋଟି ଲୋକମାନଙ୍କର ହୃଦୟରେ ଅଛନ୍ତି । ବଲୀଉଡର ଚାନ୍ଦିନୀ ଥରେ ନୁହେଁ କେତେ ଥର ନିଜର ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି । ଶ୍ରୀ ଦେବୀ ଯେତେବେଳ ବଲୀଉଡରେ ପାଦ ରଖିଲେ ତେବେ ସେ ଏତେ ସୁନ୍ଦର ଦେଖା ଯାଉ ନ ଥିଲେ, କିନ୍ତୁ ଯେମିତି ଯେମିତି ସେ ସଫଳ ହେବାକୁ ଲାଗିଲେ, ସେମିତି ସେମିତି ସେ ନିଜର ଗୋଟିଏ ପରେ ଗୋଟିଏ ପ୍ଲାଷ୍ଟିକ ସର୍ଜରୀ କରାଇଲେ । ଏହି କାରଣ ଅଟେ କି ଶ୍ରୀଦେବୀଙ୍କର ବୟସ ବଢୁଥିବା ସତ୍ବେ ବି ସେ ୨୦ ବର୍ଷର ନଜର ଆସୁଥିଲେ ।

୪. ଶିଳ୍ପା ଶେଟ୍ଟୀ

ଶିଳ୍ପା ଶେଟ୍ଟୀ ବଲୀଉଡର ସବୁଠୁ ଫିଟ ଅଭିନେତ୍ରୀ ଅଟନ୍ତି । ବାହାଘରର ଏତେ ବର୍ଷ ପରେ ବି ସେ ନିଜକୁ ଫିଟ ରଖିଛନ୍ତି । ଶିଳ୍ପାଙ୍କୁ ଡ୍ୟାନସିଙ୍ଗ କ୍ଵିନ ନାମରେ ବି ଜଣା ଯାଏ । କହିଦେଉଛୁ କି ଶିଳ୍ପା ନିଜର ଓଠ ଓ ନାକର ସର୍ଜରୀ କରାଇଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।