ଜଣ୍ଡିସ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ଏହ ପତ୍ର, ତ୍ଵଚ୍ଚା ସମ୍ବନ୍ଧିତ ଏହି ସମସ୍ୟାକୁ ମଧ୍ୟ କରିଥାଏ ଦୂର

ଭାରତରେ ଅନେକ ପ୍ରକାରର ଜଡି – ବୁଟି ମିଳିଥାଏ । ଏହି ଜଡି– ବୁଟି ଗୁଡିକୁ ପ୍ରାଚୀନ କାଳରେ ଔଷଧ ରୂପରେ ବ୍ୟବହାର କରାଯାଉଥିଲା । ସେଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଭୃଶଙ୍ଗ ପତ୍ର । ଭୃଶଙ୍ଗ ପତ୍ର ଖାଦ୍ୟରେ ବ୍ୟବହାର କରାଯାଏ । ଏହା ଖାଦ୍ୟକୁ ସ୍ଵାଦିଷ୍ଟ କରିବା ସହିତ ଏହା ବହୁତ କାମରେ ,ମଧ୍ୟ ଆସିଥାଏ । ଭୃଶଙ୍ଗ ପତ୍ରରୁ ବହୁତ ମହତ୍ଵପୂର୍ଣ ତତ୍ତ୍ଵ ମିଳିଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ । ତେବେ ଆସନ୍ତୁ ଜାଣିବା ଏହା କେଉଁଭଳି ଭାବରେ ଆମକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରି ଥାଏ ।

ମୁଖବ୍ରଣ କୁ ଦୂର କରିଥାଏ

ସିବେଶସ ଗ୍ଲାଣ୍ଡ ଗୁଡିକ ଓଭର ଆକ୍ଟିବ ହେବା ଦ୍ଵାରା ଏବଂ ଧୁଳି ଓ ବ୍ୟାକ୍ଟେରିଆ ଦ୍ଵାରା ରୋମଛିଦ୍ର ବନ୍ଦ ହେବା କାରଣରୁ ମୁଖବ୍ରଣ ହୋଇଥାଏ । ଭୃଶଙ୍ଗ ପତ୍ର ବ୍ୟବହାର କରିବା ଦ୍ଵାରା ମୁଖବ୍ରଣରୁ ଆପଣ ମୁକ୍ତି ପାଇ ପାରିବେ ।

ବ୍ୟଥା ଏବଂ ପୋଡାଜଳା କୁ ଦୂର କରିଥାଏ

ଭୃଶଙ୍ଗ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗାଲ ଓ ଆଣ୍ଟିଭାଇରାଲ ତତ୍ତ୍ଵ ରହିଥାଏ । ଏହି କାରଣରୁ ତ୍ଵଚ୍ଚା ପାଇଁ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ । ଏହା ସ୍କିନକୁ ବିନା ଡ୍ରାଏ କରି ବ୍ୟଥା ଏବଂ ପୋଡାଜଳାକୁ ଦୂର କରିଥାଏ ।

ଡ୍ୟାଣ୍ଡ୍ରଫ ଦୂର କରିଥାଏ

ସ୍କ୍ୟାଲ୍ପ ସମସ୍ୟା ହେବା ଦ୍ଵାରା ଭୃଶଙ୍ଗ ପତ୍ରର ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିସେପ୍ଟିକ ତତ୍ତ୍ଵ ଆପଣଙ୍କୁ ବହୁତ ସାହାର୍ଯ୍ୟ କରିଥାଏ । ଭୃଶଙ୍ଗ ପତ୍ରର ତେଲ ଚୁଟିକୁ ଲମ୍ବା କରିବା ଓ ଡ୍ୟାଣ୍ଡ୍ରଫ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

କବ୍ଜରେ ସାହାର୍ଯ୍ୟ କରିଥାଏ

ୟୁନାନୀ ଚିକିଶ୍ଚାରେ ଭୃଶଙ୍ଗ ପତ୍ରର ଫୁଲ କୁ ଗରମ କୁହାଯାଇଛି । କୁହାଯାଏ କି ଏହାର ଫୁଲକୁ ଗରମ ପାଣିରେ ମିଶାଇ ଏବଂ ଛାଣି ରାତିରେ ପିଇବା ଦ୍ଵାରା କବ୍ଜ ସମସ୍ୟା ଦୂର ହୋଇଥାଏ ।

ରକ୍ତ ସଫା

ଭୃଶଙ୍ଗ ପତ୍ର ରକ୍ତ ସଫା କରିବା ପାଇଁ ସାହାର୍ଯ୍ୟ କରିଥାଏ । ୨/୩ ଭୃଶଙ୍ଗ ପତ୍ରର ରସ ଏବଂ ୧/୩ ମହୁ ମିଶାଇ ପିଇବା ଦ୍ଵାରା ଜଣ୍ଡିଶ ରୋଗ ହେବାର ଡର ବହୁତ କମ ହୋଇଥାଏ ।

ଡ୍ରାଏ ସ୍କିନ ସମସ୍ୟା

ଯଦି ଆପଣଙ୍କ ସ୍କିନ ବହୁତ ଅଧିକ ଡ୍ରାଏ ହେଉଛି ତେବେ ଆପଣଙ୍କୁ ଭୃଶଙ୍ଗ ପତ୍ରର ପ୍ୟାକ ଲଗାଇବା ଆବଶ୍ୟକ । ଅଳ୍ପ ଭୃଶଙ୍ଗ ପତ୍ରର ପାଉଡର ନିଅନ୍ତୁ ଏବଂ କିଛି ବୁନ୍ଦା ଗ୍ରେପ ସିଡ ତେଲ ନିଶାଇ ଦିଅନ୍ତୁ । ଏହା ପରେ ଏହାକୁ ନିଜ ଚେହେରାରେ ଲଗାଇ ଦିଅନ୍ତୁ ଓ ଦୁଇ ତିନି ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।