ଯେତେବେଳେ ରୋଲ ଦେବା ବାହାନାରେ ଏହି Actress ଙ୍କ ସହିତ ହୋଇଥିଲା ଅ-ଶ୍ଳୀ-ଳ ବ୍ୟବହାର, ବ୍ୟକ୍ତି ଜଣକ ଅଫିସ କୁ ଡାକି କହିଲା- କପଡା ଓଲ୍ହାଅ ଓ …

ବଲିଉଡରେ ଅନେକ ସମୟରେ ଅଭିନେତ୍ରୀ ମାନେ କା-ଷ୍ଟି-ଙ୍ଗ କା-ଉ-ଚ-ର ଶି-କା-ର ହୋଇଥାନ୍ତି । ଡାଇରେକ୍ଟର ମାନେ ଅଭିନେତ୍ରୀ ମାନଙ୍କୁ ଏମିତି କିଛି ଡିମାଣ୍ଡ କରିଥାନ୍ତି ଯାହା କହିବା ଅତି ନିନ୍ଦନୀୟ ଅଟେ ।

ଏହିପରି ଅଭିନେତ୍ରୀ ଈଶା ଅଗ୍ରୱାଲ ନିଜ ଜୀବନର ଏମିତି କିଛି ରହସ୍ୟ ବିଷୟରେ କହିଛନ୍ତି ଯାହା ଆଜି ଆମେ ଆପଣା ମାନଙ୍କ ସହ ଶେୟାର କରିବାକୁ ଯାଉଛୁ । ବଲିଉଡରେ ଅଭିନେତ୍ରୀ ହେବା ପାଇଁ ଅନେକ ପରିଶ୍ରମ ଓ ବ-ଳି-ଦା-ନ ଦେବାକୁ ପଡିଥାଏ । ଏମିତି କିଛି ଅଜବ ଘଟଣା ଅଭିନେତ୍ରୀ ଈଶା ଅଗ୍ରୱାଲଙ୍କ ସହ ଘଟିଛି । କିଛି ସମୟ ପୂର୍ବେ ଈଶା ଅଗ୍ରୱାଲ ଏକ ନିଟରବିୟୁରେ ନିଜ ସହ ହୋଇଥିବା ରହସ୍ୟ ବିଷୟରେ ଖୁଲାସା କରିଛନ୍ତି ।

ସେ ତାଙ୍କର କା-ଷ୍ଟି-ଙ୍ଗ କା-ଉ-ଚ ବିଷୟରେ ଖୁଲାସା କରି କହିଥିଲେ ଯେ ମନୋରଞ୍ଜନ ଦୁନିଆରେ ଆଗକୁ ବଢିବା ଏତେ ସହଜ ନୁହେ । ସେଥିପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ଈଶା ଅଗ୍ରୱାଲ ଲାତୁରର ଏକ ଛୋଟ ସହରରେ ରୁହନ୍ତି । ସେ ବଲିଉଡରେ ନିଜ ନାଁ କମେଇବା ପାଇଁ ନିଜ ମାତା ପିତାଙ୍କୁ ମନେଇ ପାଠପଢା ଶେଷ ହେବା ପରେ ମୁମ୍ବାଇ ଆସିଥିଲେ । ଏହା ପରେ ସେ ଅନେକ ଅଡିସନରେ ଭାଗ ନେଇଥିଲେ । କା-ଷ୍ଟି-ଙ୍ଗ କା-ଉ-ଚ ମାମଲାକୁ ନେଇ ସେ ନିଜ ମତରେ କହିଥିଲେ ଯେ ଆଜି ବି କା-ଷ୍ଟି-ଙ୍ଗ କା-ଉ-ଚ ଏକ ବଡ ସତ୍ୟ ଘଟଣା ଅଟେ ।

ଏହାପରେ ଆଗକୁ ଇଶା କହିଥିଲେ, ‘ ଯେତେବେଳେ ମୁ ମୁମ୍ବାଇରେ ଅଡିସନ ଦେଉଥିଲି ସେତେବେଳେ ଏକ ଜଣାଶୁଣା ବ୍ୟକ୍ତି ମତେ ତାଙ୍କ ଅଫିସକୁ ଡକାଇ ଥିଲେ । ଏହା ପରେ ମୁ ମୋର ଭଉଣୀକୁ ନେଇ ସେହି ଅଫିସରେ ପହଞ୍ଚି ଥିଲି । ସେ ମତେ କହିଥିଲା ଯେ, ସେ ବଡ ବଡ ଅଭିନେତ୍ରୀ ମାନଙ୍କୁ କା-ଷ୍ଟି-ଙ୍ଗ କରେଇଛି ଓ ଆସୁଥିବା ସମୟରେ ସେ ମତେ ଭଲ ଭଲ ପ୍ରୋଜେକ୍ଟ ଦେବ । ହେଲେ ହଠାତ ସେ ସେହି ସମୟରେ ମତେ ମୋର ସବୁ ଡ୍ରେସକୁ ଓ-ଲ-ହା-ଇ-ବା ପାଇଁ କହିଥିଲା ସେ ମୋର ବ-ଡି-କୁ ଦେଖିବା ପାଇଁ ଚାହୁଁଥିଲା’ ।

ଏହା ପରେ ଈଶା ନିଜ ଭଉଣୀ ସହ ସେଠାରୁ ତୁରନ୍ତ ଚାଲି ଆସିଥିଲେ । କିଛି ଦିନ ଯାଏଁ ସେହି ବ୍ୟକ୍ତି ଜଣକ ଇଶାଙ୍କୁ ମେସେଜ କରିଥିଲେ ଓ ଏହା ପରେ ଈଶା ତାଙ୍କୁ ବ୍ଲକ କରିଥିଲେ ବୋଲି ନିଜ ମତରେ ଈଶା କହିଛନ୍ତି । ନୂଆ ଲୋକଙ୍କୁ ଉପଦେଶ ଦେବାକୁ ଯାଇ ଓ ନିଜ ସହ ଘଟିଥିବା ଘଟଣାକୁ ଆଖି ଆଗରେ ରଖି ଈଶା କହିଛନ୍ତି ଯେ ବହୁତ ଲୋକ ମାନେ ଅଛନ୍ତି ଯେଉଁମାନେ ବଡ କମ୍ପାନୀ ସହ କାମ କରି କା-ଷ୍ଟି-ଙ୍ଗ କା-ଉ-ଚ-ର ଶି-କା-ର ହୋଇଥାନ୍ତି ଓ ସେମାନଙ୍କ ଠାରୁ ସତର୍କ ରହିବା ଉଚିତ ।

ଏହି ଲୋକ ମାନେ ଫିଲ୍ମରେ କାମ କରେଇ ଦେବେ ବୋଲି ସର୍ତ୍ତ ରଖି ଝିଅ ମାନଙ୍କ ସହ ଖରାପ ବ୍ୟବହାର କରିଥାନ୍ତି । ତେଣି ଏଭଳି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ । ନିଜକୁ ପ୍ରମାଣ କରିବା ପାଇଁ ନିଜ ଭିତରେ ଥିବା ଟ୍ୟାଲେନ୍ଟକୁ ପରିପ୍ରକାଶ କରିବା ଉଚିତ । ୨୦୧୯ରେ ସେ ମିସ ବିୟୁଟି ଟପ ଅଫ ଦ ୱାର୍ଲ୍ଡ ଜିତି ସାରିଛନ୍ତି । ବଲିଉଡରେ ସେ “କହିଁ ହେ ମୀରେ ପ୍ୟାର” ଫିଲ୍ମରେ ଜ୍ୟାକି ଶ୍ରାଫ ଓ ସଞ୍ଜୟ କପୁରଙ୍କ ଅଭିନୟ କରିଥିବା ଈଶା ଅଗ୍ରୱାଲ ତାମିଲ ଫିଲ୍ମ “ଥିତ୍ତିବାସଲ”ରେ ମଧ୍ୟ କାମ କରି ସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ