Interesting GK Q&A: ସ୍କୁଲ ବସ୍ ର ରଙ୍ଗ ହଳଦିଆ କାହିଁକି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ କମେଣ୍ଟରେ ଜଣାନ୍ତୁ ନଚେତ ପ୍ରଶ୍ନ ତଳେ ଉତ୍ତର ଦେଖନ୍ତୁ ।

1- ମାଟି, ପାଣି, ଅକ୍ସିଜେନ ଓ ଗଛ- ଏହି ଚାରୋଟି ମଧ୍ୟରୁ ପୃଥିବୀରେ କଣ ଅଧିକ ପରିମାଣରେ ରହିଛି ?

ଉ: ଅକ୍ସିଜେନ ସବୁଠୁ ଅଧିକ ରହିଛି ।

2- ଭାରତୀୟ ଜନତା ପାର୍ଟି (BJP) କେଉଁ ମସିହାରେ ସ୍ଥାପନା କରା ଯାଇଥିଲା ?

ଉ: 1980 ରେ ବିଜେପି ର ସ୍ଥାପନା ହୋଇଥିଲା ।

3- ମହାଭାରତ ଗ୍ରନ୍ଥର ରଚୟିତା କିଏ ?

ଉ: ବ୍ୟାସଦେବ ମହାଭାରତର ରଚୟିତା ।

4- ଓଡିଶାର ପ୍ରଥମ ମହିଳା IPS କିଏ ?

ଉ: ଶ୍ରୀମତୀ ସୌମ୍ୟା ମିଶ୍ର, ପ୍ରଥମ ଓଡିଆ ମହିଳା IPS ।

5- ଭାରତର ରାଷ୍ଟ୍ରପତିଙ୍କ ଦରମା କେତେ ହୋଇଥାଏ ?

ଉ: 5,00,000 ଟଙ୍କା ଦରମା ନିଅନ୍ତି ଭାରତର ରାଷ୍ଟ୍ରପତି ।

6- ହାଇକୋର୍ଟର ବିଚାରପତିଙ୍କ ଦରମା କେତେ ହୋଇଥାଏ ?

ଉ: 2,25,000 ଟଙ୍କା ଦରମା ନିଅନ୍ତି ଭାରତର ବିଚାରପତି ।

7- ସ୍ବଚ୍ଛ ଭାରତ ଅଭିଯାନ କେବେ ଠାରୁ ଆରମ୍ଭ ହୋଇଥିଲା ?

ଉ: 2014 ରେ ଆରମ୍ଭ ହୋଇଥିଲା ସ୍ବଚ୍ଛ ଭରତ ଅଭିଯାନ ।

8- ରାଜ୍ୟପାଳଙ୍କ ନିଯୁକ୍ତି କିଏ କରାଇ ଥାଆନ୍ତି ?

ଉ: ରାଷ୍ଟ୍ରପତି କରିଥାନ୍ତି ।

9- ଶ୍ରୀ ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ ?

ଉ: ରାଜା ଅନଙ୍ଗଭୀମ ଦେବ ଓ ଚୋଡଗଙ୍ଗ ଦେବ ।

10- କେଉଁ ଦେଶରେ ସର୍ବପ୍ରଥମେ ଟ୍ରେନ ଚାଲିଥିଲା ?

ଉ: ଇଂଲଣ୍ଡରେ ପ୍ରଥମେ ଟ୍ରେନ ଚାଲିଥିଲା ।

11- ଗଛ ମାନଙ୍କର ତାପମାତ୍ରା କାହା ଦ୍ଵାରା ମପାଯାଏ ?

ଉ: ଥର୍ମୋଷ୍ଟିୟର ଦ୍ଵାରା ମପାଯାଏ ।

12- କେଉଁ ଉଦ୍ଭିଦ ଆଲୋକ ସଂଶ୍ଳେଷଣ କରିପାରେ ନାହିଁ ?

ଉ: ଛତୁ ଆଲୋକ ସଂଶ୍ଳେଷଣ କରିପାରେନି ।

13- ଜଳ କେତେ ଡିଗ୍ରୀ ତାପମାତ୍ରାରେ ଫୁଟେ ?

ଉ: 100 ଡିଗ୍ରୀ ।

14- ସୂର୍ଯ୍ୟଙ୍କ ଦେହରେ କେଉଁ ଗ୍ଯାସ ର ପରିମାଣ ସର୍ବାଧିକ ରହିଛି ?

ଉ: ଉଦଜାନ ସର୍ବାଧିକ ରହିଛି ।

15- ସୁନା କେତେ ଡିଗ୍ରୀ ସେଣ୍ଟିଗ୍ରେଡରେ ତରଳେ ?

ଉ: 1066 ସେଣ୍ଟିଗ୍ରେଡ ।

16- ଚୀନର ବିଶାଳ ପ୍ରାଚୀର କିଏ ନିର୍ମାଣ କରିଥିଲେ ?

ଉ: ସିଂହୁ ୟଙ୍ଗଟି ।

17- ପ୍ଲାଷ୍ଟିକ ସର୍ଜରୀର ଜନକ କାହାକୁ କୁହାଯାଏ ?

ଉ: ଶୁଶ୍ରୁତ ଙ୍କୁ ପ୍ଲାଷ୍ଟିକ ସର୍ଜରିର ଜନକ କୁହାଯାଏ ।

18- ବିଶ୍ଵ ବିଖ୍ୟାତ ମୋନାଲିସା ଚିତ୍ରର ଶିଳ୍ପୀ କିଏ ?

ଉ: ଲିଓନାର୍ଡୋ ଦା ଭିନ୍ସି ।

19- ରକ୍ତପାତ ହୀନ ବିପ୍ଲବ କେଉଁ ଦେଶରେ ସାଂଘାତିକ ହୋଇଥିଲା ?

ଉ: ଇଂଲଣ୍ଡ ।

20- ସ୍କୁଲ ବସ୍ ର ରଙ୍ଗ ହଳଦିଆ କାହିଁକି ହୋଇଥାଏ ?

ଉ: ଅନ୍ୟ ରଙ୍ଗ ତୁଳନାରେ ହଳଦିଆ ରଙ୍ଗରେ ଥିବା ଲାଟେରାଲ ପେରିଫେରାଲର ଗୁଣ 1.24 ଅଧିକ ରହିଥାଏ । ତେଣୁ ଏହା ଶୀଘ୍ର ଦୃଶ୍ୟମାନ ହୋଇଥାଏ ଓ ଏହାଦ୍ବାରା ଦୁର୍ଘଟଣାର ସମ୍ଭାବନା କମ୍ ହୋଇଯାଏ । ସ୍କୁଲରେ ଛୋଟ ପିଲାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବସ୍ ର ରଙ୍ଗ ହଳଦିଆ ରଖାଯାଇଛି ।