ଆଜିର ରାଶିଫଳ, 21 ନଭେମ୍ବର 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଛାତ୍ର ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଯଦି ଆପଣ କୌଣସି ଇଣ୍ଟରବିୟୁ ଦେବାକୁ ଯାଉଛନ୍ତି ତେବେ ସେଥିରେ ସଫଳ ହେବେ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ସମୟ ଅତିବାହିତ ହେବ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।।

ବୃଷ ରାଶି : ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ରହିବ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ବ୍ୟାପାର ରେ ଆର୍ଥିକ ଲାଭ ହେବ । ଉନ୍ନତି ମିଳିବାରୁ ପରିବାର ରେ ଖୁସି ର ମାହୋଲ ରହିବ । ସନ୍ତୁଳନ ଭୋଜନ କରିଲେ ସ୍ୱାସ୍ଥ୍ୟ ବେହତର ରହିବ । ନୂଆ ସମ୍ପର୍କ ସ୍ଥାପନ ହେବ ।

ମିଥୁନ ରାଶି : ଆଜି ନିଜର ଲକ୍ଷ୍ୟ ର ବହୁତ ନିକଟତର ହେବେ । ଆଜି ଆପଣଙ୍କୁ କମିଶନ ବା ଲାଭାଂଶ ଜରିଆରେ ଫାଇଦା ମିଳିପାରେ । କାର୍ଯ୍ୟ ରେ ମିଳିଥିବା ସଫଳତା କାରଣରୁ ଆପଣଙ୍କ ମନ ରେ ଉଶ୍ଚାହ ରେ ବୃଦ୍ଧି ହେବ । ପ୍ରତିଦ୍ଵନ୍ଦୀ ଙ୍କ ଉପରେ ବିଜୟୀ ହେବେ । ସମ୍ପର୍କରେ ଭାବନାତ୍ମକ ଅଧିକ ରହିବ । ପ୍ରବାସରେ ଆନଦମୟ ହେବେ । ସମାଜରେ ମାନ ସମାନ ମିଳିବ ।

କର୍କଟ ରାଶି : ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ । ଚାକିରିରେ ପୂର୍ବ ଭଳି ସାମାନ୍ୟ ସ୍ଥିତି ରହିବ । ଆଜି ଦିନରେ ଆପଣଙ୍କ ପାଇଁ ଭଲ ରହିବାର ଅଛି । ଆଜି ଆପଣ ପ୍ରଫୁଲ୍ଲିତ ଅନୁଭବ କରିବେ । ନୂଆ କାର୍ଯ୍ୟ ର ଆରମ୍ଭ ମଧ୍ୟ କରିବେ । ବନ୍ଧୁ ଓ ସ୍ନେହଜନ ଭେଟ ହେବା କାରଣରୁ ମନ ଆନନ୍ଦିତ ରହିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ବନ୍ଧୁ ଙ୍କ ସହଯୋଗ ମିଳିବ । ଆପଣ ବଡ ନିଷଟି ଜୀବନ ସାଥିଙ୍କ ପରାମର୍ଶରେ ନେବେ ।

ସିଂହ ରାଶି : ଆଜି ଆପଣ ନିଜର ଚିନ୍ତାଧାରା ପଜେଟିଭ ରଖନ୍ତୁ । ନିଜ ପାଇଁ ସମୟ ବାହାର କରିଲେ ଭଲ ହେବ । ଆପଣଙ୍କ ବିଶ୍ଵାସ ଭରସାରେ ପାରିବାରିକ ସମ୍ପର୍କରେ ମଜବୁତ ହେବ । ଶିକ୍ଷା କ୍ଷେତ୍ର ରେ ଜଡିତ ଲୋକଙ୍କ ପାଇଁ ଦିନ ଭଲ ରହିବ । ଜଲ୍ଦି ସଫଳତା ପାଇଁ ଅନୁଚିତ କାମ ପ୍ରତି ଧ୍ୟାନ ଦିଅନ୍ତୁ ନାହି । ନିଜର ବିତ୍ତୀୟ ନିସ୍ପତି କୁ ବୁଦ୍ଧିମାନ ଉପାୟରେ ନେବା ଆପଣଙ୍କୁ ସମସ୍ୟାରେ ପକାଇ ପାରେ ।

କନ୍ୟା ରାଶି : ଆଜି ଦିନରେ ସ୍ଵାଭାବିକ ରୂପରେ ଆପଣ ବିପରୀତ ନଜର ଆସିବେ । ଆର୍ଥିକ ପକ୍ଷ କୁ ନେଇ ଚିନ୍ତାରେ ରହିବେ । ଯାହାକୁ ଦୂର କରିବା ପାଇଁ ଘର ଲୋକେ ସହଯୋଗ କରିବେ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ଓ ସୌହାର୍ଦ୍ୟପୂର୍ବକ ରହିବ । ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ କାର୍ଯ୍ୟ କରିବେ । କାହାର ସାହାଯ୍ୟରେ ପୁରୁଣା କରାଯା ରୁ ମୁକ୍ତି ପାଇବେ ।

ତୁଳା ରାଶି : କାରୋବାର ଉନ୍ନତି ରେ ସଠିକ ଦିଗରେ ଅଗ୍ରସର ହେବ । ପ୍ରେମ ସମ୍ପର୍କ ପାଇଁ ଦିନ ଶୁଭ ରହିବ । ବିବାଦ ଅଧିକ ଦେଖା ଯାଇପାରେ ଯାହା ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ । ନିଜର ବାଣୀ ରେ ପରିବର୍ତ୍ତନ କରନ୍ତୁ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ସମସ୍ତଙ୍କୁ ସାଥିରେ ନେଇ ଚାଲିବାର କ୍ଷମତା ଅନ୍ୟ ମାନଙ୍କୁ ଆକର୍ଷିତ କରିବ ।

ବିଛା ରାଶି : ଚାକିରି ବା କାରୋବାର ରେ ଜଡିତ କୌଣସି ରାଜ ଆଜି ଜାଗୃତ ହେବାର ସମ୍ଭାବନା ରହିଛି । ଆପଣଙ୍କ ଉଦାର ସ୍ଵଭାବ ଆଜି ଆପଣଙ୍କୁ ପାଇଁ ବହୁତ ସାରା ଖୁସି ନେଇକି ଆସିବ । ଅଫିସରେ ଆପଣଙ୍କୁ ସହଯୋଗାତ୍ମକ ପରିଣାମ ପ୍ରାପ୍ତ ହେବ । ଛୋଟ ମୋଟ ଯାତ୍ରା ହୋଇପାରେ । ସ୍ଵାଦିଷ୍ଟ ଭୋଜନ ରୁ ଆନନ୍ଦ ପ୍ରାପ୍ତ ହେବ । ଘରେ କୌଣସି ଧାର୍ମିକ କାର୍ଯ୍ୟ କ୍ରମ ର ଆୟୋଜନ ହୋଇପାରେ । କାମର ଅଧିକ ଭାର କାରଣରୁ ମାନସିକ ଚପରେ ରହିବେ ।

ଧନୁ ରାଶି : ଯଦି ଆପଣ ଶିଂଗଲ ଅଛନ୍ତି ତେବେ ଆପଣଙ୍କ ବିବାହ ପାଇଁ ଭଲ ପ୍ରସ୍ତାବ ଆସିପାରେ । ଆଜି ଆପଣଙ୍କ ଚିନ୍ତା ଦୂର ହେବ ଓ ଉଶ୍ଚାହ ବଢିବ । ମନ ପ୍ରଫୁଲ୍ଲିତ ରହିବ । ଆଜି ଆପଣଙ୍କ ଅଧିକ ସମ୍ବେଦନଶୀଳତା ଓ ଭାବୁକତାର ଅନୁଭବ କରିବେ । ଜଙ୍କ ଫୁଡ ଖାଇବାରୁ ବଞ୍ଚିତ ରୁହନ୍ତୁ । ଆର୍ଥିକ ପକ୍ଷ ମଜବୁତ ହେବ । ଘରେ ପରିବାରରେ ଖୁସି ହିଁ ଖୁସି ଆସିବ । ଆପଣଙ୍କ କଳ୍ପନା ଶକ୍ତି ପୂର୍ଣ୍ଣ ରୂପରେ ଜାଗୃତ ହେବ ।

ମକର ରାଶି : ଆଜି ଆପଣଙ୍କ ରହଣସହଣି କଷ୍ଟଦାୟକ ହେବ । ବିଦ୍ୟାର୍ଥୀ ମନୋରଞ୍ଜନ ତଥା ବ୍ୟସ୍ତ କାର୍ଯ୍ୟ ରେ ପଡି ନିଜର ଅଧ୍ୟୟନ ଓ କ୍ଯାରିୟର ବରବତ କରିବେ । ନିଜର ବୌଧିକ କ୍ଷମତା ବଳରେ କିଛି ପଜେଟିଭ ପରିଣାମ ହାସିଲ ହେବ କି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ । ଯଦି ପଇସା କେଉଁଠି ଅଟକି ରହିଛି ତାହା ଫେରି ପାଇବେ । କୌଣସି କାମରେ ମେହନତ ମନ ଲଗାଇ କରନ୍ତୁ ।

କୁମ୍ଭ ରାଶି : ଆଜି ଆପଣ ସ୍ଵାର୍ଥପର ର ପରିଚୟ ଦିଅନ୍ତୁ ନାହି ଓ ଆରୋପ ପ୍ରତ୍ୟାରୋପ ଲଗାନ୍ତୁ ନାହି । ଆଜ୍ୟ ଆପଣଙ୍କୁ ନିଜ କ୍ଯାରିୟର ରେ ଏମିତି ଅବସର ମିଳିବ ଯାହା ଆପଣଙ୍କୁ ଚରମ ରେ ପହଞ୍ଚାଇ ପାରିବ । ଯାହା କାରଣରୁ ଆପଣ ପ୍ରସନ୍ନ ରହିବେ । ଆଜି ଆପଣଙ୍କର ଏମିତି କିଛି ଖର୍ଚ୍ଚ ହେବ ଯାହା ନ ଚାହିଁ ମଧ୍ୟ କରିବାକୁ ପଡିବ । ଯାହା କାରଣରୁ ଆପଣ ବ୍ୟସ୍ତ ହେବେ । ଅପରାଧ କାମ ଠାରୁ ଦୂରେଇ ରୁହନ୍ତୁ । ପରିବାରର ସହଯୋଗ ମିଳିବ ।

ମୀନ ରାଶି : ଉଧାର ଦେବା ପାଇଁ ଦିନ ଦିନ ଟି ସଠିକ ଅଟେ । ଆପଣ କିଛି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବେ । ସାହସ କାର୍ଯ୍ୟ ରେ ସଫଳତା ପାଇବେ । ଅଫିସିୟାଲି  ବିଷୟରେ କହିବାକୁ ଗଲେ ଯଦି କାର୍ଯ୍ୟ ମନ ମୁତାବକ ନ ମିଳେ ତେବେ ମନରେ ନେଗେଟିଭ ବିଚାର ଆଣନ୍ତୁ ନାହି । ନିଜର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । ବିଦ୍ୟାର୍ଥୀ ବର୍ଗ ପୂର୍ଣ୍ଣ ଉଶ୍ଚାହ ର ସହ ପଢା ରେ ଆଗକୁ ବଢିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।