ପ୍ରଭାସଙ୍କୁ କରିବାକୁ ଚାହୁଁଥିଲେ ବିବାହ, ହେଲେ ପ୍ରଭାସ କରିଦେଲେ ମନା, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ଆଜି ଆମେ ବାହୁବଳି ଫିଲ୍ମର ସୁପରଷ୍ଟାର ପ୍ରଭାସ ଯାହାଙ୍କୁ ବର୍ତ୍ତମାନ ସମୟରେ ସାଉଥର ସବୁଠୁ ବଡ ଷ୍ଟାର  ବୋଲି କୁହାଯାଉଛି ତାଙ୍କର ଫିଲ୍ମ ବାହୁବଳି ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା । ସେହି ଫିଲ୍ମ କେବଳ ଭାରତରେ ନୁହେଁ ଅଥବା ବିଦେଶରେ ବି ରିଲିଜ ହୋଇସାରିଛି ଓ ଖାସକରି ଜାପାନରେ ଲୋକମାନଙ୍କୁ ଏହା ବହୁତ ପସନ୍ଦ ମଧ୍ୟ ଆସିଛି । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଓ ପରେ ମିଡିଆରେ ପ୍ରଭାସ ଓ ଅନୁଷ୍କାଙ୍କ ନାମ ସର୍ବଦା ଚର୍ଚାରେ ରହିଥିଲା ।

ଏମାନେ କେତେବେଳେ ନିଜର କନ୍ଟ୍ରୋବର୍ସୀକୁ ନେଇ ତ କେବେ ନିଜର ପ୍ରେମକୁ ନେଇ, ତ କେବେ ନିଜର ବନ୍ଧୁତାକୁ ନେଇ ଚର୍ଚାରେ ରହିଥାନ୍ତି । ଆପଣଙ୍କୁ କହିଦେଉଛୁ କି ପ୍ରଭାସ ଓ ଅନୁଷ୍କା ଶେଟ୍ଟୀ ୨ ବର୍ଷ ପର୍ଯ୍ୟନ୍ତ ରିଲେଶନଶିପରେ ବି ରହିସାରିଛନ୍ତି । ଏମାନେ ଦୁଇ ଜଣ ବିବାହ କରିବାର ଥିଲା । କିନ୍ତୁ ପୁଣି କଣ ହେଲା କି ସେମାନେ ଅଲଗା ହୋଇଗଲେ, ତେବେ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା ।

କେମିତି ଆରମ୍ଭ ହେଲା ପ୍ରଭାସ ଓ ଅନୁଷ୍କାଙ୍କ ପ୍ରେମ କାହାଣୀ :-

ଅନୁଷ୍କା ଶେଟ୍ଟୀ ଓ ପ୍ରଭାସଙ୍କ ପ୍ରେମ କାହାଣୀ ଫିଲ୍ମ ‘ବିଲ୍ଲା’ର ସେଟରୁ ଆରମ୍ଭ ହୋଇଥିଲା । ଯେଉଁଠି ଏମାନେ ପ୍ରଥମ ଥର ପରସ୍ପର ସହିତ ସାକ୍ଷାତ କରିଥିଲେ । ଏହି ଫିଲ୍ମରେ ପ୍ରଭାସଙ୍କ ଡବଲ ରୋଲ ଥିଲା । ଅନ୍ୟ ପଟେ ଏହି ଫିଲ୍ମରେ ଅନୁଷ୍କା ଶେଟ୍ଟୀ ଓ ପ୍ରଭାସଙ୍କ କେମେସ୍ଟ୍ରୀକୁ ଦେଖି ସମସ୍ତେ ଏହି ଦୁଇ ଜଣଙ୍କ ଯୋଡିକୁ ବହୁତ ପସନ୍ଦ କରିଲେ ।

ବହୁତ ଅଧିକ ସମୟ ପରସ୍ପର ସହିତ ରହିବା କାରଣରୁ ଏମାନେ ପରସ୍ପରକୁ ଡେଟ କରିବାକୁ ଲାଗିଲେ ଓ ଏହି ଫିଲ୍ମ ପରେ ସେମାନଙ୍କର ବହୁତ ଫିଲ୍ମ ସୁପରହିଟ ମଧ୍ୟ ହେଲା ଓ ଦର୍ଶକମାନଙ୍କୁ ବି ଏମାନଙ୍କ ଯୋଡି ବହୁତ ପସନ୍ଦ ଆସିଲା । ଯେଉଁ ଡାୟରେକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେଉଥିଲେ ସେ ଅଭିନେତ୍ରୀ ରୂପରେ ଅନୁଷ୍କା ଶେଟ୍ଟୀଙ୍କୁ ବି ସାଇନ କରୁଥିଲେ ।

ହେବାର ଥିଲା ଦୁଇ ଜଣଙ୍କ ବିବାହ କିନ୍ତୁ ହୋଇଗଲା ବ୍ରେକଅପ :-

ଏମାନେ ୨ ବର୍ଷ ରିଲେଶନଶିପରେ ରହିବା ପରେ ଯେତେବେଳେ ଦୁଇ ଜଣଙ୍କ ପରିବାର ବାଲା ବିବାହର କଥା ଉଠାଇଲେ ତେବେ ଅନୁଷ୍କା ଶେଟ୍ଟୀ ତ ବହୁତ ଖୁସି ଥିଲେ କିନ୍ତୁ ପ୍ରଭାସ ଖୁସି ନ ଥିଲେ । ଏହାର କାରଣ ଥିଲା କି ପ୍ରଭାସ କେଉଁଠି ନା କେଉଁଠି ଏକ ଶାନ୍ତ ସ୍ଵଭାବର ବ୍ୟକ୍ତି ଥିଲେ ଓ ତାଙ୍କୁ ଅନୁଷ୍କା ଶେଟ୍ଟୀଙ୍କ ଚଞ୍ଚଳ ଅନ୍ଦାଜ ଅଧିକ ପସନ୍ଦ ନ ଥିଲା ।

ଯେଉଁ କାରଣରୁ ପ୍ରଭାସ ଅନୁଷ୍କା ଶେଟ୍ଟୀଙ୍କ ସହ ବ୍ରେକଅପ କରିନେଲେ ଓ ପୁଣି ଦୁଇ ଜଣ ନିଜର ସହମତି ଦ୍ଵାରା ବିବାହ ଭାଙ୍ଗିଦେଲେ । ଏହା ପରେ ବି ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି ଓ ଆଜି ବି ଦୁଇ ଜଣ ପରସ୍ପରକୁ ଏକ ଭଲ ବନ୍ଧୁ ବୋଲି କୁହନ୍ତି ।