General Knowledge Q&A: ସଂସାରରେ କାହାର ମୃତ୍ୟୁ ନାହିଁ ? କେବଳ ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ତାହା କେଉଁ ହ୍ରଦ ଅଟେ ଯେଉଁଥିରେ ୧୨ ବର୍ଷ ମିଠା ପାଣି ଓ ୧୨ ବର୍ଷ ଖାରିଆ ପାଣି ଆସିଥାଏ ?

ଉ: ଆରୁସ୍ତି ହ୍ରଦ

୨- କେଉଁ ଦେଶକୁ ସୁନା ଏବଂ ହୀରାର ଦେଶ ବୋଲି କୁହା ଯାଇଥାଏ ?

ଉ: ଦକ୍ଷିଣ ଆଫ୍ରିକା

୩- ବିଶ୍ବରେ କେଉଁ ଦେଶର ଲିଖିତ ସମ୍ବିଧାନ ନାହିଁ ?

ଉ: ଇଂଲଣ୍ଡ

୪- ଭାରତର କେଉଁ ରାଜ୍ୟରେ ଅଧିକ ମାତ୍ରାରେ ଶିକ୍ଷିତ ଲୋକ ରହିଥାନ୍ତି ?

ଉ: କେରଳ

୫- ଗୁଣ୍ଡୁଚି ମୂଷା କେଉଁ ରଙ୍ଗ ଦେଖି ପାରେ ନାହେଁ ବୋଲି ଗବେଷଣାରୁ ଜଣାପଡିଛି ?

ଉ: ଲାଲ ରଙ୍ଗ

୬- ମନୁଷ୍ୟ ନିଜ ସଂପୂର୍ଣ୍ଣ ଜୀବନ କାଳର କେତେ ସମୟ କେବଳ ଶୋଇବାରେ ବିତାଇ ଦେଇଥାଏ ?

ଉ: ପ୍ରାୟ ୨୫ ବର୍ଷ

୭- ଏମିତି କେଉଁ ମାଛ ଅଛି ଯିଏ ପାଣିରେ ପହଁରି ପାରେ, ଆକାଶରେ ଉଡିପାରେ ଏବଂ ମାଟିରେ ବି ଚାଲିପାରେ ?

ଉ: ଗରନଇ ମାଛ

୮- କେଉଁ ସ୍ତନ୍ୟପାୟୀ ପ୍ରାଣୀର ସବୁଠାରୁ ବଡ ଆଖି ହୋଇଥାଏ ?

ଉ: ହରିଣ

୯- ସୂର୍ଯ୍ୟ କିରଣ ଜଳର କେତେ ଗଭୀର ପର୍ଯ୍ୟନ୍ତ ଯାଇପାରେ ?

ଉ: ୪୦୦ ମିଟର

୧୦- ଭାରତର କେଉଁ ନୋଟରେ ଗାନ୍ଧୀଜୀଙ୍କ ଫଟୋ ଆସି ନଥାଏ ?

ଉ: ୧ ଟଙ୍କାର ନୋଟ

୧୧- କେଉଁ ଦେଶରେ ଖଟା ମହୁ ମିଳିଥାଏ ?

ଉ: ବ୍ରାଜିଲ ଦେଶରେ

୧୨- କେଉଁ ଫସଲକୁ ବୁଣିବା ପାଇଁ ମଞ୍ଜୀର ଆବଶ୍ୟକତା ହୋଇ ନଥାଏ ?

ଉ: ଆଖୁ

୧୩- କେଉଁ ଗ୍ଯାସ ଫୁଲର ରଙ୍ଗକୁ ଉଡାଇ ଦେଇଥାଏ ?

ଉ: କ୍ଳୋରିନ ଗ୍ଯାସ

୧୪- ଭାରତର କେଉଁ ରାଜ୍ୟରେ ଗୋଟିଏ ହେଲେ ବି ଟ୍ରେନ ଚାଲି ନଥାଏ ?

ଉ: ମେଘାଳୟ

୧୫- ଭାରତର କେଉଁ ସହରକୁ ସ୍ଵପ୍ନର ସହ ବୋଲି କୁହା ଯାଇଥାଏ ?

ଉ: ମୁମ୍ବାଇ

୧୬- ବେଲୁନରେ କେଉଁ ଗ୍ଯାସ ଭରା ଯାଇଥାଏ, ଯାହା ଦ୍ଵାରା ତାହା ଉପରେ ଉଡିଥାଏ ?

ଉ: ହାଇଡ୍ରୋଜେନ

୧୭- କେଉଁ ପଦାର୍ଥକୁ କଳା ସୁନା ବୋଲି କୁହା ଯାଇଥାଏ ?

ଉ: କୋଇଲାକୁ

୧୮- କେଉଁ ଜୀବର ପାକସ୍ଥଳୀ ତା’ର ମୁଣ୍ଡରେ ଥାଏ ?

ଉ: ଚିଙ୍ଗୁଡି

୧୯- ମୟୂର ପୁଚ୍ଛରେ କେତୋଟି ଚନ୍ଦ୍ରିକା ଅଛି ?

ଉ: ୧୮ଟି ଚନ୍ଦ୍ରିକା

୨୦- ସଂସାରରେ କାହାର ମୃତ୍ୟୁ ନାହିଁ ?

ଉ: ଆତ୍ମା ର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।