ପୁଅମାନେ ସବୁଦିନ କିନ୍ତୁ ଝିଅମାନେ କେବଳ ବର୍ଷରେ ଥରେ ପିନ୍ଧନ୍ତି, କୁହନ୍ତୁ ତାହା କଣ ? ଜାଣନ୍ତୁ ଏହିଭଳି ଆହୁରି କିଛି Interesting GK Questions and Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କର କିନ୍ତୁ ଅନ୍ୟମାନେ ତାହାକୁ ବେଶୀ ବ୍ୟବହାର କରନ୍ତି ?

ଉ: ଆପଣଙ୍କ ନାମ

୨- ମୁଁ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ଆପଣଙ୍କ ଘରେ ରୁହେ । ମୁଁ କିଏ ?

ଉ: ଲୁଣ

୩- ତାହା କଣ ଯାହାକୁ ପୁରୁଷ ମାନେ ଲୁଚାଇ ଚାଲନ୍ତି ,କିନ୍ତୁ ମହିଳାମାନେ ଦେଖେଇ ହୋଇ ଚାଲନ୍ତି ?

ଉ: ପର୍ସ

୪- ଏମିତି କଣ ଅଛି ଯାହାକୁ ଆମେ କାଟିଥାଉ, ଫେଣ୍ଟି ଥାଉ ଓ ବାଣ୍ଟି ଥାଉ ମଧ୍ୟ, କିନ୍ତୁ ଖାଇ ନଥାଉ ?

ଉ: ତାସ୍

୫- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ସାଥ୍ ଛାଡେ ନାହିଁ ?

ଉ: ଆପଣଙ୍କ ଛାଇ

୬- ବିଶ୍ଵର ସବୁଠୁ ମହଙ୍ଗା ଫଳ କେଉଁ ଦେଶରେ ଦେଖିବାକୁ ମିଳେ ?

ଉ: ଜାପାନରେ (ୟୁବରି ଖରଭୁଜ)

୭- ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ତିଆରି ହୁଏ ନାହିଁ ?

ଉ: କାଶ୍ମୀର

୮- ଚୀନର କେଉଁ ମୋବାଇଲ ଫୋନ ଭାରତରେ ସବୁଠୁ ଅଧିକ ବିକ୍ରି ହୋଇଠାରେ ?

ଉ: ଏମଆଇ

୯- କେଉଁ ଦେଶରେ ବିଲେଇଙ୍କୁ ପୂଜା କରାଯାଏ ?

ଉ: ଇଜିପ୍ଟ

୧୦- ଦୁର୍ଜୟୋଧନଙ୍କ ଭଉଣୀଙ୍କ ନାମ କଣ ଥିଲା ?

ଉ: ଦୁଶଳା

୧୧- ଗୁଗୁଲ ପ୍ଲେ ଷ୍ଟୋରର ମାଲିକ କିଏ ?

ଉ: ଲେରୀ ପେଜ

୧୨- କଞ୍ଚା ଖିଅର ପିଇଲେ ମସ୍ତିସ୍କ ତେଜ ହୋଇଥାଏ କି ?

ଉ: ହଁ

୧୩- ଭଗବାନ ଶ୍ରୀରାମଙ୍କ ଭଉଣୀଙ୍କ ନାମ କଣ ଥିଲା ?

ଉ: ଶାନ୍ତା ଦେବୀ

୧୪- ମଣିଷ ଗୋଟିଏ ଦିନରେ କେତେଥର ଆଖିପତା ପକାଇଥାଏ ?

ଉ: ୨୦ ହଜାର ଥର

୧୫- କେଉଁ ମନ୍ଦିରର ଦ୍ଵାରା ବନ୍ଦ ହେବ ମାତ୍ରେ ଘଣ୍ଟା ବାଜିବାକୁ ଲାଗେ ?

ଉ: ମାତାଙ୍କ ମନ୍ଦିରରେ

୧୬- କେଉଁ ଜୟନ୍ତୀ ବର୍ଷରେ ଦୁଇଥର ଆସିଥାଏ ?

ଉ: ହନୁମାନ ଜୟନ୍ତୀ

୧୭- ନେପାଳର ରାଜଧାନୀ କଣ ?

ଉ: କାଠମାଣ୍ଡୁ

୧୮- ଭାରତ ଏସିଆର କେଉଁ ଭାଗରେ ଅବସ୍ଥିତ ?

ଉ: ଦକ୍ଷିଣ ଭାଗରେ

୧୯- ଦୁନିଆର ସବୁଠୁ ଲମ୍ବା ବାଲା କେଉଁ ମହିଳାଙ୍କର ରହିଛି ?

ଉ: ଗୁଜୁରାଟର ନୀଲା॰ଶୀ ଙ୍କର

୨୦- ପୁଅମାନେ ସବୁଦିନ କିନ୍ତୁ ଝିଅମାନେ କେବଳ ବର୍ଷରେ ଥରେ ପିନ୍ଧନ୍ତି, ତାହା କଣ?

ଉ: ପଇତା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।