କୁହନ୍ତୁ ତାହା କଣ ଯିଏ କ୍ଷେତରେ ସବୁଜ, ବଜାରରେ କଳା ଓ ଘରକୁ ଆସିଲେ ଲାଲ ହୋଇଯାଏ

ସାଧାରଣତଃ ଲୋକମାନେ ତାଙ୍କ ଜୀବନରେ ବହୁତ ପରୀକ୍ଷା ଦେଇଥାନ୍ତି । ଚାକିରି କ୍ଷେତ୍ରରେ କେତେକ ସାଧାରଣ ଜ୍ଞାନର ପ୍ରଶ୍ନ ରହିଥାଏ । ଅଧିକାଂଶ ଲୋକ ଏହି ସାଧାରଣ ଜ୍ଞାନ ବିଷୟରେ ଅଧିକ କିଛି ଜାଣି ନଥାନ୍ତି । ଯାହା ଦ୍ଵାରା ସେମାନେ ତାଙ୍କ ଜୀବନର ବହୁତ ପରୀକ୍ଷାରେ ବିଫଳ ହୋଇଥାନ୍ତି । ଏହି ସାଧାରଣ ଜ୍ଞାନ ଚାକିରି କ୍ଷେତ୍ରରେ ଦରକାରୀ ହେବା ସହିତ ଆମର ଦୈନନ୍ଦିନ ଜୀବନରେ ବହୁତ ଉପକାରୀ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ କେତେକ ସାଧାରଣ ଜ୍ଞାନର ଉଭୟ ପ୍ରଶ୍ନ ଓ ଉତ୍ତର ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଏମିତି କେଉଁ ଫଳ ଥାଏ ଯାହାକୁ ଆମେ କିଣି ପାରିବା ନାହିଁ ?

ଉତ୍ତର- କଷ୍ଟର ଫଳ

୨. ଏମିତି କେଉଁ ନାମ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାମ ଓ ଓଲ୍ଟା ଲେଖିଲେ ଫିଲ୍ମର ନାମ ହୋଇଥାଏ ?

ଉତ୍ତର- ମଧୁ

୩. କେଉଁ ମାଗଣା ଜିନିଷ ପୁଅମାନେ ପିନ୍ଧନ୍ତି ନାହିଁ ?

ଉତ୍ତର- ଷ୍ଟେଫ୍ରି

୪. ଏମିତି କେଉଁ ଗଛ ଅଛି ଯାହାର କାଠ ନାହିଁ ?

ଉତ୍ତର- କଦଳୀ ଗଛ

୫. ଆପଣଙ୍କର କେଉଁ ଆବାଜ ଆପଣଙ୍କ ଛଡା ସମସ୍ତଙ୍କୁ ଚିନ୍ତିତ କରିଥାଏ ?

ଉତ୍ତର- ଆପଣଙ୍କ ଘୁଙ୍ଗୁଡିର ଆବାଜ

୬. ଏକ ଏମିତି ଧର୍ମର ନାମ କୁହନ୍ତୁ ଯାହାକୁ ଆଗରୁ ବା ପଛରୁ ପଢିଲେ ମଧ୍ୟ ତାର ନାମ ପରିବର୍ତ୍ତନ ହୁଏନାହିଁ ?

ଉତ୍ତର- ଇସାଇ ଧର୍ମ

୭. ଏମିତି କେଉଁ ଟେବଲ ଥାଏ ଯାହାକୁ ଆମେ ଖାଇଥାଉ ?

ଉତ୍ତର- ଭେଜିଟେବଲ

୮. ଏମିତି କେଉଁ ଜିନିଷ ଅଛି ଯାହା ସଫା ହେବା ପରେ କଳା ହୋଇଯାଏ ?

ଉତ୍ତର- ବ୍ଲାକ ବୋର୍ଡ

୯. ଏମିତି କେଉଁ ଜିନିଷ ଅଛି ଯାହା ଅଧା ରାତିରେ ଆସିଥାଏ ଓ ଅଧା ରାତିରେ ଚାଲିଯାଏ ?

ଉତ୍ତର- ତାରିଖ

୧୦. ଏମିତି କେଉଁ ପତି ଅଛି, ଯିଏ ଉଭୟ ଜଙ୍ଗଲ ଓ ସହରରେ ରହିଥାଏ ?

ଉତ୍ତର- ବନସ୍ପତି

୧୧. ଶୋଇବା ପୂର୍ବରୁ ଲୋକମାନେ କଣ କାଢି ଶୁଅନ୍ତି ?

ଉତ୍ତର- ଚପଲ ବା ଜୋତା

୧୨. ଏମିତି କେଉଁ ଜିନିଷ ଅଛି ଯାହାକୁ ବାନ୍ଧି ଦେଲେ ମଧ୍ୟ ଚାଲିଥାଏ ?

ଉତ୍ତର- ହାତର ଘଣ୍ଟା

୧୩. କୁହନ୍ତୁ ତାହା କଣ, ଯିଏ କ୍ଷେତରେ ସବୁଜ, ବଜାରରେ କଳା ଓ ଘରେ ଆସି ଲାଲ ହୋଇଯାଏ ?

ଉତ୍ତର- ଚା’ ପତି