Parle-G ବିସ୍କୁଟ ଉପରେ ଥିବା ଝିଅର ନାମ କଣ ? ଏହା ସହ ଜାଣନ୍ତୁ ଆହୁରି 20ଟି Interesting Question & Answers

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ବର୍ଷା ହୁଏ ?

ଉ: ଅନ୍ୟ ରାଜ୍ୟ ମେଘାଳୟରେ ସବୁଠୁ ଅଧିକ ବର୍ଷା ହୁଏ ।

୨- ମଣିଷ କେଉଁ ଗ୍ଯାସ ଶୁଙ୍ଘିଲେ ହସିଥାଏ ?

ଉ: ନାଇଟ୍ରସ ଅକ୍ସାଇଡ ଗ୍ଯାସ ଶୁଙ୍ଘିଲେ ମଣିଷ ହସିବାକୁ ଲାଗେ ।

୩- ୧ କିଲୋମିଟରରେ କେତେ ମିଟର ହୋଇଥାଏ ?

ଉ: ୧ କିମି = ୧୦୦୦ ମିଟର

୪- ଭାରତରେ ସର୍ବ ପ୍ରଥମେ କେଉଁ ମସିହାରେ ରେଳସେବା ଆରମ୍ଭ ହୋଇଥିଲା ?

ଉ: ୧୮୫୩ ମସିହାରେ

୫- “କର ବା ମର” ସ୍ଲୋଗାନ ଟି କିଏ ଦେଇଥିଲେ ?

ଉ: ମହାତ୍ମା ଗାନ୍ଧୀ

୬- ସର୍ବ ପ୍ରଥମେ କେଉଁ ଦେଶରେ ଟ୍ରେନ ଚାଲିଥିଲା ?

ଉ: ଇଂଲଣ୍ଡ ରେ ପ୍ରଥମେ ଟ୍ରେନ ଚାଲିଥିଲା ।

୭- କେଉଁ ରାଜ୍ୟରେ ସବୁଠୁ ଅଧିକ ଏୟାରପୋର୍ଟ ଅଛି ?

ଉ: କେରଳରେ ସବୁଠୁ ଅଧିକ ଏୟାରପୋର୍ଟ ରହିଛି ।

୮- କେଉଁ ଦେଶରେ ବାଘଙ୍କ ସଂଖ୍ୟା ଅଧିକ ?

ଉ: ଭାରତରେ ସବୁଠୁ ଅଧିକ ବାଘ ଅଛନ୍ତି ।

୯- ମଣିଷର ଆଖି କେତେ ଦୂର ପର୍ଯ୍ୟନ୍ତ ଦେଖିପାରେ ?

ଉ: ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ।

୧୦- ଭାରତର କେଉଁ ରାଜ୍ୟରେ ରାବଣଙ୍କ ମନ୍ଦିର ଅଛି ?

ଉ: ମହାରାଷ୍ଟ୍ରରେ ରାବଣ ମନ୍ଦିର ଅଛି ।

୧୧- କେଉଁ ଦେଶ QR Code ଆବିଷ୍କାର କରିଥିଲା ?

ଉ: ଜାପାନ ଆବିଷ୍କାର କରିଥିଲା ।

୧୨- ଗୌତମ ବୁଦ୍ଧଙ୍କ ପିଲାଦିନର ନାମ କଣ ?

ଉ: ସିଦ୍ଧାର୍ଥ

୧୩- କେଉଁ ଦେଶରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମାତ୍ର ୧ ବର୍ଷ ହୋଇଥାଏ ?

ଉ: ସୁଇଜରଲ୍ୟାଣ୍ଡ ରେ

୧୪- ଗାନ୍ଧୀଙ୍କ ପୂର୍ବରୁ ଭାରତୀୟ ନୋଟରେ କାହାର ଛବି ଥିଲା ?

ଉ: ଅଶୋକ ସ୍ତମ୍ଭ

୧୫- ପୁଲୱାମା ଆକ୍ରମଣ କେଉଁ ଦିନ ହୋଇଥିଲା ?

ଉ: ୧୪ ଫେବୃୟାରୀ ଦିନ

୧୬- ଚୀନରେ ସମୁଦାୟ କେତୋଟି ରାଜ୍ୟ ଅଛି ?

ଉ: ୩୪ ଟି ରାଜ୍ୟ

୧୭- ଗାୟତ୍ରୀ ମନ୍ତ୍ର କେଉଁ ପୁସ୍ତକରୁ ଅଣାଯାଇଛି ?

ଉ: ଋକବେଦ ରୁ ଅଣାଯାଇଛି ।

୧୮- Instagram କେବେ ସ୍ଥାପନ କରା ଯାଇଥିଲା ?

ଉ: ୨୦୧୦ ରେ

୧୯- ଫେସବୁକର ମାଲିକଙ୍କ ନାମ କଣ ?

ଉ: ମାର୍କ ଜୁକରବର୍ଗ

୨୦- Parle-G ବିସ୍କୁଟ ଉପରେ ଥିବା ଝିଅର ନାମ କଣ ?

ଉ: ନୀରୁ ଦେଶପାଣ୍ଡେ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।