ଆଜିର ରାଶିଫଳ, 2 ଅଗଷ୍ଟ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ପରିସ୍ଥିତିରେ କିଛି ବଡ ସୁଧାର ଆସିବ । ବ୍ୟବସାୟ ସହ ଯଦି କୌଣସି ଗତି ବିଧ୍ୟ ଉପରେ ଅବହେଳା କରନ୍ତୁ ନାହି । କାରଣ ଏହା ଦ୍ଵାରା କ୍ଷତି ହେବାର ସମ୍ଭାବନା ରହିଛି । ଆପଣଙ୍କର ବିଶ୍ଵାସ ଓ ଆଶା ଆପଣଙ୍କ ଇଚ୍ଛା ପୁରଣ କରିବାରେ ନୂଆ ରାସ୍ତା ଖୋଲିବ । ଭବିଷ୍ୟ ରେ ଯୋଜନା କରିବାକୁ ବେହତର ଚିନ୍ତା ବିଚାର କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କରେ ତାଳମେଳ ବେହତର କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ମଧ୍ୟରେ ଭୁଲ ବୁଝାମଣା ରହିଛି ତାହା ଦୂର କରନ୍ତୁ ।

ବୃଷ ରାଶି : ଆଜି ଆପଣ ବୁଦ୍ଧିମତା ର ପ୍ରୟୋଗ କରି ଆଗକୁ ବଢିବେ । ଲଗାତାର ପ୍ରୟାସ ଦ୍ଵାରା ଆପଣଙ୍କୁ ସଫଳତା ମିଳିବାର ନଜର ଆସୁଛି । ଜୀବନ ପ୍ରତି ଆପଣଙ୍କର ସାକାରାତ୍ମକ ଦ୍ରୁଷ୍ଟି କୋଣ ଆପଣଙ୍କ ପାଇଁ ମାନ ପ୍ରତିଷ୍ଠା ବଢାଇବ । ଆପଣଙ୍କର ରହଣ ସହଣି କଥାବାର୍ତ୍ତା ଲୋକ ମାନଙ୍କ ଧ୍ୟାନ ଆକର୍ଷିତ କରିବ । ଆପଣଙ୍କ ସାଥି ସହଯୋଗୀ ଙ୍କ ଆଲୋଚନା ଆପଣଙ୍କ ପ୍ରତି ରହିପାରେ । ଖୁସି ଖବର ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ଠିକ ରହିବ ।

ମିଥୁନ ରାଶି : ଆଜି ଧନ ଲାଭର ନୂଆ ରାସ୍ତା ଖୋଲିବ । ଆଜି ନୂଆ ଜମି କ୍ରୟ କରିବାର ଯୋଗ ରହିଛି । ନିଜର ଦିନଚର୍ଜ୍ୟାରେ କିଛି ପରିବର୍ତ୍ତନ ଆଣିବାକୂ ଚେଷ୍ଟା କରନ୍ତୁ ଯାହା ସାକାରାତ୍ମକ ରହିବ । ଜୀବନ ସାଥିଙ୍କ ସହ ଆପୋଷ ବୁଝାମଣା ଭଲ ରହିବ । ପରିବାରରେ କୌଣସି ମହତ୍ଵ ପୂର୍ଣ୍ଣ କଥା ଉପରେ ଆପଣଙ୍କର ଉପଦେଶ ବହୁତ ମହତ୍ଵ ରଖିବ । ଉଧାର ଦେଇଥିବା ତାଙ୍କ ଫେରାଇ ଆଣିବାରେ ଆପଣ ବିଫଳ ହେବ । କୌଣସି ବ୍ୟକ୍ତିଙ୍କ ସହ ଅକାରଣରେ ବିବାଦ ହୋଇପାରେ ।

କର୍କଟ ରାଶି : ଚାକିରି ଓ ବିଜନେସ କରୁଥିବା ଲୋକେ ଆଖ ପାଖରୁ ଲୋକଙ୍କ ଠାରୁ ସାହାଜ୍ଯ ମିଳିପାରେ । ବ୍ୟକ୍ତିଗତ କାରଣରୁ କାର୍ଯ୍ୟ କ୍ଷେତ୍ର ରେ ଅଧିକ ସମୟ ଦେଇ ପାରିବେ । ଚିନ୍ତା କରନ୍ତୁ ନାହି ଫୋନ ଓ ସମ୍ପର୍କ ଜରିଆରେ ଏହି ସବୁ କାମ ହୋଇଯିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଅସାନ୍ତି ଆପଣଙ୍କ ପାଇଁ ଚିନ୍ତା ର ବିଷୟ ହେବ । ଆପଣଙ୍କର ସବୁ କାମ ସୂଚାରୁ ରୂପେ ପୁରା ହେବ । କାହାର ଉନ୍ନତି ଦେଖି ଆପଣଙ୍କୁ ଈର୍ଷା ହୋଇପାରେ । ଆର୍ଥିକ ମାମଲାରେ ବୁଝି ବିଚାରୀ ଆଗକୁ ବଢନ୍ତୁ ।

ସିଂହ ରାଶି : ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ । ନିଜର ଲକ୍ଷ୍ୟ ରେ ସ୍ଥିର ହୋଇ ରହିବେ । କିଛି ମାମଲାରେ ଆପଣଙ୍କୁ ବୁଝାମଣା କରିବାକୁ ପଡିପାରେ । ଆଜି  ଆପଣ କୌଣସି ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ନୂଆ ଲୋକଙ୍କ ସହ ସମ୍ପର୍କ ହୋଇପାରେ । ପଢା ରେ ଭଲ କରିବା ପାଇଁ ବିଦ୍ୟାର୍ଥୀ ଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଜୀବନ ସାଥି ଙ୍କ ସହ ସମ୍ପର୍କ ମଧୁର ରହିବ । ମିତ୍ର ଙ୍କ ଠାରୁ ଆଜି ଆପଣଙ୍କୁ ଭଲ ପରାମର୍ଶ ମିଳିପାରେ ।

କନ୍ୟା ରାଶି : ଆଜି ଐଶ୍ଚାର୍ଜ୍ୟ ର ସାଧନ ପ୍ରାପ୍ତ ହେବ । ପାରିବାରିକ ଜୀବନରେ ସ୍ଥିତି ଭଲ ରହିବ । ଆପଣଙ୍କ କୌଣସି କଥା ରେ ବଡ ସହମତ ରହିବେ ନାହି । କିନ୍ତୁ ଆପଣ ନିଜର ଘରୋଇ ଦାୟିତ୍ଵ କୁ ନଜର ଅନ୍ଦାଜ କରନ୍ତୁ ନାହି । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଆପଣଙ୍କୁ ବହୁତ ସାରା ଧନ ପ୍ରାପ୍ତ ହେବ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିବ । ନୂଆ ବିଜନେସ ର ଆରମ୍ଭ ପାଇଁ ପଇସା ଉଧାର ନେବେ ।

ତୁଳା ରାଶି : ଆଜି ଆପନ୍ନକ ଜୀବନ ସାଥି ଆପଣଙ୍କ ପାଇଁ କିଛି ଖାସ କରିବାକୁ ଯାଉଅଛନ୍ତି । ମାତା ପିତା ଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ । ଲଭ ଲାଇଫ ସାମାନ୍ଯ ରହିବ । ସନ୍ତାନକ ତରଫରୁ କଷ୍ଟ ବଢିପାରେ ଯାହା କାରଣରୁ ଘରେ କ୍ଲେଶ ହୋଇପାରେ । ବ୍ୟପାର ରେ କୌଣସି କଠିନ ସ୍ଥିତି ର ସମାଧାନ କରିବାକୁ ବିଶେଷଜ୍ଞ ଙ୍କ ସାହାଜ୍ଯ ନେବେ । ବିତ୍ତୀୟ ମାମଲାରେ ସହଜରେ ପ୍ରଗତି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ମନ ସମାନ ତିଷ୍ଠି ରହିବ ।

ବିଛା ରାଶି : କାର୍ଯ୍ୟ କ୍ଷେତ୍ର ରେ ସ୍ଥିତି ରେ ସୁଧାର ଆସିବ । ମେହନତ ଅଧିକ ରହିବ । ପାରିବାରିକ ସମ୍ପତି ମିଳିବାର ସମ୍ଭାବନା ରହିଛି । ପିତା ପକ୍ଷ ତରଫରୁ ପୂର୍ଣ୍ଣ ସହଯୋଗ ପାଇବେ । ମାତାଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । କୌଣସି ନୂଆ କାମରେ ନୂଆ କଣ୍ଟ୍ରାକ୍ଟ ନେବାକୁ ତରବର ହୁଅନ୍ତୁ ନାହି । ବୁଝି ବିଚାରୀ ନିଅନ୍ତୁ । ଏହି ଦିନ ଯୋଜନାକୁ ସଫଳ କରିବାର ଦିନ ଅଟେ । ନୂଆ ସମ୍ପର୍କ ଗଢିଲେ ଭବିଷ୍ୟ ପାଇଁ ଲାଭଦାୟକ ରହିବ । କାର୍ଯ୍ୟ ରେ ସଫଳତା ମିଳିବାର ସମ୍ଭାବନା ରହିଛି ।

ଧନୁ ରାଶି : ଆଜି ଆପଣଙ୍କ ଠାରେ ଆତ୍ମବିଶ୍ଵାସ ର କମି ନଜର ଆସିବ । ଚାକିରି କରିଥିବା ବ୍ୟକ୍ତିଙ୍କର ଉନ୍ନତି ହୋଇପାରେ । ଗରିବ ଙ୍କୁ ଅର୍ଣ୍ଣ ଦାନ କରନ୍ତୁ । ବିଦେଶ ସହ ଜଡିତ କାମରେ ପ୍ରଗତି ହେବ । ବିଦେଶ ଯିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଛାତ୍ର ଙ୍କୁ ନୂଆ ଶିକ୍ଷା ପ୍ରାପ୍ତ କରିବାର ଅବସର ମିଳିବ । ଶ୍ରୀ ହନୁମାନ ଜିଙ୍କର ଧ୍ୟାନ କରନ୍ତୁ । କ୍ରୋଧ ଉପରେ ସଂଯମ ରଖନ୍ତୁ । ବୁଝି ବିଚାରୀ କାମ କରନ୍ତୁ । ସାରା ଦିନ ମଉଜ ମସ୍ତି ରେ ବ୍ଯତୀତ ହେବ ।

ମକର ରାଶି : ଘରୋଇ ମାମଲାରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଆଜି ଦିନ ଟି ବିଚାର ଉପରେ ମହତ୍ଵ ଦିଅନ୍ତୁ । ଅନ୍ୟ ପକ୍ଷ ରେ କିଛି ନୂଆ ପ୍ଳାନ ପ୍ରସ୍ତୁତ କରିବେ । ଯାହା ପାଇଁ ଆପଣଙ୍କର ଜ୍ଞାନ ର ଆବଶ୍ୟକତା ପଡିବ । କୌଣସି ବଡ କାମ କରନ୍ତୁ ନାହି ଯାହା ଆପଣଙ୍କ ଉପରେ ଭାରି ପଡିପାରେ । ଯେତେ ସମ୍ଭବ ନିଜର ବ୍ୟବହାର ସାକାରାତ୍ମକ ରଖନ୍ତୁ । ପିଲା ଙ୍କ ସହ ସମୟ ବ୍ଯତୀତ କରିବେ । ପରିବାରର ସହଯୋଗ ମିଳିବାର ଆଶା ଅଛି । ଭବିଷ୍ୟ ପାଇଁ ଯୋଜନା କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କ ପାଇଁ ଦିନ ଭଲ ରହିବ । ସଫଳତା ପାଇଁ ଆଜି ଚେଷ୍ଟା କରିବେ । ଭବିଷ୍ୟ ପାଇଁ ମନରେ ନାକାରାତମ୍କ ବିଚାର ଆଣନ୍ତୁ ନାହି । ଆପଣଙ୍କ ମିତ୍ର ଓ ସମ୍ପର୍କୀୟ ଆପଣଙ୍କ ଉପରେ ଅଲଗା ରାଏ ଦେବେ । ଅନ୍ୟ ମାନଙ୍କର ପକ୍ଷ ନେଇ ପାରନ୍ତି । ଆପଣଙ୍କୁ ଫାଷ୍ଟ ଫୁଡ ଖାଇବାରୁ ବଞ୍ଚିତ ରହିବାକୁ ହେବ । ଆପଣଙ୍କୁ ମନ ମୁତାବକ ଫଳ ପ୍ରପାତ ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ମୀନ ରାଶି : ଆଜି ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସଚେତନ ରହିବାକୁ ହେବ । ପରିବାରର ରେ କୌଶଳ ମଙ୍ଗଳ ରହିବ । ଅନେକ ଲୋକଙ୍କ ସହ ଅଧିକାରୀ ଙ୍କ ଉପରେ ଆପଣଙ୍କର ଧ୍ୟାନ ରହିବ । ସମାଜ ସେବାର ପ୍ରେରଣା ପ୍ରାପ୍ତି ହେବ । ଆଜି ଦିନର ଆରମ୍ଭ ଅସହାୟ ବ୍ୟକ୍ତି ଙ୍କୁ ସାହାଜ୍ଯ କରିବାରେ ଆରମ୍ଭ କରନ୍ତୁ । ମାନ ସମାନ ମିଳିବ । କର୍ମ କ୍ଷେତ୍ର ରେ ଦିନ ଚ୍ୟାଲେଞ୍ଜ ଭରା ରହିବ । ନୂଆ ବ୍ୟାପାରିକ ସମ୍ପର୍କ ଗଢିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।