IAS Interview Questions: ଆମ୍ବୁଲାନ୍ସ କୁ ଓଡିଆରେ କଣ କୁହାଯାଏ ? ଏହା ସହ ଜାଣନ୍ତୁ ଆହୁରି 20 Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କେଉଁ ଦେଶରେ ଗୋଟିଏ ବି ଆର୍ମି ନାହାନ୍ତି ?

ଉ: ଆଇସଲ୍ୟାଣ୍ଡରେ ଆର୍ମି ନାହାନ୍ତି ।

୨- କେଉଁ ପ୍ରାଣୀ ଲୁହାକୁ ଖାଇ ମଧ୍ୟ ହଜମ କରି ଦେଇପାରେ ?

ଉ: କୁମ୍ଭୀର ଲୁହାକୁ ବି ହଜମ କରିପାରେ ।

୩- କେଉଁ ଦେଶରେ ସବୁଠୁ ଅଧିକ ବିଦ୍ୟାଳୟ ରହିଛି ?

ଉ: ଭାରତ ରେ ।

୪- କେଉଁ ଜୀବ ମାତ୍ର ତିନି ଦିନ ମଧ୍ୟରେ ପୁରୁଷରୁ ମହିଳା ହୋଇପାରେ ?

ଉ: ଅକ୍ଟୋପସ ।

୫- ଗୋଟିଏ ହାତୀର ହାରାହାରି ଆୟୁଷ କେତେ ବର୍ଷ ?

ଉ: ୫୭ ବର୍ଷ ।

୬- କେଉଁ ପଶୁକୁ ସବୁଠାରୁ ଅଧିକ ବିଶ୍ଵସ୍ତ ବୋଲି ମାନାଯାଏ ?

ଉ: କୁକୁର ସବୁଠୁ ବିଶ୍ଵସ୍ତ ।

୭- ପୃଥିବୀର ସବୁଠୁ ସୁନ୍ଦର ଦେଶଟି କିଏ ?

ଉ: ସିଙ୍ଗାପୁର ସବୁଠୁ ସୁନ୍ଦର ଦେଶ ।

୮- ପୃଥିବୀର ସବୁଠୁ ବଡ ମହାଦେଶର ନାମ କଣ ?

ଉ: ଏସିଆ ମହାଦେଶ ସବୁଠୁ ବଡ ।

୯- କେଉଁ ପ୍ରାଣୀଟି ରକ୍ତର ରଙ୍ଗ ଗୋଲାପି ହୋଇଥାଏ ?

ଉ: ହିପୋପଟାମସ ର ରକ୍ତ ଗୋଲାପି ।

୧୦- ବିଶ୍ଵର ସବୁଠାରୁ ବଡ କେନାଲର ନାମ କଣ ?

ଉ: ଗ୍ରାଣ୍ଡ କେନାଲ ।

୧୧- କେଉଁ ଦେଶର ଲୋକେ ସବୁ ପ୍ରକାରର ମାଂସ ଖାଇଥାନ୍ତି ?

ଉ: ଚୀନ ଦେଶର ଲୋକେ ।

୧୨- ମାଧ୍ୟାକର୍ଷଣ ଶକ୍ତି କିଏ ଆବିଷ୍କାର କରିଥିଲେ ?

ଉ: ସାର ଆଇଜାକ ନିୟୁଟନ ।

୧୩- ଭିତରକନିକା ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?

ଉ: କେନ୍ଦ୍ରାପଡା ରେ ଅବସ୍ଥିତ ।

୧୪- ବିଦ୍ୟୁତ ବଲବରେ କେଉଁ ଗ୍ଯାସ ଥାଏ ?

ଉ: ଆରଗନ ଗ୍ଯାସ ଥାଏ ।

୧୫- କାଲକୁଲେଟରର ଉଦ୍ଭାବକ କିଏ ?

ଉ: ବ୍ଲେଇସ ପାସ୍କାଲ ।

୧୬- କାରଗିଲ ବିଜୟ ଦିବସ କେବେ ପାଳନ କରାଯାଏ ?

ଉ: ଜୁଲାଇ ୨୬ ତାରିଖରେ ।

୧୭- ବାୟୁର କେଉଁ ଉପାଦାନ ପୃଷ୍ଟିସାରର ଏକ ମୁଖ୍ୟ ଉପାଦନ ଅଟେ ?

ଉ: ଯବକ୍ଷାରଜନ ପୃଷ୍ଟିସାରର ମୁଖ୍ୟ ଉପାଦନ ।

୧୮- କେଉଁ କେଉଁ ଗ୍ରହରେ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୁଏ ?

ଉ: ଶୁକ୍ର ଓ ୟୁରାନସ ।

୧୯- କେଉଁ ପ୍ରାଣୀ ଠିଆ ହୋଇ ଶୋଇପାରେ ?

ଉ: ଘୋଡା ଠିଆ ହୋଇ ଶୋଇପାରେ ।

୨୦- ଆମ୍ବୁଲାନ୍ସ କୁ ଓଡିଆରେ କଣ କୁହାଯାଏ ?

ଉ: ଆପାତକାଳ ବାହନ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।