ଆଜିର ରାଶିଫଳ, 18 ସେପ୍ଟେମ୍ବର 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିଏ ଲୋକେ ବିଶ୍ଵସ୍ତ ହୋଇ କାମ କରନ୍ତୁ । ନିଜର ମେହନତ ଓ ପର୍ଫୋମାଂସ ଦ୍ଵାରା ଆଗକୁ ବଢନ୍ତୁ । ଘରର ଛୋଟ ପିଲା ମାନେ ଛୋଟ ଛୋଟ ଆକ୍ଟିଭୀଟି ଦେଖି ଖୁସି ଅନୁଭବ କରିବେ । ସୋସିଆଲ କାର୍ଯ୍ୟ ରେ ଆପଣଙ୍କ ମିତ୍ର ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ବ୍ୟବସାୟ ପାଇଁ ଦୂରକୁ ଯାତ୍ରା କରିବାକୁ ପଡିପାରେ । ଆଜି ଦିନରେ କାହା ସହ ବିବାଦ କରନ୍ତୁ ନାହି । କ୍ରୋଧ ବା ଆବେଶ ରେ ଆପଣ ପ୍ରେମ ସମ୍ପର୍କରେ ବିବାଦ କରନ୍ତୁ ନାହି । ସଠିକ ଦିଗରେ ପଇସା ରୋଜଗାର କରନ୍ତୁ ।

ବୃଷ ରାଶି : ବୃଷ ରାଶିର ଲୋକେ କ୍ରୋଧ କୁ ସଂଯମ ରଖି ସ୍ଵଭାବ କୁ ସାନ୍ତ ରଖନ୍ତୁ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ । ମନରେ ବିଚାର ଆସିପାରେ । କୌଣସି ନିସ୍ପତି କୁ ନେଇ ଖୁସି ହେବେ । ସେହି ବିଷୟରେ ପୁରା ଜାଣିବା ପାଇଁ ଅପେକ୍ଷା କରନ୍ତୁ । ନିଜର ମନର କଥା ଅବଶ୍ୟ ଶୁଣନ୍ତୁ । ଆପଣଙ୍କର ଚିନ୍ତା ଅଧିକ ବଢିପାରେ । ପୁରୁଣା କ୍ଳେଶ ଦୂର ହେବ । ସଫଳତା ପାଇବାକୁ ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିବ । ଧନ ଲାଭର ଯୋଗ ରହିଛି । ଆଜି ଦିନରେ ପିଲାଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମିଥୁନ ରାଶି : ଆଜି ପୁତ୍ର ଙ୍କ ଠାରୁ ବଡ ଖୁସି ଖବର ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ର ରେ ଅଟକି ରହିଥିବା କାମ ଜଲ୍ଦି ପୁରା ହେବ । ଚାକିରି କରୁଥିଲେ ସ୍ଥାନ ପରିବର୍ତ୍ତନ ହୋଇପାରେ ଯାହା ଆପଣଙ୍କ ପାଇଁ ଲାଭକାରି ସାବ୍ୟସ୍ତ ହେବ । ବ୍ୟାପାର ଦ୍ରୁଷ୍ଟି ରୁ ଦିନ ଶୁଭ ରହିବାର ଅଛି । ଆଜି ଲାଭକାରି ସଉଦା କରିବେ । ପ୍ରେମ ଜୀବନରେ ଆଜି ଆପଣଙ୍କୁ ବହୁତ ସାରା ଖୁସି ମିଳିବ । ଆପଣଙ୍କ ଦ୍ଵାରା କରା ଯାଇଥିବା ପରିଶ୍ରମ ସଫଳତା ଆଣିବ । ଆଜି ଜୀବନ ସାଥି ଙ୍କ ସ୍ୱାସ୍ଥ୍ୟ କୁ ନେଇ ଅବହେଳା କରନ୍ତୁ ନାହି ।

କର୍କଟ ରାଶି : ଆଜି ଦିନରେ ଆପଣ ସବୁ ପ୍ରକାରର ଚିନ୍ତା ରୁ ମୁକ୍ତି ପାଇବେ । କ୍ରୋଧ ଉପରେ ସଂଯମ ରଖନ୍ତୁ । ବୁଝି କିହାରୀ କାମ କରନ୍ତୁ । ଆପଣଙ୍କ ସମୟ ଭଲ ଚାଲୁଅଛି । ଆପଣଙ୍କର ସ୍ଵଭାବ କାରଣରୁ କ୍ଷତି ହୋଇପାରେ । ସମ୍ପର୍କ ରେ ଅନ୍ୟ ଜଣେ କଣ କହୁଛି ତାହା ଜାଣିବାକୁ ଚେଷ୍ଟା କରିଲେ ସମ୍ପର୍କ ସୁଦୃଢ ହେବ । କାର୍ଯ୍ୟ ସ୍ଥଳରେ ଅଳ୍ପ ସମସ୍ଯା ହୋଇପାରେ । କାମ କାର୍ଯ୍ୟ ସହ ଦାୟିତ୍ଵ ବଢିପାରେ । ଶିକ୍ଷକ ଙ୍କ ପାଇଁ ଦିନ ବେହତର ରହିବ ।  ଅଫିସରେ କାମ ବେହତର କରିବେ ।

ସିଂହ ରାଶି : ଆଜି ଆପଣଙ୍କୁ ସଫଳତା ର ନୂଆ ନାଉଆ ଅବସର ମିଳିବ । ଜୀବନ ସାଥି ଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତା ରେ ରହିବେ । ଭବିଷ୍ୟ ପାଇଁ କୌଣସି ଯୋଜନା କରିବେ । ନିଜର ଆଧ୍ୟତ୍ମିକ ପ୍ରଗତି ପାଇଁ ଅବଶ୍ୟ କିଛି କରନ୍ତୁ । କିଛି କୋର୍ସ କରନ୍ତୁ ବା ପଢନ୍ତୁ କିମ୍ବା ମେଡିଟେସନ ଏହା ଆପଣଙ୍କ ପାଇଁ ଲାଭକରି ହେବ । ଯଦି ଆପଣ ଆୟ ରେ ବୃଦ୍ଧି ହେବାର ସ୍ରୋତ ସନ୍ଧାନ ରେ ଅଛନ୍ତି ତେବେ ସୁରକ୍ଷିତ ଆର୍ଥିକ ପରିଯୋଜନା ଉପରେ ନିବେଶ କରନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କୁ କୌଣସି ନା କୌଣସି ଖୁସି ଖବର ନିଶ୍ଚୟ ମିଳିବ । ଆର୍ଥିକ ସମସ୍ଯା ଶେଷ ହେବ । ରଚନାତ୍ମକ କ୍ଷେତ୍ର ରେ ଆଗ୍ରହୀ ହେବେ । ଯଦି ଆଜି ଆପଣ ପଇସା ଲେନଦେନ କରିବାକୁ ଭାବୁଛନ୍ତି ତେବେ ସତର୍କ ରୁହନ୍ତୁ । ଯଦି ଆପଣଙ୍କ ପରିବାରରେ କଳହ ଚାଲୁଅଛି ତେବେ ଆଜି ସମାପ୍ତ ହେବ । ଆପଣ ଯେଉଁ ସାମାଜିକ କାର୍ଯ୍ୟ କ୍ରମ ରେ ଯିବେ ସେଠାରେ ସମସ୍ତଙ୍କର ଧ୍ୟାନ ଆପଣଙ୍କ ଆଡକୁ ରହିବ । ସ୍ୱାସ୍ଥ୍ୟ ସମସ୍ୟରୁ ରିହାତି ପାଇବେ ।

ତୁଳା ରାଶି : ଆଜି ଆପଣଙ୍କ ଧନ କୋଷ ରେ ବୃଦ୍ଧି ହେବ । ପୁରୁଣା ମିତ୍ର ଙ୍କ ଠାରୁ ଆର୍ଥିକ ସହାୟତା ମିଳିବ । ଅଧିକ ଦୌଡ ଧପଡ କରିବାକୁ ପଡିପାରେ । ସେଥିପାଇଁ ଆପଣ ସ୍ୱାସ୍ଥ୍ୟ ସମସ୍ଯା ଅନୁଭବ କରିବେ । ତେଣୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଆପଣ କିଛି ନବୀନ କାମ କରିବାକୁ ଚିନ୍ତା କରିବେ । ପାରିବାରିକ ବାତାବରଣ ସାନଦାର ରହିବ । ବିବାହିତା ଲୋକଙ୍କ ପାଇଁ ଖୁସି ର ଆଗମନ ହେବ । ଯୁବକ ଙ୍କ ପାଇଁ ସଫଳତା ର ଦ୍ଵାର ଖୋଲିବ ।

ବିଛା ରାଶି : ବିଛା ରାଶିର ଲୋକଙ୍କୁ ଆଜି ଛୋଟ ମୋଟ କଥା ଉପରେ ରାଗ ଆସିପାରେ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ରେ ରହିବେ । ଯଦି ଆପଣ କାର୍ଯ୍ୟ କ୍ଷେତ୍ର ରେ କୌଣସି ନିସ୍ପତି ନେଉଛନ୍ତି ତେବେ ଭାବୁକତା ହୋଇ ନିଅନ୍ତୁ ନାହି । ନଚେତ ଆପଣଙ୍କୁ ଭବିଷ୍ୟତ ରେ ଅନୁତାପ କରିବାକୁ ପଡିପାରେ । ଆଜି ଆପଣଙ୍କ ହାତ କୁ ଅଧିକ ମାତ୍ର ରେ ଧନ ଲାଗିପାରେ । କାମ କାର୍ଯ୍ୟ ରେ ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବ । ଶିକ୍ଷକ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ଧନୁ ରାଶି : ଆପଣଙ୍କୁ ଆଜି ମିତ୍ର ଙ୍କ ସହଯୋଗ ମିଳିବ । ମିତ୍ର ମାନଙ୍କ ସହ ମଉଜ ମସ୍ତି ରେ ସମୟ ବ୍ଯତୀତ କରିବେ । କାର୍ଯ୍ୟ କ୍ଷେତ୍ର ରେ ଆଜି ଆପଣଙ୍କୁ କିଛି ପରିବର୍ତ୍ତନ କରିବାକୁ ପଡିବ । କିନ୍ତୁ ଏଥିପାଇଁ ଆପଣଙ୍କ ସାଥି ଆପଣଙ୍କୁ ସହଯୋଗ କରିବେ । ଯାହା ପାଇଁ ଆପଣ କାର୍ଯ୍ୟ ରେ ସଫଳ ହେବେ । କାର୍ଯ୍ୟ ସ୍ଥଳ ରେ ଜିନିଷ ସାମାନ୍ଯ ହେବ । ଆପଣ ନିଜକୁ ଊର୍ଜା ଭରା ଅନୁଭବ କରିବେ । ଆର୍ଥିକ ଯୋଜନା ପୁରା ଭାବେ ପୁରା କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ବିବାହିତ ଲୋକଙ୍କ ପାଇଁ ଦିନ ଭଲ ରହିବ ।

ମକର ରାଶି : ଆଜି ଆପଣ ନିଜର ସ୍ଵଭାବ ରେ ପରିବର୍ତ୍ତନ କରନ୍ତୁ । ଯାହାର ପ୍ରଭାବ ଆପଣଙ୍କ ଜୀବନରେ ପଡିପାରେ । ଯେଉଁ ଲୋକ କାରୋବାର କରୁଛନ୍ତି ସେମାନଙ୍କୁ ମିତ୍ର ବା ସମ୍ପର୍କୀୟ ଙ୍କ ଠାରୁ ଭଲ ଡିଲ ପ୍ରାପ୍ତ ହେବ । ପାରିବାରିକ ଜୀବନ ରେ ଏହି ରାଶିର ଜାତକ ମାନେ ସମ୍ପର୍କ ନିଜର ବଡ ଭାଇ ଭଉଣୀ ଙ୍କ ସହ ବେହତର ହେବ । ଆଜି ଦିନ ଟି ଆପଣଙ୍କ ପାଇଁ ନୂଆ ଅବସର ନେଇ କି ଆସିବ । ଅଧିକତର ଲୋକ ଆପଣଙ୍କ ପାଇଁ ପଜେଟିଭ ଚିନ୍ତା କରିବେ । ମନ ସ୍ଥିର ରଖନ୍ତୁ । ନଚେତ ସମସ୍ଯା ହୋଇପାରେ ।

କୁମ୍ଭ ରାଶି : ଆଜି ଦିନ ଟି ଆପଣଙ୍କର ଭଲ ବ୍ଯତୀତ ହେବ । ମାତା ଙ୍କ ସାହା ଆପଣଙ୍କର ଭଲ ସମୟ ବ୍ଯତୀତ ହେବ । ଯଦି ବାହନ ବା ସମ୍ପତି କ୍ରୟ କରିବାକୁ ବିଚାର କରୁଛନ୍ତି ତେବେ ପରିବାରର ଲୋକଙ୍କର ସହମତି ନିଅନ୍ତୁ । ଆପଣ ବିଚାର କୁ ବିକଶିତ କରିବା ପାଇଁ ଅବସର ସନ୍ଧାନ ରେ ସମୟ ଓ ଊର୍ଜା ର ନିବେଶ କରିବେ । ସରକାରି ଚାକିରି କରୁଥିବା ଲୋକେ ଆପଣଙ୍କୁ କାମ ମିଳିବାର ସୁଯୋଗ ଦେବେ । ସାମାଜିକ ପ୍ରତିଷ୍ଠା ରେ ଆପଣଙ୍କର ମାନ ସମାନ ବଢିବ ।

ମୀନ ରାଶି : ପଇସା ସମସ୍ଯା କାରଣରୁ ଆଜି ଆପଣ ଜରୁରୀ କାମ ପାଇଁ ଚିନ୍ତା କରିବେ । ଯେଉଁ ଲୋକ ଚାକିରି ସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଦିନ ରେ ଖୁସି ଖବର ମିଳିପାରେ । ଯେଉଁ ଲୋକ ପାରିବାରିକ ବ୍ୟବସାୟ କରୁଛନ୍ତି ସେମାନଙ୍କୁ କାରୋବାର କ୍ଷେତ୍ର ରେ ଆପଣଙ୍କୁ ମନ ମୁଠାକ ସଫଳତା ଆଜି ଦିନ ରେ ପ୍ରାପ୍ତି ହେବ । ସନ୍ତାନ ଙ୍କ ତରଫରୁ କୌଣସି ଶୁଭ ସମାଚାର ପ୍ରାପ୍ତି ହେବାରୁ ମନ ହର୍ଷିତ ହେବ । ଯୁବ ବର୍ଗ କଳାତ୍ମକ କ୍ଷେତ୍ରରେ ରୁଚି ବଢିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।