UPSC, IAS ଓ IPS ଇଣ୍ଟରଭ୍ୟୁ ଗୁଡିକରେ ବହୁତ କଷ୍ଟ କଷ୍ଟ ପ୍ରଶ୍ନ ସବୁ ପଚରା ଯାଏ । ବେଳେ ବେଳେ ପ୍ରଶ୍ନ ଗୁଡିକ ଅତି ସାଧାରଣ ଲାଗୁଥିଲେ ମଧ୍ୟ ସେଗୁଡିକର ଉତ୍ତର ଆମକୁ ଜଣା ନ ଥାଏ । ଯାହା ଫଳରେ ସେହି ସ୍ଥାନରେ ମୁଣ୍ଡ କାମ କରେ ନାହିଁ ।
ଆଜିକାଲି ଏମିତି ସାଧାରଣ ଇଣ୍ଟରଭ୍ୟୁ ମାନଙ୍କରେ ମଧ୍ୟ ଜଟିଳ ପ୍ରଶ୍ନ ସବୁ ପଚାରି ଦେଉଛନ୍ତି । ଯଦି ଆପଣ ମଧ୍ୟ କେଉଁ ପରୀକ୍ଷା ବା ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ସାଧାରଣ ପ୍ରଶ୍ନ ଓ ସେଗୁଡିକର ଉତ୍ତର । ତେବେ ଚାଲନ୍ତୁ ଦେଖିବା…
୧- କେଉଁ ଜିନିଷ ଥଣ୍ଡା ଦିନ ହେଉ ବା ଗରମ ଦିନ ସବୁବେଳେ ଗରମ ହିଁ ରୁହେ ?
ଉ: ଗରମ ମସଲା
୨- କେଉଁ ଜିନିଷ ଥଣ୍ଡା ଦିନେ ମଧ୍ୟ ତରଳି ଥାଏ ?
ଉ: ମହମବତୀ
୩- କେଉଁ ଦେଶରେ ଛୋଟ ଅପରାଧ ପାଇଁ ମଧ୍ୟ ଫାଶୀ ଦଣ୍ଡ ଦିଆଯାଏ ?
ଉ- ସାଉଦି ଆରବ
୪- କେଉଁ ଦେଶର ନୋଟରେ ଗଣେଶଙ୍କ ଫଟୋ ଅଛି ?
ଉ: ଇଣ୍ଡୋନେସିଆ
୫- ପିଣ୍ଡି ଗୁଡିକରେ ଧଳା ରଙ୍ଗ କାହିଁକି ଲଗା ଯାଇଥାଏ ?
ଉ: ସାର୍ବଜନୀକ ହୋଇଥିବା ହେତୁ
୬- ସାର୍ବଜନୀକ ଗଛ କାଟିବା ଦ୍ଵାରା କଣ ହୋଇଥାଏ ?
ଉ: ଜୋରିମାନା ଦେବାକୁ ପଡିଥାଏ
୭- ରକ୍ତ ଦାନ କାଲେ କଣ ଲାଭ ହୋଇଥାଏ ?
ଉ: ଶରୀରରେ ନୂଆ ରକ୍ତ ତିଆରି ହୋଇଥାଏ
୮- ମୋବାଇଲ ଡାଟା ସବୁବେଳେ ଚାଲୁ ରହିଲେ କଣ କ୍ଷତି ହୋଇଥାଏ ?
ଉ: ଫୋନ ହ୍ୟାଙ୍ଗ ହୋଇପାରେ
୯- ଉଡାଜାହାଜରେ କର୍ମଚାରୀ ହିସାବରେ କାହାକୁ ରଖାଯାଏ ?
ଉ: ଝିଅ ମାନଙ୍କୁ
୧୦- ଭଗବାନ ଶଙ୍କରଙ୍କ ପତ୍ନୀଙ୍କ ନାମ କଣ ଅଟେ ?
ଉ- ପାର୍ବତୀ
୧୧- ଛୋଟ ପିଲା ଶୋଇଥିବା ବେଳେ କାହିଁକି ହସନ୍ତି ?
ଉ: କାରଣ ସେମାନେ ଭଗବାନଙ୍କ ରୂପ ହୋଇଥାନ୍ତି
୧୨- ଚୋରି କଲେ କାହିଁକି ଦଣ୍ଡ ମିଳିଥାଏ ?
ଉ: ସେଥିପ୍ରତି ଅଧିକ ଦୁର୍ବଳତା ବଢି ପାରେ
୧୩- କେଉଁ ରାଜ୍ୟର ଲୋକେ ସବୁଠୁ ଅଧିକ ମଦ ପିଅନ୍ତି ?
ଉ: ବିହାର
୧୪- ଭାରତର ଲୋକେ ତାଜମହଲ ପାଖକୁ ବା ତା ତଳେ କାହିଁକି ଯାଆନ୍ତି ନାହିଁ ?
ଉ: କାରଣ ସେଠାକୁ ଯିବାକୁ ଅନୁମତି ନାହିଁ
୧୫- କେଉଁ ଜୀବ ପାଣି ପିଏ ନାହିଁ ?
ଉ- ବେଙ୍ଗ
୧୬- ଭାରତରେ କଣ ଏବେ ମଧ୍ୟ ହରିଣ ଦେଖିବାକୁ ମିଳେ ?
ଉ: ହାଁ
୧୭- ସର୍ବ ପ୍ରଥମେ କେଉଁ ଜୀବର ଉତ୍ପତ୍ତି ହୋଇଥିଲା ?
ଉ: ମନୁଷ୍ୟର
୧୮- ମୁସଲମାନ ଲୋକମାନେ ସବୁବେଳେ ଟୋପି କାହିଁକି ପିନ୍ଧନ୍ତି ?
ଉ: ପୁରୁଣା ପରମ୍ପରା ଯୋଗୁଁ
୧୯- ବିନ ବଜାଇଲେ ସାପ କାହିଁକି ନାଚିଥାଏ ?
ଉ: ବିନ ର ସ୍ଵର ସେମାନଙ୍କୁ ମଜବୁର କରି ଦିଏ
୨୦- ବିୟର ପିଇଲେ କଣ ସତରେ ଓଜନ ବଢେ ?
ଉ: ହାଁ
୨୧- କେଉଁ ଦେଶରେ ତାସ ର ଆବିଷ୍କାର ହୋଇଥିଲା ?
ଉ: ଚୀନ ଦେଶରେ
୨୨- କେଉଁ ଦେଶରେ ସୁନାର ଗାଡି ଚାଲେ ?
ଉ: ସାଉଡି ଆରବ ରେ
୨୩- କେଉଁ ଜୀବ ସବୁଠୁ ବଡ ଅଣ୍ଡା ଦେଇଥାଏ ?
ଉ: ଶୁତୁରମୁର୍ଗ
୨୪- କେଉଁ ଦେଶରେ ସବୁଠୁ ଅଧିକ ସିନେମା ହଲ ଅଛି ?
ଉ- ଚୀନରେ
୨୫- ଭାରତରେ ସର୍ବ ପ୍ରଥମେ ସ୍କୁଲ କେବେ ଆରମ୍ଭ ହୋଇଥିଲା ?
ଉ: ୧୮୪୮ ରେ
୨୬- କେଉଁ ଦେଶରେ ସବୁଠୁ ଅଧିକ ଲାଇବ୍ରେରୀ ଅଛି ?
ଉ: ଭାରତରେ
୨୭- ୫ ବର୍ଷର ପିଲାଙ୍କ ପାଟିରେ କେତୋଟି ଦାନ୍ତ ଥାଏ ?
ଉ: ୧୯ଟି
୨୮- କେଉଁ ପଶୁର ଭୋଜନ କରିବା ସମୟରେ ଲୁହ ଗଡିଥାଏ ?
ଉ: କୁମ୍ଭୀର
୨୯- କିସମିସ କୁ ଇଂରାଜୀରେ କଣ କୁହାଯାଏ ?
ଉ: ରାଇସିନ (Raisins)
୩୦- ଲୁଣ ଠାରୁ ଅଧିକ କ୍ଷାର ____ ?
ମହୁ ଠାରୁ ଅଧିକ ମିଠା ____ ?
ନୀମ ଠାରୁ ଅଧିକ ପିତା ____ ?
ଉ: କିଛି ନୁହେଁ ।
ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।