ଟ୍ଵିଙ୍କଲ ଖାନ୍ନା ରିୟାକୁ Support କରିବା ଅକ୍ଷୟଙ୍କୁ ପଡିଲା ମହଙ୍ଗା, ଶୁଣିବାକୁ ପଡିଲା ଏମିତି କଥା

ଟ୍ଵିଙ୍କଲ ଖାନ୍ନା ଓ ରିୟା ଚକ୍ରବର୍ତ୍ତୀ ବାଲା ଆର୍ଟିକିଲ ସାମ୍ନାକୁ ଆସିବା ପରେ ଲୋକଙ୍କର କ୍ରୋଧ ବହୁତ ବଢ଼ିଯାଇଥିଲା । ଲୋକ ଟ୍ଵିଙ୍କଲ ଖାନ୍ନା ଙ୍କ ରିୟା ଙ୍କ ସପକ୍ଷରେ ଆର୍ଟିକିଲ ଛାଡ଼ିବା ପରେ ଲୋକ ଅକ୍ଷୟ କୁମାର ଙ୍କ ଉପରେ ନିଜର ରାଗ ଦେଖାଇଥିଲେ । କିନ୍ତୁ ଏହା ପରେ ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ଆସିଥିଲେ ଏବଂ ରାଗରେ ଫ୍ୟାନ୍ସ ଅକ୍ଷୟଙ୍କୁ ବହୁତ କିଛି କହିଥିଲେ ।

ଅକ୍ଷୟ ହିନ୍ଦୀ ଦିବସ ଉପଲକ୍ଷେ ଗୋଟେ ଟୁଇଟ କରିଥିଲେ କି ‘ ମୋ ମା ବାପା ମୋତେ ସବବେଳେ ଶିଖାଇଛନ୍ତି କି ନିଜର ମାତୃଭାଷାର ସଦା ସର୍ବଦା ସମ୍ମାନ କରିବାକୁ । ମୋ ମାତୃଭାଷା ହିନ୍ଦୀ ଅଟେ । ଜୀବନରେ ମୋ ସ୍ବପ୍ନ ହିନ୍ଦୀ ଫିଲ୍ମ ମାଧ୍ୟମରେ ହିଁ ସତ ହୋଇଛି । ହିନ୍ଦୀ ରେ ନିଜ ବିଚାରକୁ ଜାଣିଥିବାରୁ ମୁଁ ମୋ ନିଜକୁ ଗର୍ବ ଅନୁଭବ କରେ # ହିନ୍ଦୀ ଦିବସ ର ଶୁଭକାମନା ‘ ।

ଅକ୍ଷୟ ଙ୍କ ଏହି ଟୁଇଟ ପରେ ଫ୍ୟାନସ ନିଜର ଭଡାସ ଖୁବ ଜୋର ସୋର ରେ କାଢ଼ିଚନ୍ତି । ଲୋକ କହିଛନ୍ତି ଟ୍ଵିଙ୍କଲ ମ୍ୟାଡମ ଙ୍କୁ ଟିକେ କୁହନ୍ତୁ ତାଙ୍କର ବୋଧେ ମୁଣ୍ଡ କାମ କରୁନାହିଁ, ସବୁବେଳେ ସେ ଭୁଲ ର ସାଥ ଦେଇ ଆସୁଛନ୍ତି ଆଜି ମଧ୍ୟ ସେ ରିୟାଙ୍କ ସପକ୍ଷରେ କହୁଛନ୍ତି । ତାଙ୍କ କାରଣରୁ ଆପଣଙ୍କ ଫ୍ୟାନ୍ସ କମିବା ଆରମ୍ଭ ନ ହେଉ ।

ଆଉ ଜଣେ ଲେଖିଛନ୍ତି କି ଏତେ ଭାଷଣ ଦେବା ପରେ ବି ଆପଣ କାନାଡା ର ସିଟିଜେନଶିପ କଣ ପାଇଁ ନେଇଛନ୍ତି । ଆଊ ଜଣେ କହିଛନ୍ତି କେତେ ଡ୍ରାମା କରୁଛ ତୁମ ସ୍ତ୍ରୀ ସେପଟେ ରିୟା କୁ ସାଥ ଦେଉଛନ୍ତି ଆଊ ତୁମେ ଏପଟେ ହିନ୍ଦୀ ଦିବସ ଅଭିନନ୍ଦନ ଜଣାଉଛ ମୁହଁକୁ ଟିକେ ଲାଜ ନାହିଁ କି । ଟ୍ଵିଙ୍କଲ ଖାନ୍ନା ଙ୍କ ପାଇଁ ଲୋକ ଆଜି ଅକ୍ଷୟ ଙ୍କ ଉପରେ ନିଜର ଭଡାସ ବାହାର କରିଛନ୍ତି ।

ଟ୍ଵିଙ୍କଲ ରିୟା ଙ୍କ ସପକ୍ଷରେ କାହିଁକି କହିଁଚନ୍ତି । ରିୟା ଆଉ ଟ୍ଵିଙ୍କଲ ଙ୍କ ଭିତରେ କଣ ରହିଛି ସମ୍ପର୍କ । ସୋସିଆଲ ମିଡିଆରେ ଟ୍ଵିଙ୍କଲ ଖାନ୍ନା ଏବଂ ଅକ୍ଷୟ କୁମାରଙ୍କର ଲୋକ ବହୁତ ମେମେ ବନାଇଛନ୍ତି ଏବଂ ଟ୍ରୋଲ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।