ଭାରତର ଏହି ସବୁ ବଡ ନେତାଙ୍କ ଉପରେ ଜାସୁସୀ କରୁଥିଲା ଚୀନ, ଏମିତି ହେଲା ପର୍ଦାଫାଶ

ପୂର୍ବ ଲଦାଖ ର ଏଲଓସି ରେ ଭାରତ ଏବଂ ଚୀନ ମଧ୍ୟରେ ୩ ମାସରୁ ଝଗଡ଼ା ଚାଲିଥିବାର ଦେଖାଯାଇଛି । ଭାରତୀୟ ସେନା ଯେଉଁପରି ଚୀନ ର ସେନାଙ୍କୁ ନିଜ ଅଉକାତ ରେ ରହିବାକୁ ବାଧ୍ୟ କରିଥିଲା ତାପରେ ଚୀନ ସେନା ଅଲଗା ପଟରୁ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରେ ଲାଗିପଡିଛି । ଚୀନ ର ସରକାର ଭାରତରେ ଡିଜିଟାଲ ଘୁସଫେଠ କରିବାକୁ ଲାଗିଛି କିନ୍ତୁ ଭାରତ ତାର ଏହି ଷଡ଼ଯନ୍ତ୍ର କୁ ବେକାର କରିଦେଲା ।

ଆଜି ହିଁ ଖବର ମିଳିଛି କି ଚୀନ ଭାରତୀୟ ରାଜନେତା କାନୁନ ନିର୍ମାତା ଏବଂ ବହୁତ ବଡ଼ ନେତା ମାନଙ୍କ ବି ଜାସୁସି କରୁଛି ଏବଂ ଆଜି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସନ୍ଦେଶ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ଚୀନ କେମିତି କରୁଛି ଭାରତର ଜାସୁସୀ ।

ଖବର ଅନୁସାରେ ଗୋଟେ ବଡ଼ ଖୁଲାସା ହୋଇଛି ଯାହା ଅନୁସାରେ ଚୀନ ଭାରତର ବଡ଼ ରାଜନୀତି ଏବଂ ସାମୟିକ କ୍ଷେତ୍ରରେ ଥିବା ବଡ଼ ବ୍ୟକ୍ତି ମାନଙ୍କର ଜାସୁସୀ କରୁଅଛି । ଏହି ଜାସୁଶୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହିତ ଆଊ ୫ଟି ପ୍ରଧାନମନ୍ତ୍ରୀ, ପୂର୍ବ ଏବଂ ବର୍ତ୍ତମାନର ୪୦ ଟି ମୁଖ୍ୟମନ୍ତ୍ରୀ, ୩୫୦ ସାଂସଦ, କାନୁନ ନିର୍ମାତା, ବିଧାୟକ, ମେୟର, ସରପଞ୍ଚ ଏବଂ ସେନାରେ ଯୋଡ଼ି ହୋଇଥିବା ୧୩୫୦ ଜଣଙ୍କ ନାମ ସାମିଲ ହୋଇଛି ।

ଚୀନ କମ୍ପାନୀ ରୋନଝେନ ଇଁଫୋଟେକ ଏବଂ ଝେଂହ୍ୱା ଇଁଫୋଟେକ ଏହି ଜାସୁଶି କରୁଅଛି । ଏହି କମ୍ପାନୀ ଚୀନ ସରକାର ପାଇଁ ଜାସୁସି କରୁଅଛି । ଏହି କମ୍ପାନୀ ର କାମ ଅନ୍ୟ ଦେଶ ଉପରେ ନଜର ରଖିବା ହୋଇଥାଏ ।

ଏହି ଲିଷ୍ଟ ରେ ସବୁଠୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସୋନିଆ ଗାନ୍ଧୀ, CDS ବିପିନ ରୱାତ ଙ୍କ ସହିତ ୨୪ ମୁଖ୍ୟମନ୍ତ୍ରୀ, ୩୫୦ ସାଂସଦ, ୧୬ ପୂର୍ବ ମୁଖ୍ୟମନ୍ତ୍ରୀ, ୭୦ ମେୟର, ଅଲଗା ଅଲଗା ପାର୍ଟି ର ୭୦୦ ନେତାଙ୍କ ଉପରେ ନଜର ରଖିଛି ଚୀନ । ଏହା ଛଡା ୪୬୦ ଜଣ ମଧ୍ୟ ଅଛନ୍ତି ଯିଏ ଏହି ନେତା ମାନଙ୍କ ନିକଟତର ଅଟନ୍ତି ।

୧୦୦ ରୁ ଅଧିକ ନେତାଙ୍କ ପରିବାରର ଲିଷ୍ଟ କରାଯାଇଛି ଯାହା ଉପରେ ନଜର ରଖାଯାଇଛି । ଚୀନ ର ନଜରରେ ୨୦୦ ବଡ଼ ଛୋଟ ନେତା ମଧ୍ୟ ରହିଛନ୍ତି ମାନେ ରାଜନୀତିର ବହୁତ ଲୋକ ଚୀନ ର ନଜରରେ ରହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୀଲ୍ହୀ ମୁଖ୍ୟମନ୍ତ୍ରୀ ମନିଶ ସିଶୋଡ଼ିୟା ଙ୍କ ଉପରେ ଚୀନ ର କଡ଼ା ନଜର ରହିଛି । ରଣଭୂମିରେ ଯୁଦ୍ଧ ହେଉ ବା ଡିଜିଟାଲ ଯୁଦ୍ଧ ଚୀନ ଭାରତ ପଛରେ ଲାଗିପଡିଛି । ଏବଂ ଭାରତ ଚୀନ ର ସବୁ ଚାଲ କୁ ବୁଡାଇବା ରେ ଲାଗିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।