Sara Ali Khan ଙ୍କ ନା ଡ୍ରଗଲିଷ୍ଟରେ ଆସିଲା ତ ସାବତ ମା କରୀନା କପୁର ଦେଲେ ଏମିତି Reaction

ନିଜ ସାବତ ଝିଅ ର ନା ସାମ୍ନାକୁ ଆସିବା ପରେ କରୀନା କପୁର କଣ ରିଆକ୍ସନ ଦେବେ ଜାଣିବାପାଇଁ ସମସ୍ତେ ଅପେକ୍ଷା କରିଥିଲେ । ଏବେ ଆସିଛି କରିନା କପୁର ଙ୍କ ରିଆକ୍ସନ। ତେବେ ଚାଲନ୍ତୁ ଜାଣିବା।କାଲି ଡ୍ରଗ ଲିଷ୍ଟ ରେ ସାରା ଅଲି ଖାନ, ରକୁଲ ପ୍ରିତ,ମୁକେଶ ଛାବରା ସମସ୍ତଙ୍କ ନା ସାମ୍ନାକୁ ଆସିଛି । କାରଣ ରିୟା ଏହି ସମସ୍ତଙ୍କ ନା କହିଛନ୍ତି, ଏବଂ କହିଛନ୍ତି ଆମେ ସମସ୍ତେ ମିଶି କି ଡ୍ରଗ ନେଉଥିଲୁ ।

ଏହା ପରେ ମୁକେଶ ଛାବରା ସିଧା ସିଧା କହିଥିଲେ କି ସେ ରିୟା ଉପରେ କେସ କରିବେ,କାରଣ ସେ ସିଗାରେଟ, ମଦ କିଛି ପିଅନ୍ତି ନାହିଁ । ଆଊ ଆଜି କରିନା କପୁର ଖାନ ସୋସିଆଲ ମିଡିଆରେ ଗୋଟେ ଫଟୋ ପୋଷ୍ଟ କରି କହିଛନ୍ତି ‘ କେବେ କେବେ ଆପଣଙ୍କୁ ଆଶାର ଆଲୋକ ଦରକାର ହୋଇଥାଏ ‘। ଏଠାରେ ସେ ଆଶାର କଥା କହିଛନ୍ତି।

କରୀନା ଏପରି କାହିଁକି ଲେଖିଛନ୍ତି । କାହିଁକି ସେ ଆଶା ବିଷୟରେ କହିଚନ୍ତି । ଯେବେଠୁ ସାରା ଅଲି ଖାନ ଙ୍କ ନା ସାମ୍ନାକୁ ଆସିଛି ସେବେ ଠୁ ଲୋକଙ୍କ ନିଦ ଉଡି ଯାଇଛି । ଏବେ ତ କରୀନା କପୁର ମଧ୍ୟ ଆଶା ବିଷୟରେ କହିଚନ୍ତି । ତେବେ ଏହା ପରେ ସେଫ ଅଲି ଖାନଙ୍କ କଣ ରହିବ ରିଆକ୍ସନ ଦେଖିବା ବାକି ରହିଛି । କରିନା କପୁର ଆଗରୁ ରିୟାଙ୍କୁ ସାଥ ଦେଇଆସିଥିଲେ କିନ୍ତୁ ଯେମିତି ସାରା ଙ୍କ ନା ସାମ୍ନାକୁ ଆସିଛି କରୀନା ଙ୍କୁ ଆଶା ରହିଛି ବୋଲି ସେ କହିଛନ୍ତି ।

ସାରା ଙ୍କ ନା ସାମ୍ନାକୁ ଆସିବାପରେ ଲୋକେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସାରା ଙ୍କ ଫ୍ୟାନ୍ସ କହିଛନ୍ତି କି ସାରା ତାଙ୍କୁ ବହୁତ ମାତ୍ରା ରେ ନିରାଶ କରିଛନ୍ତି ଏବଂ ସାରା ଅଲି ଖାନ ଙ୍କ ଠାରୁ ଏମିତି ଆଶା କରିନଥିବାର କହିଛନ୍ତି ସାରା ଙ୍କ ଫ୍ୟାନ୍ସ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।