୨୦ ବର୍ଷ ପୂର୍ବରୁ ସଲମାନ୍ ଖାନ୍ ଙ୍କ ସହ ରୋମାନ୍ସ କରିସାରିଥିବା ଏ ପ୍ରସିଦ୍ଧ ହିରୋଇନକୁ ଏବେ ଚିହ୍ନିବା ହେଲା ମୁସ୍କିଲ୍ 

ଫିଲ୍ମ୍ ଜଗତ ଏମିତି ଏକ ପ୍ଲାଟଫର୍ମ ଯେ ଏଠି କୁ ସମସ୍ତେ ଆସନ୍ତି ନିଜ ନା କମେଇବାକୁ କିନ୍ତୁ କିଛି ଲୋକ ନା କମେଇପାରନ୍ତିନି ତ କିଛି ଆସୁଆସୁ ଚମକି ଯାନ୍ତି ଓ କମ୍ ସମୟ ଭିତରେ ବହୁତ୍ ନା କମାନ୍ତୀ। ଆଜି ଆମେ ସେମାନଙ୍କ ଭିତରୁ ଜଣେ ବିଶେଷ ଷ୍ଟାର୍ ଙ୍କ ବିଷୟରେ କହିବୁ। ଆପଣ ଏମିତି କିଛି ଷ୍ଟାର୍ ଦେଖିଥିବେ ଫିଲ୍ମ୍ ରେ ଅପର୍ ସଫଳତା ପାଇବା ପରେ ମଧ୍ୟ କିଛି ସମୟ ରେ ଏ ଇଣ୍ଡଷ୍ଟ୍ରି ରୁ ଦୂର କୁ ଚାଲିଯାଇଛନ୍ତି ।

ଆଜି ଆମେ ଗୋଟେ ସମୟ ରେ ଥିବା ବଲିଉଡ୍ ମହିଶୂର ଆଦାକାର  ଅଭିନେତ୍ରୀ ରମ୍ଭା ଙ୍କ କଥା କହିବାକୁ ଯାଉଛୁ ।

ଯିଏ ଗୋଟେ ସମୟରେ ସଲମାନ୍ ଙ୍କ ପରି ସୁପର ଷ୍ଟାର୍ ଙ୍କ ଅପୋଜିଟ୍ ରେ ଦେଖାଦେଇଥିଲେ, ହେଲେ ଆଜିକା ସମୟରେ ସେ ଏତେ ବଦଳି ଗଲେଣି ଯେ ତାଙ୍କୁ ଚିହ୍ନିବା କଷ୍ଟକର ହେଉଛି ।ଆପଣଙ୍କ ର ମନେ ଥିବ ଯେ ରମ୍ଭା ସେଇ ଅଭିନେତ୍ରୀ ଯିଏ ଯୁଡୁୱା ଓ ବନ୍ଧନ ଫିଲ୍ମ୍ ରେ ସଲମାନ୍ ଙ୍କ ସହ ରୋମାନ୍ସ କରି ଥିଲେ ଓ ଠୁମ୍କା  ଲଗେଇଥିଲେ । ଆପଣ ଜାଣିଛନ୍ତି ଆଜି ଏ ହେରୋଇନ କେଉଁଠି, କଣ କରୁଛନ୍ତି ଓ କେମିତି ଦେଖାଯାଉଚନ୍ତି ।

ସେ ତେଲଗୁ ଫିଲ୍ମ୍ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ହେଲେ ୯୦ ଦର୍ଶକଙ୍କ ର ବଲିଉଡ୍ ରେ ପସନ୍ଦ ଆସିଥିଲେ।ସେ ୧୭ ବଲିଉଡ୍ ଓ ୧୦୦ ରୁ ଅଧିକ ସାଉଥ୍ ଇଣ୍ଡିଆନ୍ ଫିଲ୍ମ୍ ରେ ଅଭିନୟ କରିଥିଲେ। ବଲିଉଡ୍ ରେ ତାଙ୍କୁ ଦିବ୍ୟା ଭାରତୀ ଙ୍କ ପ୍ରତିରୂପ କୁହନ୍ତି ।

ହେଲେ କିଛି ହିଟ୍ ଫିଲ୍ମ୍ ପରେ ସେ ତଳକୁ ଖସି ବାରେ ଲାଗିଲେ ତେଣୁ ତାଙ୍କୁ ଆଉ ଏତେ ରୋଲ ନଦେଇ ଛୋଟ ଛୋଟ ରୋଲ୍ ମିଳିବାରୁ ସେ ଫିଲ୍ମ୍ ରୁ ସନ୍ନ୍ୟାସ ନେଇଗଲେ ।

ସେ ଏବେ ଗ୍ଲେମର ଦୁନିଆ ରୁ ବହୁତ୍ ଦୂରରେ ରହି ନିଜ ଝିଅ ମାନଙ୍କ ସଂସ୍କାର ରେ ଲାଗିଛନ୍ତି। ସେ ବହୁତ୍ କମ୍ ବୟସ ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।ସେ ୧୬ ବର୍ଷ ରୁ ଫିଲ୍ମରେ ପାଦ ରଖିଥିଲେ। ତାଙ୍କ ପ୍ରଥମ ଫିଲ୍ମ୍ ଜଲ୍ଲାଦ୍ ୧୯୯୫ ରେ ଆସିଥିଲା ।

ଏବେ ତାଙ୍କ ପର୍ଶୋନାଲ ଲାଇଫ କଥା କହିଲେ ସେ ଫିଲ୍ମ୍ ରୁ ଦୂରେଇ ଯିବା ପରେ ଇନ୍ଦ୍ରାଣ ପଝନାଥମ୍ ଙ୍କୁ ୨୦୧୦ ରେ ବିବାହ କରି ଚେନ୍ନାଇ ରେ ରହୁ ଥିଲେ। ତାଙ୍କର ଦୁଇଟି ଝିଅ ଲାନ୍ୟା ଓ ସାଶା ଅଛନ୍ତି।ସେ ଭାବିଥିଲେ ଗୃହସ୍ଥ ଜୀବନ ଭଲ ରେ କାଟିବେ ହେଲେ କିଛି ଦିନ ପରେ ତାଙ୍କ ସ୍ବାମୀ ଙ୍କ ସହ ଝଗଡା ହେବାରୁ ସେ ଅଲଗା ହେଇଗଲେ ।

ପରେ ଜଣାଗଲା ଯେ ସେ ବିବାହ ପୂର୍ବ ରୁ ତାଙ୍କ ସ୍ବାମୀ ବିବାହିତ ଥିଲେ,ସେ ଜାଣିବା ପରେ ତାଙ୍କୁ ଶାଶୁଘରେ ହଇରାଣ କରି ଝିଅ ଙ୍କ ସହ ମିଶିବାକୁ ବନ୍ଦ କରିଦେଇ ଛନ୍ତି। ତେଣୁ ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ନିଜ ଝିଅ ମାନଙ୍କ ଫଟୋ ସେୟାର କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।