ପ୍ରଶ୍ନ ଆପଣଙ୍କର ଉତ୍ତର ଆମର, 9 ଟି Intersting Gk Questions

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

୧- ତପୁ ର ଜନ୍ମ ପୂର୍ବରୁ ଦୟାବେନ ଜେଠାଲାଲ କୁ କଣ ଡାକୁଥିଲେ ?

ଉତ୍ତର- ତାରକ ମେହେଟା କା ଉଲଟା ଚଷମା ର ପ୍ରଥମ ଏପିଷୋଡ଼ରୁ ହିଁ ତପୁ ର ଏଣ୍ଟ୍ରି ହୋଇଥିଲା । ତପୁ ର ଜନ୍ମ ପୂର୍ବରୁ କାହାଣୀରେ କୌଣସି ଏପିଷୋଡ଼ ନଥିଲା । କିନ୍ତୁ ତପୁ ଜନ୍ମ ପୂର୍ବରୁ ଦୟାବେନ ଜେଠାଲଲ କୁ ଟିକିଏ ଶୁଣୁଛ, ଶୁଣୁଛ କି ଡାକୁ ଥିବେ ।

୨- କଣ ମଣିଷ ମଳରେ କିଟାଣୁ ଥାଆନ୍ତି ?

ଉତ୍ତର- ଡାକ୍ତରୀ ବିଜ୍ଞାନ ଅନୁସାରେ ମଣିଷ ମଳରେ ବ୍ୟାକ୍ଟେରିୟା, ବାଇରସ, ପରଜୀବୀ, ଥାଆନ୍ତି ଏଥିପାଇଁ ଶୌଚ ହେବାପରେ ହାତକୁ ଭଲ ଭାବରେ ସାବୁନ ରେ ଧୋଇବାକୁ କାହାଯାଏ ।

୩- ମୁଣ୍ଡ ର ବାଳ ସାମ୍ନା ପଟୁ ଓ ପଛ ପଟୁ ହିଁ କାହିଁକି ଝଡ଼ିଥାଏ ସାଇଡ଼ରୁ କାହିଁକି ଝଡେ ନାହିଁ ?

 

ଉତ୍ତର- ଆଗ ପଟ ବାଳରେ DHT ପାଇଁ ସମ୍ବେନ୍ଦନ ଶୀଳ ହୋଇଥାଏ ଏଥିରେ ଯେତେବେଳେ ଧୂଳି, ମାଟି ତଥା ଶୁର୍ଯ୍ୟ ର କିରଣ ର ପ୍ରଭାବ ପଡିଥାଏ ତେବେ ବାଳ ଝଡ଼ିଥାଏ ଏହା ଛଡା ମୁଣ୍ଡର ଉପରିଭାଗ ରେ ରକ୍ତସଂଚାଳନ ଭଲ ଭାବରେ ନ ହେବା ର କାରଣ ମଧ୍ୟ ହୋଇଥାଏ ।

୪- କଣ ସ୍ନାକ ଭିଡ଼ିଓ ଭାରତ ଆପ ଅଟେ ?

ଉତ୍ତର- ଖୁଆସୋ ଏକ ଚାଇନିଜ ଆପ ଅଟେ ଏହାକୁ ଭାରତରେ ସ୍ନେକ ଭିଡ଼ିଓ ନାମରେ ପରିଚିତ ।

୫ – ଯଦି କୌଣସି ସରକାରୀ ଡ୍ରାଇଭର ଦ୍ୱାରା ଧକା ହୋଇଯାଏ ତ ତାଙ୍କୁ କଣ ଶାସ୍ତି ମିଳେ ?

ଉତ୍ତର- ଯଦି ଅଦାଲତରେ ଡ୍ରାଇଭର ଅପରାଧ ଦୋସି ସାବିତ ହୁଏ ତେବେ ତାଙ୍କୁ ୩୦୦୦ ରୁ ୫୦୦୦ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିଥାଏ, ନ ହେଲେ ତାର ଲାଇସେନ୍ସ ୬ ମାସ ପାଇଁ ରଦ୍ଧ କରିଦିଅନ୍ତି ନଚେତ ତାଙ୍କୁ ୬ ମାସ ପାଇଁ ବିନା ବେତନରେ କାର୍ଯ୍ୟରୁ ଛୁଟି ଦେଇ ଦିଆଯାଏ ।

୬- ଇଂସ୍ଟଅଗ୍ରାମ ରେ ସବୁଠୁ ବେଶି ଫଲର କାହାର ଅଛନ୍ତି ?

ଉତ୍ତର- ଇନ୍ସଟାଗ୍ରାମରେ ଇଂସ୍ଟଅଗ୍ରାମର ହିଁ ୩୬୦ ମିଲିୟନ ଫଲୋର ଅଛନ୍ତି, ଦ୍ୱିତୀୟ ରେ ଅଛନ୍ତି cristiano ronaldo ଙ୍କର ୨୩୭ ମିଲିୟନ ଫଲର ଅଛନ୍ତି । ଭାରତରେ ସବୁଠୁ ବେଶି ଫଲର ବିରାଟ କୋହଲିଙ୍କର ୭୫. ୬ ମିଲିୟନ ଫଳର ଅଛନ୍ତି ।

୭- ସିମେଣ୍ଟ ରେ ଏମିତି କଣ ଅଛି ଯାହା କି ସେଥିରେ ପାଣି ଢାଳିଲେ ତାହା ଜମି ଯାଏ ?

ଉତ୍ତର- ସିମେଣ୍ଟ କ୍ୟାଲସିୟମ, ସିଲିକନ, ଲୁହା, ଆଲୁମିନିୟମ ର ଏକ ମିଶ୍ରିତ ଅନୁପାତରେ ତିଆରି ହୋଇଥିବା ଏକ ମିଶ୍ରଣ ହୋଇଥାଏ ଏବଂ ଚୁନ ର ମାତ୍ର ୬୦ ରୁ ୬୭ ପ୍ରତିଶତ ଥାଏ ଏଥିପାଇଁ ଏଥିରେ ପାଣି ଢାଳିଲେ ଜମି ଯାଏ ।

୮- ଗାଈର ଜୀବନ କେତେ ବର୍ଷ ହୋଇଥାଏ ?

ଉତ୍ତର- ଗୋଟିଏ ସୁସ୍ଥ ଗାଈର ବୟସ ୧୮ ରୁ ୨୦ ବର୍ଷ ହୋଇଥାଏ ।

୯- ଚନ୍ଦ୍ର ଆମକୁ ଅଧା ଦେଖାଯାଏ କିନ୍ତୁ ସୁର୍ଯ୍ୟ କାହିଁକି ନୁହେଁ ?

ଉତ୍ତର- ଚନ୍ଦ୍ର ସୁର୍ଯ୍ୟର ଆଲୋକରେ ଆଲୋକିତ ହୋଇଥାଏ । ଚନ୍ଦ୍ର ଗୋଟିଏ ଗୋଲାକାର ବଲ ଭଳିଆ ହୋଇଥାଏ ସେଥିପାଇଁ ଏହାର ଅଧା ପାଖ ଆଲୋକ ହୋଇଥାଏ ଓ ଅଧା ପାଖ ଅନ୍ଧାର ହୋଇଥାଏ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।