PM Modi ଓ ଅମିତ ସାହା ଙ୍କ ଏହି ନିଷ୍ପତ୍ତି ଉଦ୍ଧବଙ୍କୁ ପଡିପାରେ ମହଙ୍ଗା, ଏବେ ଆସୁଛି ଏହି ବଡ ଖବର, Mumbai ରେ ହଡକମ୍ପ

ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ କଙ୍ଗନା ରନାୱତ ସରକାରଙ୍କୁ ଦେଖା କରିବାପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଊ ଅମିତ ଶାହା ଙ୍କ ବଡ଼ ନିଷ୍ପତି ସାମ୍ନାକୁ ଆସିଲା । ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ମହାରାଷ୍ଟ୍ର କୁ ୨ ଭାଗ କରିବାର ପ୍ଲାନିଂ ପାର୍ଲ୍ୟାମେଣ୍ଟେ ରେ ଆରମ୍ଭ ହୋଇସାରିଛି । କାଶ୍ମୀର ଗୁଣ୍ଡା ଯାହା କାଶ୍ମୀର ସହିତ କରିଥିଲେ ଏବେ ସେଇ ଅବସ୍ଥା ବାବର ସେନାର ଗୁଣ୍ଡା ମହାରାଷ୍ଟ୍ରର ମହାରାଷ୍ଟି ଗୁଜ୍ଜୁ ଓ ମରାଠୀ ମହିଳାଙ୍କ ସହ କରାଯାଇଛି । ପ୍ରଧାମନ୍ତ୍ରୀଙ୍କର ଏହି ନିଷ୍ପତି ପରେ ସେହି ଦିନ ଆଊ ଦୁର ନୁହଁ କି ମହାରାଷ୍ଟ୍ର ୨ ଭାଗରେ ବିଭକ୍ତ ହୋଇଯିବ ।

ମହାରାଷ୍ଟ୍ରରୁ ଗୋଟେ ଭାଗ ମୁମ୍ବାଇ କୁ ବାହାରକରି ନ୍ୟାସନାଲ ଟେରିଟୋରି କରିଦିଆଯିବ । ଏବଂ ଦୂତିୟ ଭାଗ ମହାରାଷ୍ଟ୍ର ରହିବ । ଏହି ନିଷ୍ପତି ସୁଶାନ୍ତ ଙ୍କ କେଶ କୁ ନେଇ ଏବଂ ମୁମ୍ବାଇ କୁ ଦିଆ ଯାଉଥିବା ନ୍ୟାୟ କୁ ନେଇ କରାଯାଇଛି । ଖବର ମିଳିଛି ମୁମ୍ବାଇରେ ସୁଶାନ୍ତ ଙ୍କ କେଶ ପାଇଁ ଯିଏ ଲଢ଼ୁଛି ତାକୁ ଧମକ ଦିଆଯାଉଛି । କୁହାଯାଉଛି କି ପ୍ରଧାନମନ୍ତ୍ରୀ ଏହି ନିଷ୍ପତି କୁ ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ପୁରା କଥା ।

ଖବର ଅନୁସାରେ ମହାରାଷ୍ଟ୍ର ରେ ରାଷ୍ଟ୍ରପତି ଶାସନ ଲାଗୁକରାଜିବ । ଉଧବ ଠାକରେ ଏବଂ ସଞ୍ଜୟ ରାଉତ ଙ୍କୁ ଗିରଫ କରି ତାଙ୍କ ଠାରୁ ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାକୁ ସଲଭ କରାଯିବ । ଏପଟେ NCB ସଞ୍ଜୟ ରାଉତ ଙ୍କୁ ଖୋଜୁଛି । ସଞ୍ଜୟ ରାଉତ ମଧ୍ୟ ଡ୍ରଗ ମାମଲାରେ ସାମିଲ ଥିବାର ସୂଚନା ମିଳିଛି ଏବଂ ସେ ନିଜେ ମଧ୍ୟ ବହୁତ ଖତରନାକ ଡ୍ରଗ ର ବ୍ୟବହାର କରୁଛି ।

ରାଜ୍ୟପାଳ ଙ୍କୁ ଭେଟିବା ପରେ କଙ୍ଗନା କରିଛନ୍ତି ବଡ଼ ଖୁଲାସା କି ରାଜ୍ୟପାଳ ମଧ୍ୟ ପୁରା ଭାବରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲଗାଇବାରେ ସହମତ ଅଛନ୍ତି । ଉଧବ ଠାକରେ ଙ୍କ ଦ୍ଵାରା ରାଜ୍ୟ ସମ୍ଭାଳି ହେଉନାହିଁ ଏବଂ ସେଠି ମହିଳା ମାନଙ୍କୁ ମରା ପିଟା ହେଉଛି ଏହି ପରି ଉଦ୍ଧବ ଠାକରେ କୌଣସି କାମ ଠିକ ଭାବରେ କରିପାରୁନାହାନ୍ତି ।

ବେକାରଟାରେ ଲୋକମାନଙ୍କୁ ବହୁତ ହଇରାଣ କରୁଛନ୍ତି । କିନ୍ତୁ ବର୍ତମାନ ଉଧବ ଠାକରେ ଙ୍କ ସମୟ ଶେଷ ହୋଇସାରିଛି । କୋର୍ଟ ର ନିଷ୍ପତି ଆସିବା ପରେ ତାଙ୍କୁ ଜେଲ ମଧ୍ୟ ହୋଇପାରେ କାରଣ ଖବର ମିଳିଛି କି ଉଧବ ଠାକରେ ଙ୍କ କହିବା ଦ୍ଵାରା ହିଁ ଭାରତୀୟ ସେନା ଙ୍କୁ ପିଟିଥିଲା ଚୀନ ।

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଆଦିତ୍ୟ ଠାକରେ ଙ୍କ ହାତ ରହିଛି ବୋଲି ଜଣାପଡିଛି ସେହି ଦିନ ବହୁତ ଶୀଘ୍ର ଆସିବାକୁ ଯାଉଛି ଯେ ଆଦିତ୍ୟ ଠାକରେ ଜେଲ ର ଚାରି କାନ୍ଥ ଭିତରେ ଥିବେ । ଏବେ ମହାରାଷ୍ଟ୍ର ର ୨ ଭାଗ ହେବାକୁ ଯାଉଛି ଯେମିତି ଆଗରୁ ଯାମ୍ମୁ କାଶ୍ମୀର ହୋଇଥିଲା ଏବଂ ଆନ୍ଦ୍ର ପ୍ରଦେଶ ମଧ୍ୟ ହୋଇଥିଲା ସେହି ପରି ମହାରାଷ୍ଟ୍ର ମଧ୍ୟ ୨ ଭାଗରେ ବିଭକ୍ତ ହେବାକୁ ଯାଉଛି ।

ମହାରାଷ୍ଟ୍ର ୨ ଭାଗରେ ବିଭକ୍ତ ହେବା ପରେ ୨ ଟି ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ । ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ ଏବଂ ଦୂତିୟ ମୁଖ୍ୟମନ୍ତ୍ରୀ ହେବେ ନୀତିନ ଗଡକରି । ଏହି ଖବର ବାହାରକୁ ଆସିବା ପରେ ଉଧବ ଠାକରେ ଙ୍କ ନିଦ ହଜିଯାଇଛି ଆଊ ସେ ବୁଝି ପାରୁନାହାନ୍ତି କି ଆଗକୁ କଣ କରିବେ ।

ମହାରାଷ୍ଟ୍ର ରେ ଏବେ କେଉଁ ବି ଭାରତୀୟ ସହଜରେ ଯାଇପାରିବେ, ବୁଲି ପାରିବେ, ରହି ପାରିବେ, ଚାକିରି କରିପାରିବେ ଏବଂ ପଢିମଧ୍ୟ ପାରିବେ । ମହାରାଷ୍ଟ୍ର ୨ ଭାଗରେ ବଣ୍ଟା ହେବା ପରେ ସବୁଠୁ ବେଶୀ ଫାଇଦା ମହାରାଷ୍ଟ୍ର ର ଲୋକଙ୍କୁ ହେବ ଯିଏ ନିଜ ସରକାର ଠାରୁ ବହୁତ କଷ୍ଟ ପାଇଆସିଚନ୍ତି । ବର୍ତମାନ ଜନତା ପୁରା ରେଡ୍ଡୀ ଅଛନ୍ତି କି କେମିତି ସେ ଉଧବ ଠାକରେ ଙ୍କୁ ବାହାର କରିବେ । ଏବଂ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଷ୍ପତି ନେଇସାରିଚନ୍ତି କି କିପରି ଉଧବ ଠାକରେ ଙ୍କୁ ମହାରାଷ୍ଟ୍ର ରୁ ବାହାରକରି ଜେଲ ର ଚାରି କାନ୍ଥ ଭିତରେ ରଖାଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।