ଭାଗ୍ୟ ହେବ ତ ଏମିତି, ଟ୍ରକ ଡ୍ରାଇଭରରୁ କେମିତି ବନିଲେ ଜାପାନର ନୂଆ ପ୍ରଧାନମନ୍ତ୍ରୀ

ଯେବେଠାରୁ ଜାପାନ ର ପ୍ରଧାନମନ୍ତ୍ରୀ ସିଂଝୁ ଆୱେ ରିଜାଇନ କରିଥିଲେ କାରଣ ତାଙ୍କର ସ୍ବାସ୍ଥ୍ୟ ଭଲ ନଥିଲା ସେତେବେଳେ ସାରା ଦିନିଆ ବହୁତ ଚିନ୍ତାରେ ଥିଲା, ଭାରତ ଏବଂ ଆମେରିକା ଭଳି ଦେଶ ବହୁତ ଚିନ୍ତା ରେ ଥିଲେ କି ଜାପାନ ରେ ନୂଆ ପ୍ରଧାନମନ୍ତ୍ରୀ କିଏ ହୋଇକି ଆସିବ ଏବଂ ବର୍ତମାନ ଜଣେ ଚାଷୀ ଘରର ପିଲା ଟ୍ରକ ଡ୍ରାଇଭର ଏବେ ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ଙ୍କ ନା ହେଉଛି ମିଷ୍ଟର ସୁଗା ।

ବର୍ତମାନ ର ପ୍ରଧାନମନ୍ତ୍ରୀ ପୂର୍ବରୁ ଯିଏ ପ୍ରଧାନମନ୍ତ୍ରୀ ଥିଲେ ତାଙ୍କ ଚୟେସ ରେ ହୋଇନଥିଲେ । ତେଣୁ ଯେହେତୁ ମିଷ୍ଟର ସୁଗା ତାଙ୍କ ଚୟେଶ ରେ ହୋଇନାହାନ୍ତି ତେଣୁ ଏବେ ଜାପାନ ପୂର୍ବ ପରି ଅନ୍ୟ ଦେଶ ମାନଙ୍କ ସହ ଭଲ ରିଲେସନ ରଖିପାରିବ ନାହିଁ । ଜାପାନ ର ବଡ଼ ଶତ୍ରୁ ହେଉଛି ନର୍ଥ କୋରିଆ କିନ୍ତୁ ମିଷ୍ଟର ସୂଗା ନିଜ କମ୍ମେନ୍ଟ ରେ ବହୁତ ଥର ନର୍ଥ କୋରିଆ କୁ ସପୋଟ କରିଛନ୍ତି ।

ଏବେ କିଛି ଦିନ ପୂର୍ବରୁ ଯେଉଁ ଦୀପ ଜାପାନ ନେଇଥିଲା ସେଥିରେ ମଧ୍ୟ ମିଷ୍ଟର ସୁଗା ନେଗେଟିଭ କମ୍ମେନ୍ଟ କରିଥିଲେ କି ଏମିତି କୌଣସି ଦେଶ ସହିତ କରିବା କଥା ନୁହଁ । ମିଷ୍ଟର ସୁଗା ପ୍ରଧାନମନ୍ତ୍ରୀ ହେବେ ବୋଲି କେହି ଆଶା କରିନଥିଲେ କାରଣ ସେ ଜଣେ ସାଧାରଣ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଚାଷ କରନ୍ତି ଏବଂ ସେ ନିଜେ ଟ୍ରକ ଚଲାନ୍ତି । ସେ ମାତ୍ର ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠ ପଢିଥିଲେ ତାପରେ ସେ ରାଜନୀତିରେ ପଶିଥିଲେ । କଥା ଉଠୁଛି ସିଞ୍ଜୁ ଆବେ ଏବଂ ମିଷ୍ଟର ସୁଗା ଙ୍କ ଭିତରେ କୌଣସି ଖରାପ ସମ୍ପର୍କ ନାହିଁ ।

ମିଷ୍ଟର ସୁଗା କହିଥିଲେ କି ନର୍ଥ କୋରିଆ ରହିବା ଦରକାର ଏବଂ ଚୀନ ସହିତ ଆମର ସମ୍ପର୍କ ଭଲ ହେବା ଦରକାର କିନ୍ତୁ ସେ ଏଥିପାଇଁ କହିଥିଲେ କାରଣ ଆମର ଇକୋନୋମି ଆହୁରି ବଢାଇବାର ଅଛି । ଇକୋନୋମି ଆମେରିକା, ଚୀନ ପରେ ଜାପାନ ର ଭଲ ରହିଛି । ମିଷ୍ଟର ସୁଗା ସିଞ୍ଜୁ ଆବେ ଙ୍କ ତଳେ ଥିଲେ ତେଣୁ ତାଙ୍କଠାରୁ ମିଷ୍ଟର ସୁଗା ନିଶ୍ଚିନ୍ତ ଭାବରେ ବହୁତ କିଛି ଶିଖିଚନ୍ତି ।

ଦେଶରେ ଭୋଟିଂ ରେ ସବୁ ଲୋକ ମିଷ୍ଟର ସୁଗା ଙ୍କୁ ନିଯୁକ୍ତି କରିଥିଲେ । କିନ୍ତୁ କଥା ଉଠୁଚି କି ଭାରତ ପାଇଁ ଏବଂ ଆମେରିକା ପାଇଁ କାଳ ହୋଇଯିବ ଯେହେତୁ ମିଷ୍ଟର ସୁଗା ଚୀନ କୁ ସପୋଟ କରନ୍ତି ତେଣୁ ସେ ଭାରତ ଏବଂ ଆମେରିକା କୁ ଆଊ ସପୋଟ କରିବେ ନାହିଁ । କିନ୍ତୁ ସିଞ୍ଜୁ ଆବେ କହିଚନ୍ତି ମିଷ୍ଟର ସୁଗା ବହୁତ ଚତୁର ତେଣୁ ସେ ଯାହା କରୁଛନ୍ତି ଭାବି ଚିନ୍ତି କରୁଥିବେ ତେଣୁ ଭାରତ କିମ୍ବା ଆମେରିକା କୁ କୌଣସି ଭାବରେ ଚିନ୍ତା କରିବା ଦରକାର ନାହିଁ ।

କାରଣ ଭାରତ ସହିତ ଭଲ ସମ୍ପର୍କ ରଖିବା ପାଇଁ ଜାପାନ ବଚନବଦ୍ଧ । ମିଷ୍ଟର ସୁଗା ସବୁଦିନ ପାଇଁ ପ୍ରଧାନମନ୍ତ୍ରୀ ହେବେ ନାହିଁ ବରଂ କିଛି ସମୟ ପାଇଁ ହେବେ । ଇଲେକ୍ସନ ହେବାର ଅଛି ସେଥିରେ ଯଦି ମିଷ୍ଟର ସୁଗା ନିଯୁକ୍ତି ହେବେ ତେବେ ସେ ପ୍ରଧାନମନ୍ତ୍ରୀ ହେବେ । ସେ ଜିତିଲେବି ଭାରତ ଏବଂ ଆମେରିକା ପାଇଁ କୌଣସି ଅସୁବିଧା ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।