କଳଙ୍କିତ ହେଲା ସମ୍ପର୍କ, ନିଜ ବୋହୁକୁ ନେଇ ଫେରାର ହେଲା ଶଶୁର, ଯେତେବେଳେ ଧରା ପଡିଲେ ସିସିଟିଭିରେ, ତା ପରେ…

ଦିଲ୍ଲୀ ର ନିକଟତ୍ତର ହରିୟାନାର ପାନିପତ ଜିଲ୍ଲାରେ ଜଣେ ଶଶୁର ନିଜ ବୋହୁକୁ ହିଁ ନେଇ ପଳାଇଲା । ଦୁଇ ଜଣଙ୍କର ଏହି ଅବୈଧ ସମ୍ବନ୍ଧ ବିଷୟରେ ସେତେବେଳେ ଲୋକଙ୍କୁ ଜଣା ପଡିଲା ଯେତେବେଳେ ସିସିଟିଭି ରେ ଦୁଇ ଜଣ ଧରା ପଡିଲେ । କୁହା ଯାଉଛି କି ଦୁଇ ଜଣଙ୍କ ମଧ୍ୟରେ ବହୁତ ଲମ୍ବା ସମୟରୁ ଅବୈଧ ସମ୍ବନ୍ଧ ଥିଲା । ଲୋକ ଦେଖାଣିଆ ପାଇଁ ନିଜ ମଧ୍ୟରେ ଝଗଡା କରୁଥିଲେ । ପରେ ସିସିଟିଭି ଫୁଟେଜ ରୁ ଦୁଇ ଜଣ ଖସି ପଳାଇଥିବାର କଥା ସାମ୍ନା କୁ ଆସିଲା ।

ଶଶୁର ସହିତ ଥିଲା ଅବୈଧ ସମ୍ବନ୍ଧ

ସୂଚନା ଅନୁସାରେ ଏଇ ଘଟଣା ପାନିପତ ଜିଲ୍ଲାର ସୈନି କଲୋନୀ ର ଅଟେ । ଯେଉଁଠି ଗୋଟିଏ ଯୁବତୀ ର ବିବାହ 4 ବର୍ଷ ପୂର୍ବେ ହୋଇଥିଲା । ଏବେ ତାର ଗୋଟିଏ 10 ମାସର ପିଲା ଅଛି । ନିଜ ସ୍ଵାମିକୁ ଛାଡି ଶଶୁର ସହିତ ତାର ଅବୈଧ ସମ୍ବନ୍ଧ ବନିଲା । ଦୁଇ ଜଣ ସବୁବେଳ ପାଇଁ ଏକାଠି ରହିବା ପାଇଁ ଘରୁ ପଳାଇ ଅନ୍ୟ କେଉଁଠି ରହିବା ପାଇଁ ଯୋଜନା କଲେ । ଏଥିପାଇଁ ସେ ନିଜ ଘର ଲୋକଙ୍କୁ ଖାଇବାରେ ନିଶାର ଗୁଳି ଦେଇ ଦେଲେ ।

ଘରଲୋକଙ୍କୁ ଖାଇବାରେ ନିଶା ଦେଇ ଖସି ପଳାଇଲେ

ପରିଜନ ମାନେ ଯେତେବେଳେ ବେହୋସ ଅବସ୍ଥାକୁ ଆସିଗଲେ ତେବେ ସକାଳ 4 ଟା ବେଳେ ପ୍ରଥମେ ଶଶୁର ଘରୁ ବାହାରିଲା । ତା ପରେ ବୋହୁ ନିଜର 10 ମାସର ପୁଅକୁ ନେଇ ବାହାରିଲା । ପୁଣି ଦୁଇ ଜଣ ଘର ବାହାରେ ମିଶିଲେ ଓ ପୁଣି କେଉଁଠି କୁ ଚାଲିଗଲେ । ଆଶ୍ଚର୍ଯ୍ୟକର କଥା ଏହା ହେଲା କି ସେମାନଙ୍କ ପାଖରେ କୌଣସି ମୋବାଇଲ ଫୋନ ବି ନଥିଲା । ଏହି ଘଟଣା ହାରାହାରି ୨୦ ଦିନ ପୂର୍ବର ଅଟେ । ପରିଜନ ମାନଙ୍କ କହିବା କଥା ହେଲା ସେମାନେ ବୁଝି ହିଁ ପାରୁ ନାହାଁନ୍ତି କି ଏମିତି କେମିତି ହେଇଗଲା । ଶଶୁର ତ ବୋହୁ ଠାରୁ ବୟସରେ ବହୁତ ବଡ ଅଟେ ।

28 ଅଗଷ୍ଟ କୁ ରିପୋର୍ଟ ଦିଆଗଲା

ଏହି ଘଟଣା ଘଟିବା ପରେ 28 ଅଗଷ୍ଟ ରେ ପୋଲିସ ରେ ରିପୋର୍ଟ ଦିଆଗଲା । ଯେତେବେଳେକି ଏବେ ଏହି ମାମଲା ମିଡିଆ ସାମ୍ନା କୁ ଆସିଛି । ଯେଉଁ ଯୁବକ ର ପତ୍ନୀ ନିଜ ଶଶୁର ସହିତ ଫେରାର ହୋଇ ଯାଇଛି ସେ ଏବେ ମୁଣ୍ଡ ତଳକୁ କରି ଚାଲୁଅଛି । ସେ ପୋଲିସ କୁ କହିଲା କି ସନ୍ଦେହର କୌଣସି କଥା ନଥିଲା । ମୋ ବାପା ଓ ମୋ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆମକୁ ଲାଗୁଥିଲା କି ସେମାନେ ସତରେ ଝଗଡା କରୁଛନ୍ତି କିନ୍ତୁ ସେମାନେ ତ ଦୁହେଁ ଫେରାର ହେଇଗଲେ । ଆମ ପରିବାରର ଇଜ୍ଜତ ମାଟିରେ ମିଶିଗଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।