ଲେଖେ କିନ୍ତୁ ପେନ୍ ନୁହେଁ, ଚାଲେ କିନ୍ତୁ ଗାଡି ନୁହେଁ, ଟିକଟକ୍ କରେ କିନ୍ତୁ ଘଡି ନୁହେଁ । କହିଲ ଦେଖି ମୁଁ କିଏ ? (Brilliant GK Q&A)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଭାରତରେ ସର୍ବ ପ୍ରଥମେ ମେଟ୍ରୋ ଟ୍ରେନ କେଉଁ ସହରରେ ଚାଲିଥିଲା ?

ଉ: କଲିକତା ରେ ।

2- କେଉଁ ଦେଶରେ ସର୍ବ ପ୍ରଥମେ ପରୀକ୍ଷା ଆରମ୍ଭ କରା ଯାଇଥିଲା ?

ଉ: ଚୀନ ରେ ।

3- କେଉଁ ଦେଶରେ ଜିନ୍ସ ପିନ୍ଧିଲେ ଜେଲ ଯିବାକୁ ପଡିଥାଏ ?

ଉ: ଉତ୍ତର କୋରିଆ ରେ ।

4- ଭାରତର ରାଷ୍ଟ୍ରୀୟ ଜଳୀୟ ଜୀବ କିଏ ?

ଉ: ଡଲଫିନ ।

5- ମାନବ ଦ୍ଵାରା ସର୍ବ ପ୍ରଥମେ କେଉଁ ଧାତୁର ପ୍ରୟୋଗ କରା ଯାଇଥିଲା ?

ଉ: ତମ୍ବା ଧାତୁ ।

6- ଗଙ୍ଗା ନଦୀକୁ ବାଂଲାଦେଶରେ କଣ କୁହାଯାଏ ?

ଉ: ପଦ୍ମା ।

7- ଡେଙ୍ଗୁ ରୋଗ କେଉଁ ଜୀବ ଯୋଗୁଁ ସଂକ୍ରମିତ ହୋଇଥାଏ ?

ଉ: ମଶା ଦ୍ଵାରା ।

8- ମନୁଷ୍ୟର ମସ୍ତିଷ୍କ କେତେ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ?

ଉ: ପ୍ରାୟ 40 ବର୍ଷ ପର୍ଯ୍ୟନ୍ତ ।

9- କେଉଁ ଦେଶ ଚନ୍ଦ୍ରରେ କପାସ ଗଛ ଲଗାଇଥିଲା ?

ଉ: ଚୀନ ଦେଶ ।

10- କେଦାରନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: ଉତ୍ତରାଖଣ୍ଡ ରାଜ୍ୟରେ ।

11- କେଉଁ ଜୀବ ସାଥି ଦିନ ପର୍ଯ୍ୟନ୍ତ ନିଜ ଶ୍ଵାସ ପ୍ରଶ୍ଵାସ ରୋକି କରି ରଖିପାରେ ?

ଉ: ବିଛା ସାତଦିନ ପର୍ଯ୍ୟନ୍ତ ନିଃଶ୍ଵାସ ରୋକିପାରେ ।

12- ମନୁଷ୍ୟ ନାଶୋଇ କେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ ?

ଉ: 12 ଦିନ ପର୍ଯ୍ୟନ୍ତ ବଞ୍ଚିପାରେ ।

13- ଦୁନିଆର ସବୁଠୁ ବଡ ଫୁଲ କେଉଁଟି ?

ଉ: ରାଫ୍ଲେସିଆ ।

14- ଅଯୋଧ୍ୟା କେଉଁ ନଦୀ କୂଳରେ ଅବସ୍ଥିତ ଅଟେ ?

ଉ: ସରାୟୁ ନଦୀ କୂଳରେ ।

15- କେଉଁ ଦେଶକୁ ଦୁନିଆର ଛାତ ବୋଲି କୁହାଯାଏ ?

ଉ: ତିବ୍ବତ କୁ ଦୁନିଆର ଛାତ କୁହାଯାଏ ।

16- କେଉଁ ଦେଶରେ ୟୁଟ୍ଯୁବ ଚାଲେ ନାହିଁ ?

ଉ: ଚୀନ ଦେଶରେ ।

17- ଭାରତରେ କେଉଁ ମସିହାରେ ମୋବାଇଲ ବ୍ୟବହାର ଆରମ୍ଭ କରା ଯାଇଥିଲା ?

ଉ: 1995 ରେ ।

18- କେଉଁ ପରିବା ଖାଇବା ଦ୍ଵାରା ଦିମାଗ ତେଜ ହୋଇଥାଏ ?

ଉ: ପାଳଙ୍ଗ ଶାଗ ।

19- ଭାରତର କେଉଁ ରାଜ୍ୟରେ ସବୁଠୁ କମ୍ ଜିଲ୍ଲା ରହିଛି ?

ଉ: ଗୋଆ ରେ ।

20- ଲେଖେ କିନ୍ତୁ ପେନ୍ ନୁହେଁ, ଚାଲେ କିନ୍ତୁ ଗାଡି ନୁହେଁ, ଟିକଟକ୍ କରେ କିନ୍ତୁ ଘଡି ନୁହେଁ । କହିଲ ଦେଖି ମୁଁ କିଏ ?

ଉ: ଟାଇପ ରାଇଟର ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।