ଆଜିର ରାଶିଫଳ, 22 ଜାନୁୟାରୀ 2023, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ବିଦ୍ୟାର୍ଥୀ ଙ୍କ ପାଇଁ ଆଜି ଦିନ ଟି ବହୁତ ସାନଦାର ରହିବାର ଅଛି । ପାରିବାରିକ ବିବାଦ କମ ହେବ । ବିବାଦ ଶେଷ କରିବାକୁ ଚେଷ୍ଟା କରନ୍ତୁ । କୌଣସି ନିବେଶ କରିବା ପୂର୍ବରୁ ଅନୁଭବି ବ୍ୟକ୍ତି ଙ୍କ ଠାରୁ ଉପଦେଶ ନିଅନ୍ତୁ । ଆଜୀବିକା କ୍ଷେତ୍ର ରେ ସଫଳତା ହାତକୁ ଆସିବାର ସମ୍ଭାବନା ଅଛି ।

ବୃଷ ରାଶି : ଆଜି କୌଣସି ପ୍ରକାରର ବଡ ନିସ୍ପତି ନିଅନ୍ତୁ ନାହି । ନଚେତ ସୁଚାରୁରୂପେ ଚାଲୁଥିବା କାମରେ ବାଧା ଆସିପାରେ । କାନୁନି ମାମଲାରେ ଆଜି ବଞ୍ଚିତ ରୁହନ୍ତୁ । ଯାତ୍ରା କରିବାକୁ ପଡିପାରେ । ସନ୍ତାନଙ୍କ ଠାରୁ ସୁଖଦ ଖବର ମିଳିବାରେ । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । କୌଣସି ଛୋଟ ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ରହିବ । ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ବଢିବ । ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ବେହତର ରହିବ । ଆୟ ରେ ଅନିୟମିତତା କାରଣରୁ ସମସ୍ଯା ହୋଇପାରେ । କୌଣସି ଓକିଲ ଙ୍କ ପାଖକୁ ଯିବା ଓ ତାଙ୍କ ଠାରୁ ପରାମର୍ଶ ନେବା ପାଇଁ ଦିନ ଭଲ ହେବ । ଜୀବନ ସାଥିଙ୍କ ସହ ଯଥା ସମ୍ଭବ ସମୟ ବିତାନ୍ତୁ । ଅନ୍ୟ ର ବିବାଦରେ ପଡନ୍ତୁ ନାହି । ସାମାଜିକ ଗତି ବିଧି ରେ ଆପଣଙ୍କୁ ମହତ୍ଵ ପୂର୍ଣ୍ଣ ଭୂମିକା ନିଭାଇବାକୁ ପଡିପାରେ ।

କର୍କଟ ରାଶି : ଆଜି ଅଯଥା କାମରେ ଊର୍ଜା ଖର୍ଚ୍ଚ ହୋଇପାରେ । ଭାଇ ଙ୍କ ସହ ସମ୍ପତି କୁ ନେଇ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଗର୍ଭବତୀ ମହିଳା ମାନେ ବିଶେଷ ଧ୍ୟାନ ରଖନ୍ତୁ । ଗୁପ୍ତ ଶତ୍ରୁ ଙ୍କ ଦ୍ଵାରା ଆପଣଙ୍କ ସମ୍ପତି ରେ କିଛି ପ୍ରଭାବ ପଡିପାରେ । ମନରେ ଚାଲିଥିବା ଚିନ୍ତା ଦୂର ହେବ । ଆପଣଙ୍କୁ ନିଜ ପିତା ଙ୍କ ସହ ନୂଆ ବ୍ୟବସାୟ ଆରମ୍ଭ କରିବାର ଅବସର ମିଳିବ । ଜୀବନ ସାଥିଙ୍କ ସହ ଚାଲିଥିବା ବିବାଦ ଦୂର ହେବ ।

ସିଂହ ରାଶି : ଆଜି ଆପଣ ନିଜର ଲକ୍ଷ୍ୟ ଉପରେ ଫୋକସ ରଖନ୍ତୁ । ଯେଉଁ କାମରେ ଜଡିତ ଅଛନ୍ତି ସେଥିରେ ଭରସା ରଖିବାର ଜରୁରତ ଅଛି । ବ୍ୟବସାୟିକ କ୍ଷେତ୍ରରେ ଲାଭଦାୟକ ହେବେ । ଛାତ୍ର ଙ୍କ ସ୍ଥିତି ବେହତର ରହିବ । କୌଣସି ସହପାଠୀ ଙ୍କ ସାହାଜ୍ଯ ରେ ଆପଣ ଜଟିଳ ବିଷୟର ସମାଧାନ କରି ପାରିବେ । ପାରିବାରିକ ଜୀବନ ରେ ଜୀବନ ସାଥି ତଥା ଭାଇ ଭଉଣୀ ଙ୍କ ସହ ମନାନ୍ତର ଦୂର ହେବ । ବନ୍ଧୁ ଙ୍କ ସହଯୋଗ ପ୍ରାପ୍ତ ହେବ ।

କନ୍ୟା ରାଶି : ପରିବାରରେ ର ଆପଣଙ୍କୁ ଭାଇ ଭଉଣୀ ଙ୍କ ସହଯୋଗାତ୍ମକ ଭୂମିକା ରହିବ । ଆଜି କରିଥିବା ଯୋଜନା ସଫଳ ହେବ ଯାହା ଭବିଷ୍ୟ ରେ ଲାଭ ରୂପରେ ସମାନ କୁ ଆସିବ । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ପଇସା ସମ୍ଭଧିତ ମହତ୍ଵ ପୂର୍ଣ୍ଣ ନିସ୍ପତି ଆଜି ନିଅନ୍ତୁ ନାହି । କୌଣସି ଗୁପ୍ତ ଶତ୍ରୁ ଆପଣଙ୍କ ଛବି ବିଗାଡିବାକୁ ଚେଷ୍ଟା କରିବେ । ଖର୍ଚ୍ଚ ଅଧିକ ହେବା କାରଣରୁ ଆପଣ ଟେନସନରେ ରହିବେ ।

ତୁଳା ରାଶି : କ୍ରୋଧ ଉପରେ କାବୁ ରଖନ୍ତୁ । ଆଜି ଆପଣଙ୍କର ଉଦାର ସ୍ଵଭାବ ଆପଣଙ୍କ ପାଇଁ ଖୁସି ନେଇ ଆସିବ । କାର୍ଯ୍ୟ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ଇନକମ ବଢାଇବା ପାଇଁ କିଛି ନୂଆ ଅବସର ମିଳିବ । ଦାଂପତ୍ଯ ଜୀବନରେ ସୁଖ ମିଳିବାର ଆସି । ପୁତ୍ର ଙ୍କ ଠାରୁ ଲାଭ ହେବ । ଜରୁରୀ ଲେନଦେନ ସମୟରେ ସତର୍କ ରୁହନ୍ତୁ । ଆଧ୍ୟାତ୍ମିକ ସନ୍ଧାନ ଆପଣଙ୍କର ହଜି ଯାଇଥିବା ଆତ୍ମବିଶ୍ଵାସ ପାଇବାରେ ସାହଜ୍ୟା କରିବ ।

ବିଛା ରାଶି : ରାଜନୀତି ଓ ପ୍ରେମ କ୍ଷେତ୍ରରେ ସଫଳତା ହାସିଲ ହେବ । ଆଗକୁ ବଢିବା ପାଇଁ ଆପଣଙ୍କୁ କିଛି ପରିବର୍ତ୍ତନ କରିବାକୁ ହେବ । ପଢା ରେ ଆପଣଙ୍କ ପ୍ରଦର୍ଶନ ଭଲ ରହିବ । ଯଦି ବୀମା ବା ନିବେଶ ସମ୍ବଧିତ କିଛି ପ୍ଳାନ କରିଛନ୍ତି ତେବେ ଆପଣଙ୍କ ପାଇଁ ଦିନ ଶୁଭ ରହିବ । ବିବାହିତା ଙ୍କୁ ସନ୍ତାନ ସୁଖ ପ୍ତାପ୍ତ ହେବ । ଶାରୀରିକ ଓ ମାନସିକ ସ୍ତର ରେ ସ୍ଵସ୍ଥ ରହିବେ । ପିତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ ।

ଧନୁ ରାଶି : ଆଜି ଆପଣ ନିଜର ଆଶା ଓ ଅଭିଳାସା କୁ ଯଥାର୍ଥ ବାଦୀ ରହିବେ । କାର୍ଯ୍ୟ ବିସ୍ତାର ପାଇଁ ଲୋନ ନେବାକୁ ପଡିପାରେ । ଧନ ମାମଲାରେ ସଫଳତା ପ୍ରାପ୍ତ ହେବ । ସମ୍ପତି ଡିଲର ପାଇଁ ଆଜି ଦିନ ଟି ଫାଇଦା ରେ ରହିବ । ବାଣୀ ଉପରେ ସଂଯମ ରଖନ୍ତୁ ତେବେ ସ୍ଥିତି ଅନୁକୂଳ ରହିବ । ଆପଣ ଭୌତିକ ବସ୍ତୁ ଉପରେ ଖର୍ଚ୍ଚ କରିବେ । ଦୈନିକ ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ । ବ୍ୟାପାର ରେ ନିର୍ଧାରିତ କାର୍ଯ୍ୟ ସଫଳତା ହେବ । ଚାକିରି ରେ ଉନ୍ନତି ର ଅବସର ମିଳିବ ।

ମକର ରାଶି : ଆଜି ବନ୍ଧୁ ଙ୍କ ସହଯୋଗ ମିଳିବ । ଆପଣଙ୍କୁ ନିଜ ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଆପଣଙ୍କ ବିଶ୍ଵାସ ସାହାରା ରେ ପାରିବାରିକ ସମ୍ପର୍କ ମଜବୁତ ହେବ । ବ୍ୟାପାର କ୍ଷେତରେ କିଛି ପରିଣାମ ନଜର ଆସିବ । ଶିକ୍ଷା କ୍ଷେତ୍ର ରେ ଜଡିତ ଜାତକ ଙ୍କ ପାଇଁ ଦିନ ଶୁଭ ଅଟେ । ବ୍ୟାପାର ରେ ଆର୍ଥିକ ଲାଭର ଅବସର ମିଳିବ । ଭାଗ୍ୟ ବୃଦ୍ଧିର ସଂକେତ ଅଛି । ଛୋଟ ମୋଟ ଯାତ୍ରା କରିବାକୁ ପଡିପାରେ ।

କୁମ୍ଭ ରାଶି : ଆଜି ନୂଆ ଦାୟିତ୍ଵ  ଭାର ଆପଣଙ୍କ କାନ୍ଧ କୁ ଆସିପାରେ । ଆର୍ଥିକ ଦ୍ରୁଷ୍ଟି କୋଣରେ ଆଜି ଦିନ ଆପଣଙ୍କ ପାଇଁ କିଛି ବେହତର ସାବ୍ୟସ୍ତ ହେବ । ଯଦି ଆପଣ ଆମଦାନି ବଢାଇବା ପାଇଁ କଠିନ ମେହନତ କରୁଛନ୍ତି ତେବେ ଆଜି ଆପଣଙ୍କୁ ଆପଣଙ୍କର ମେହନତର ପରିଣାମ ମିଳିବ । ଆପଣ ବରିଷ୍ଠ ଙ୍କ ସହ କଥା ହେବା ସମୟରେ ଭଲରେ କଥା ହୁଅନ୍ତୁ । ଯେଉଁ ବ୍ୟକ୍ତି ସହ ଆପଣଙ୍କ ପ୍ରେମରେ ଅଛନ୍ତି ତାଙ୍କ ସହ ଖୁସି ରେ ରହିବେ ।

ମୀନ ରାଶି : ମାତା ପିତା କୌଣସି କଥାକୁ ନେଇ ଆପଣଙ୍କ ଉପରେ ରାଗି ପାରନ୍ତି । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଲାଭ କମାଇବାର ଅବସର ମିଳିବାର ପ୍ରବଳ ସମ୍ଭାବନା ଅଛି । ଘରେ କୌଣସି ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ଆପଣ ଚିନ୍ତା ରେ ରହିବେ । ଆଜି ଦିନ ଟି ଆପଣଙ୍କ ପାଇଁ ବ୍ୟସ୍ତତା ପୂର୍ଣ୍ଣ ରହିବ । ନିସ୍ପତି ନେବାରେ କଠିନ ସ୍ଥିତି ସ୍ରୁତି ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।