ଭାରତରେ ପ୍ରତିବର୍ଷ ଅନେକ ବିଦ୍ୟାର୍ଥୀ UPSC, IPS, IAS ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି । ଅନେକ ସମୟରେ ପିଲା ପରୀକ୍ଷାରେ ଉତ୍ତମ ନମ୍ବର ରଖି ପାସ୍ କରିବା ପରେ ମଧ୍ୟ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆମେ ଆପଣଙ୍କ ପାଇଁ ଏହିପରି କେତୋଟି ସାଧାରଣ ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଖୁବ ଉପଯୋଗୀ ହେବ ।
୧- କେଉଁ ଜୀବ କେବେ ମଧ୍ୟ ନିଜ ମା କୁ ଦେଖେ ନାହିଁ ?
ଉ: ବିଛା
୨- ଦୁନିଆର ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀ ଦେଇଥାଏ ?
ଉ: ଓଷ୍ଟ୍ରିଚ
୩- କେଉଁ ପକ୍ଷୀ ନିଜ ଜୀବନକାଳ ମଧ୍ୟରେ କେବେ ମଧ୍ୟ ଗଛରେ ବସେ ନାହିଁ ?
ଉ: ଟାଇଟାନି ନାମକ ପକ୍ଷୀ
୪- କେଉଁ ଜୀବ ଜୀବନରେ କେବେ ମଧ୍ୟ ଶୁଏ ନାହିଁ ?
ଉ: ବୁଲଫ୍ରଗ
୫- ମନୁଷ୍ୟ ୨୪ ଘଣ୍ଟାରେ ପାଖାପାଖି କେତେ ଥର ନିଃଶ୍ଵାସ ନେଇଥାଏ ?
ଉ: ୧୮ ରୁ ୩୦ ହଜାର ଥର
୬- ବିଶ୍ଵର କେଉଁ ଦେଶରେ ଗୋଟିଏ ହେଲେ ବି ନଦୀ ନାହିଁ ?
ଉ: ସାଉଦି ଆରବ
୭- କେଉଁ ପ୍ରାଣୀ ନରରୁ ନାରୀ ବନି ଯାଇପାରେ ?
ଉ: ଝିଟିପିଟି ଏବଂ ଅକ୍ଟୋପସ
୮- ବିଶ୍ଵର କେଉଁ ଦେଶରେ କପଡା ଉପରେ ଖବରକାଗଜ ଛପାଯାଏ ?
ଉ- ସ୍ପେନ
୯- ଭାରତର ସବୁଠୁ ମହଙ୍ଗା ଫିଲ୍ମ କେଉଁଟି ଅଟେ ?
ଉ: ବାହୁବଳୀ-୨
୧୦- ମଣିଷର ମୁହଁରେ କେତୋଟି ଦାନ୍ତ ରହିଥାଏ ?
ଉ: ଏହାର ଉତ୍ତର ଆପଣ ଆମକୁ କମେଣ୍ଟ କରି ଜଣାନ୍ତୁ ।
୧୧- କେଉଁ ରାଜ୍ୟରେ ପୁଅ ଏବଂ ଝିଅ ଏକାସାଥିରେ ବୁଲି ପାରିବେ ନାହିଁ ?
ଉ: ମିଜୋରାମ
୧୨- କେଉଁ ଜୀବନ ମନୁଷ୍ୟର ସବୁଠୁ ବଡ ଶତ୍ରୁ ଅଟେ ?
ଉ: ମଶା
୧୩- ବିଶ୍ଵର ସବୁଠୁ ତେଜ ଦୌଡାଳି କିଏ ?
ଉ: ସେନ ବୋଲ୍ଟ
୧୪- ଦୁନିଆର ସବୁଠୁ ଛୋଟ ଦେଶ କେଉଁଟି ଅଟେ ?
ଉ: ଭେଟିକାନ ସିଟି
୧୫- କେଉଁ ଦେଶରେ ଗୋଟିଏ ବି ପିଲାଙ୍କ ଜନ୍ମ ହୋଇ ନଥାଏ ?
ଉ: ଭେଟିକାନ ସିଟିରେ
୧୬- କେଉଁ ମାଛ ସବୁଠୁ ବୁଦ୍ଧିମାନ ଅଟେ ?
ଉ: ଡଲଫିନ
୧୭- ଗଛରେ ଫଳୁଥିବା ଦୁନିଆର ସବୁଠୁ ବଡ ଫଳ କଣ ଅଟେ ?
ଉ: ପଣସ
୧୮- ଆଗ୍ରାର ତାଜମହଲ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?
ଉ: ଉତ୍ତର ପ୍ରଦେଶ
୧୯- ରାମ ଭଗବାନଙ୍କ ପିତାଜୀଙ୍କ ନାମ କଣ ଅଟେ ?
ଉ: ଦଶରଥ
୨୦- ମୁକେଶ ଅମ୍ବାନୀଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
ଉ: ୟମନ ରେ
୨୧- ମନୁଷ୍ୟ ଶରୀରରେ ସମୁଦାୟ କେତୋଟି ହାଡ ରହିଛି ?
ଉ: ୨୦୬ଟି
୨୨- କେଉଁ ଦେଶର ଲୋକେ ନିଜର ଫଟୋ କ୍ଲିକ କରିପାରିବେ ନାହିଁ ?
ଉ: ତୁର୍କମେନିସ୍ତାନ
୨୩- ଦୁନିଆର କେଉଁ ଦେଶରେ ଇଣ୍ଟରନେଟର ସ୍ପିଡ ସବୁଠୁ ଅଧିକ ହୋଇଥାଏ ?
ଉ: ଦକ୍ଷିଣ କୋରିଆ
୨୪- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ଯାଏ ପାଠ ପଢିଛନ୍ତି ?
ଉ: ଗ୍ରାଜୁଏସନ
୨୫- ଏମିତି କେଉଁ ଜାଗା ଅଛି ଯେଉଁଠିକୁ ୧୦୫ ଜଣ ଲୋକ ଯାଆନ୍ତି, କିନ୍ତୁ ୧୦୯ ଜଣ ଲୋକ ଫେରନ୍ତି ?
ଉ: ବିବାହ
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ