Deepika Padukone ଙ୍କୁ ତାଙ୍କ ଜନ୍ମ ଦିନରେ Bollywood ଷ୍ଟାରମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, ସ୍ଵାମୀ Ranveer Singh ଦେଲେ ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଆପଣଙ୍କ ହୋସ ଉଡେଇ ଦେବ

ବଲୀଉଡର ଅଭିନେତ୍ରୀ ଦୀପିକା ପାଦୁକୋଣ ୩୫ ବର୍ଷର ହୋଇଯାଇଛନ୍ତି । କହିଦେଉଛୁ କି ଦୀପିକା ପାଦୁକୋଣ ସବୁବେଳେ ନିଜର ଜନ୍ମଦିନ ନିଜର କିଛି ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ହିଁ ପାଳନ କରନ୍ତି ଓ ଏହି ବର୍ଷ ବି ଦୀପିକା ନିଜର ଜନ୍ମଦିନ ବହୁତ ଧୁମଧାମରେ ପାଳନ କରିଛନ୍ତି । କିନ୍ତୁ କୋବିଡ କାରଣରୁ ସେ କୌଣସି ବି ବନ୍ଧୁଙ୍କୁ ନିମନ୍ତ୍ରଣ କରି ନ ଥିଲେ ଓ କେବଳ ନିଜର ପରିବାର ଲୋକମାନଙ୍କ ସହିତ ହିଁ ନିଜର ଜନ୍ମଦିନକୁ ପାଳନ କରିଛନ୍ତି ।

କିନ୍ତୁ ବଲୀଉଡରେ ତାଙ୍କର କିଛି ବନ୍ଧୁ ଯେମିତି କି ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନ ଦୀପିକାଙ୍କ ଜନ୍ମଦିନକୁ ଭୁଲି ନାହାନ୍ତି ଓ ତାଙ୍କୁ ତାଙ୍କର ଜନ୍ମ ଦିନରେ ବହୁତ ଦାମୀ ଦାମୀ ଉପହାର ଦେଇଛନ୍ତି । ତେବେ ଚାଳନ୍ତୁ ଦୀପିକାଙ୍କ ଜନ୍ମଦିନର ଉପହାର ଉପରେ ନଜର ପକାଇବା ।

ରଣବୀର ସିଂହ- ଦୀପିକା ପାଦୁକୋଣଙ୍କ ସ୍ଵାମୀ ରଣବୀର ସିଂହ ଜନ୍ମଦିନ ଉପଲକ୍ଷେ ନିଜର ପତ୍ନୀଙ୍କୁ ଏକ ଲମ୍ବୋରଗିନି କାର ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୪ କୋଟି ଟଙ୍କା ଅଟେ ।

ଶାହରୁଖ ଖାନ- ଶାହରୁଖା ଖାନ ଦୀପିକାଙ୍କୁ ତାଙ୍କର ଜନ୍ମଦିନ ପାଇଁ ତାଙ୍କୁ ଏକ ହ୍ୟାଣ୍ଡ ବ୍ୟାଗ ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ଅଟେ ।

ଆଲିୟା ଭଟ୍ଟ- ଆଲିୟା ଭଟ୍ଟ ଓ ଦୀପିକା ପାଦୁକୋଣ ପରସ୍ପରର ବହୁତ ଭଲ ବନ୍ଧୁ ଅଟନ୍ତି । ଏମିତିରେ ଆଲିୟା ଭଟ୍ଟ ସେହି ସମସ୍ତ ଜିନିଷ ବିଷୟରେ ଜାଣିଛନ୍ତି ଯାହା ଦୀପିକାଙ୍କୁ ଭଲ ଲାଗେ । ଯେଉଁ କାରଣରୁ ଆଲିୟା ଭଟ୍ଟ ଦୀପିକାଙ୍କୁ ଗୋଟିଏ ଗୋଲ୍ଡ ନେକଲେସ ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ଅଟେ ।

କରଣ ଜୋହର

କରଣ ଜୋହର ହିଁ ଦୀପିକାଙ୍କୁ ଲଞ୍ଚ କରିଥିଲେ ଓ ସେହି ସମୟରୁ କରଣ ଓ ଦୀପିକା ଭଲ ବନ୍ଧୁ ଅଟନ୍ତି । କରଣ ଜୋହର ଦୀପିକାଙ୍କୁ ତାଙ୍କର ଜନ୍ମଦିନ ପାଇଁ ତାଙ୍କୁ ଏକ ଆପେଲ ବ୍ରାଣ୍ଡର ଘଡି ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୫୦ ହଜାର ଟଙ୍କା ଅଟେ ।

ଅର୍ଜୁନ କପୁର- ଅର୍ଜୁନ କପୁର ଦୀପିକା ପାଦୁକୋଣଙ୍କୁ ଗୋଟିଏ ଡାଇମଣ୍ଡ କାନର ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ଅଟେ ।

ସାରା ଅଲି ଖାନ- ସାରା ଅଲି ଖାନ ଦୀପିକାଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଗୋଟିଏ ଘଣ୍ଟା ଗିଫ୍ଟ କରିଥିଲେ ।

କାର୍ତ୍ତିକ ଆର୍ୟନ

କାର୍ତ୍ତିକ ଆର୍ୟନ ଦୀପିକାଙ୍କୁ ଗୋଟିଏ ଦାମୀ ବ୍ରାଣ୍ଡର ଚଷମା ଗିଫ୍ଟ କରିଥିଲେ । ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ଅଟେ ।

ଶାହିଦ କପୁର- ଶାହିଦ କପୁର ଦୀପିକାଙ୍କୁ ଗୋଟିଏ ରୋଲେକ୍ସ ଘଡି ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୧.୫ ଲକ୍ଷ ଟଙ୍କା ଅଟେ ।

ରଣିବୀର କପୁର- ରଣବୀର କପୁର ଓ ଦୀପିକା ଗୋଟିଏ ସମୟରେ ରିଲେସନସିପରେ ରହିସାରିଛନ୍ତି । ଏହି କାରଣରୁ ରଣିବୀର ଦୀପିକାଙ୍କୁ ଗୋଟିଏ ଡାଇମଣ୍ଡ ରିଙ୍ଗ ଗିଫ୍ଟ କରିଥିଲେ ଓ ଏହି ରିଙ୍ଗର ମୂଲ୍ୟ ୧୩ ଲକ୍ଷ ଟଙ୍କା ଥିଲା ।

ଅକ୍ଷୟ କୁମାର

ଅକ୍ଷୟ କୁମାର ଦୀପିକାଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଗୋଟିଏ କୁକୁର ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ଥିଲା ୩ ଲକ୍ଷ ଟଙ୍କା ।

ଜନ ଆବ୍ରାହମ- ଜନ ଦୀପିକାଙ୍କୁ ସ୍ଵୀଜରଲ୍ୟାନ୍ଡର ଦାମୀ ଚକୋଲେଟ ଗିଫ୍ଟ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।