କିଏ ଥିଲା ବସ କଂଡକ୍ଟରତ ତ କିଏ ଥିଲା ୱେଟ୍ରେସ, ଜାଣନ୍ତୁ ଫେମସ ହେବା ପୂର୍ବରୁ କଣ କାମ କରୁଥିଲେ ୭ ଜଣ ଏହି ଫିଲ୍ମ ଷ୍ଟାର

କୌଣସି ବି ବ୍ୟକ୍ତି ଆରମ୍ଭରୁ ସଫଳ ହୋଇ ନ ଥାଏ । ସଫଳତା ପଛରେ ସମସ୍ତ ବ୍ୟକ୍ତିଙ୍କର ଏକ ପାସ୍ଟ ଥାଏ । ଲୋକମାନେ କୁହନ୍ତି କି ଫିଲ୍ମରେ ରୋଲ ପାଇବା ପାଇଁ କେବଳ ଷ୍ଟାରକିଡ୍ସ ହେବା ଦରକାର । କିନ୍ତୁ ଏହା ବିଲକୁଲ ଭୁଲ ଅଟେ । ବଲୀଉଡରେ କିଛି ଷ୍ଟାର ଏମିତି ବି ଅଛନ୍ତି ଯାହାଙ୍କର ଯାତ୍ରା ମାଟିରୁ ନେଇ ଆକାଶ ପର୍ଯ୍ୟନ୍ତ ହୋଇଛି । ଆଜି ଆମେ ଏମିତି ହିଁ କିଛି ଷ୍ଟାରଙ୍କ ବିଷୟରେ କହିବୁ ଯେଉଁମାନେ ଷ୍ଟାର ହେବା ପୂର୍ବର କଣ କରୁଥିଲେ ।

ସୋନମ କପୂର

Image courtesy: Google

ଆଜି ସୋନମ କପୂରଙ୍କୁ ଲୋକମାନେ ଫ୍ୟାସନ କୁଇନ ନାମରେ ଜାଣିଛନ୍ତି । କିନ୍ତୁ ଯେତେବେଳେ ସୋନାମ ସିଂଗାପୁରରେ ପଢୁଥିଲେ ତେବେ ତାଙ୍କୁ ନିଜର ପକେଟ ମନି ପାଇଁ ସୋନାମ ଏକ ରେସ୍ଟୁରେଂଟରେ ୱେଟ୍ରେସର କାମ କରୁଥିଲେ । ଏହି କଥା ସେ ନିଜେ କହିଛନ୍ତି ।

ରଣବୀର ସିଂହ

Image courtesy: Google

ରଣବୀର ସିଂହ ବଲୀଉଡରେ ଡେବ୍ୟୁ କରିବା ପୂର୍ବରୁ ମୁମ୍ବାଇର ଏକ ଏଡ ଏଜେଂସୀରେ କାମ କରୁଥିଲେ । ଯେଉଁଥିରେ ସେ ଏକ କପୀରାଇଟର ପୋସ୍ଟରେ ଥିଲେ । ଅଭିନୟ ଦୁନିଆରେ ଆସିବା ପାଇଁ ରଣବୀରଙ୍କୁ ତାଙ୍କର ଡାୟରେକ୍ଟର ବନ୍ଧୁ ମନୀଷ ଶର୍ମା ପ୍ରୋତ୍ସାହିତ କରିଥିଲେ ।

ସୋନାକ୍ଷୀ ସିନ୍ହା

Image courtesy: Google

ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା ଫିଲ୍ମରେ ଆସିବା ପୂର୍ବରୁ କସ୍ଟୟୁମ ଡିଜାଇନର ଥିଲେ । ୨୦୦୫ରେ ଆସିଥିବା ଫିଲ୍ମ ‘ମେରା ଦିଲ ଲେକେ ଦେଖୋ’ର କସ୍ଟୟୁମ ସୋନାକ୍ଷୀ ହିଁ ଡିଜାଈନ କରିଥିଲେ ।

ଜନୀ ଲୀବର

Image courtesy: Google

ନିଜର କମେଡି ଦ୍ଵାରା ସମସ୍ତଙ୍କୁ ହସାଉଥିବା ଜନୀ ଲୀବର ଫେମସ ହେବା ପୂର୍ବରୁ ମୁମ୍ବାଇର ରାସ୍ତା ଉପରେ ପେନ ବିକ୍ରି କରୁଥିଲେ । ୧୯୮୧ରେ ଫିଲ୍ମ ‘ଦର୍ଦ କା ରିଶ୍ତା’ରୁ ସେ ବଲୀଉଡକୁ ଡେବ୍ୟୁ କରଥିଲେ ।

ଜନ ଅବ୍ରାହମ

Image courtesy: Google

ଜନ ଅବ୍ରାହମଙ୍କ ପାଖରେ MBAର ଡିଗ୍ରୀ ଅଛି । ଜନ ଅବ୍ରାହମ ମଡେଲ ରୂପରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଅଭିନୟରେ ଆସିବା ପୂର୍ବରୁ ଜନ ଅବ୍ରାହମ ମିଡିୟା ଏଂଟରଟେନମେଂଟ କମ୍ପାନୀରେ କାମ କରୁଥିଲେ । ସେ ମିଡିୟା ପ୍ଲାନର ବି ରହି ସାରିଛନ୍ତି ।

ରଜନୀକାନ୍ତ

Image courtesy: Google

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦୁନିଆର ସବୁଠୁ ବଡ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମରେ ଆସିବା ପୂର୍ବରୁ ଏକ ବସ କଂଡକ୍ଟରର ଚାକିରି କରୁଥିଲେ । ବସରେ ତାଙ୍କର ଟିକେଟ କାଟିବା ଷ୍ଟାଇଲ ଦ୍ଵାରା ପ୍ରଭାବିତ ହୋଇ ଜଣେ ଡାୟରେକ୍ଟରତାଙ୍କୁ ଫିଲ୍ମରେ ଚାନ୍ସ ଦେଇଥିଲେ ।

ଦିଲୀପ କୁମାର

Image courtesy: Google

ଲେଜେଂଡରୀ ଏକ୍ଟର ଦିଲୀପ କୁମାର ଫିଲ୍ମରେ ଆସିବା ପୂର୍ବରୁ ଫଳ ବିକ୍ରି କରୁଥିଲେ । ଏହା ପରେ କିଛି ସମୟ ପାଇଁ ସେ ଏକ କ୍ୟାନ୍ଟିନବି ଚଳାଇଛନ୍ତି । କହି ଦେଉଛୁ ଯେ ଦେବିକା ରାନୀ ତାଙ୍କୁ ‘ଜ୍ୱାର ଭାଟା’ରେ କାମ କରିବା ପାଇଁ ଚାନ୍ସ ଦେଇଥିଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।