କୁକୁର ମଣିଷ ପାଇଁ କଣ କଣ କରିପାରେ ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରି ପାରିବେନି ? ଏହି Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, କୁ-କୁ-ର ଉପରେ ବିଶ୍ଵାସ କରିହେବ ହେଲେ ମଣିଷ ଉପରେ ନୁହେଁ । କାରଣ କୁ-କୁ-ର ଆମ ଘରକୁ ବିନା ସର୍ତ ଓ ବିନା ସ୍ଵାର୍ଥରେ ଆସିଥାନ୍ତି । କୁ-କୁ-ର ଆମ ଘରକୁ ଜଗିବା ସହ ମଣିଷକୁ ସବୁଠାରୁ ଅଧିକ ଭଲ ପାଇଥାଏ । ସମୟ ଆସିଲେ କୁ-କୁ-ର ନିଜ ମାଲିକ ପାଇଁ ନିଜ ଜୀବନକୁ ବାଜିରେ ପକାଇ ଦିଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କୁ-କୁ-ର ଓ ମଣିଷ ମାନଙ୍କ ସହ ଜଡିତ ଏପରି କିଛି ଘଟଣା ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନଙ୍କ ମନ ଖୁସି ହୋଇଯିବ ।

ଏହା ସହିତ ଆପଣ ମାନଙ୍କ ମନରେ କୁ-କୁ-ରଙ୍କ ପ୍ରତି ଭଲ ପାଇବା ଅଧିକ ବଢିଯିବ । ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଜଣେ ବ୍ୟକ୍ତି ରୋଡ ଉପରେ ପ-ଡି ରହିଛନ୍ତି ଓ ତାଙ୍କୁ କିଛି ଲୋକ ମଧ୍ୟ ଘେରି ରହିଛନ୍ତି । କିନ୍ତୁ ତାଙ୍କ କୁ-କୁ-ର କାହାକୁ ମଧ୍ୟ ତା ମାଲିକ ପାଖକୁ ଆସିବାକୁ ଦେଉନାହିଁ । ମାଳିକ ପାଖରେ ଥାଇ କୁ-କୁ-ରଟି ଲଗାତାର ଏପଟ ସେପଟ ହୋଇ ଭୁକୁଛି । ଯାହାଦ୍ୱାରା ସେ ମାଲିକକୁ ରକ୍ଷା କରିପାରିବ ।

ବନ୍ଧୁଗଣ କେତେକ କୁ-କୁ-ର ମାନଙ୍କୁ ସେନାରେ ମଧ୍ୟ ରଖାଯାଇଥାଏ । ସୋସିଆଲ ମିଡିଆରେ ଭା-ଇ-ରା-ଲ ହେଉଥିବା ଏକ ଭି-ଡି-ଓରେ ଏକ ସେନା ଅଧିକାରୀ ଓ ତାର କୁ-କୁ-ର ଏକ ସହ ଏକ ଗାଡିରେ ଯାଉଥିବାର ନଜର ଆସୁଛନ୍ତି । ହେଲେ କିଛି ସମୟ ଗାଡିଟି ଯିବା ପରେ ଗାଡିରୁ ସେନା ଅଧିକାରୀ ତଥା କୁ-କୁ-ରର ମାଲିକ ପଡିଯାଉଥିବାର ନଜର ଆସୁଛି କିନ୍ତୁ ସେହି ସମୟରେ ନିଜ ମାଲିକ ପାଇଁ ଚାଲୁଥିବା ଗାଡିରୁ କୁ-କୁ-ର ଓଲହାଇ ଯାଉଥିବାର ନଜର ଆସୁଛି । ଏହି ଭି-ଡି-ଓଟି ସୋସିଆଲ ମିଡିଆରେ ବହୁତ ଭା-ଇ-ରା-ଲ ହୋଇଛି ।

ଏହି ଦୃଶ୍ୟ ଦେଖି ନିଶ୍ଚୟ ଆପଣଙ୍କ ଆଖିରେ ଲୁହ ଆସି ଯାଇଥିବ । ଆଉ ଏକ ଭି-ଡି-ଓ-ରେ ଜଣେ ବ୍ୟକ୍ତି ନିଜ ଛୋଟ ଛୁଆ ଏବଂ କୁ-କୁ-ର ସହ ୱାକରେ ଯାଉଥିଲେ । ସେତେବେଳେ ସ୍ବଭାବରେ ରାଗୀ ଏକ ହଂସ ତାଙ୍କ ଉପରେ ଆକ୍ରମଣ କରିବାକୁ ଦଉଡି ଆସୁଛି । କିନ୍ତୁ ତାଙ୍କ କୁ-କୁ-ର ଏହା ଦେଖି ତାଙ୍କୁ ହଂସ ଠାରୁ ବଞ୍ଚିଇବା ପାଇଁ ଆଗେଇ ଆସୁଛି ।

ଆଉ ଏକ ଭି-ଡି-ଓରେ ମଧ୍ୟ ଗୋଟିଏ ହଂସ ମାଲିକକୁ ଆଟାକ କରିବା ଯୋଗୁଁ ତାଙ୍କ କୁ-କୁ-ର ହଂସର ବେକକୁ ଧରି ମାଲିକଙ୍କ ଠାରୁ ଅଲଗା କରି ଦେଉଛି । କିନ୍ତୁ ସବୁଠୁ ବଢିଆ କଥା ହେଉଛି ତାଙ୍କ ଦାନ୍ତରେ ଯେମିତି ହଂସକୁ ମଧ୍ୟ ଆଘାତ ନ ଲାଗିବ, ଏହି କଥାର ମଧ୍ୟ ସେ ସଂପୂର୍ଣ୍ଣ ଧ୍ୟାନ ରଖୁଛି । କୁ-କୁ-ରର ଏପରି ସ୍ଵଭାବ ଦେଖି ଆପଣଙ୍କ ଲୋମ ନିଶ୍ଚୟ ଟାଙ୍କୁରି ଉଠିଥିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅଧିକ ପୋସ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।