Interesting GK Q&A- କେଉଁ ଜୀବ ଜିଭ ଦ୍ଵାରା ଶୁଣିପାରେ ? କଣ ଆପଣ ଜାଣନ୍ତି ?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କୁ ଶିଖିବାକୁ ମଜାଦାର ଲାଗିବ ଓ ଜୀବନରେ ଅନେକ କ୍ଷେତ୍ରରେ ଏହକା କାର୍ଯ୍ୟରେ ମଧ୍ୟ ଆସିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ପୂର୍ବରୁ ଜାଣିଛନ୍ତି ତେବେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ଏବଂ ଯଦି ଉତ୍ତର ନ ଜାଣିଛନ୍ତି ତେବେ ପ୍ରଶ୍ନ ତଳେ ଏହାର ଉତ୍ତର ଆମେ ଆପଣଙ୍କ ପାଇଁ ଲେଖି ଦେଇଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ପ୍ରଶ୍ନୋତ୍ତର ।

୧- ଆମ ଶରୀରର କେଉଁ ହାଡ କଂକ୍ରିଟ ଭଳି ଶକ୍ତ ?

ଉ: ଜଙ୍ଘ ହାଡ

୨- ଆମ ଶରୀରର କେଉଁ ଅଙ୍ଗରେ ରକ୍ତ ନଥାଏ ?

ଉ: ନଖ ଓ ବାଳ

୩- କେଉଁ ଜୀବ ଶିକାର ଖାଇବା ପରେ ତା’ ଆଖିରୁ ପାଣି ବହେ ?

ଉ: କୁମ୍ଭୀର

୪- କେଉଁ ଜୀବର ଲ ଏନଜେ କଟିଗଲେ ମଧ୍ୟ ରକ୍ତ ବାହାରେ ନାହିଁ ?

ଉ: କେଉଁ ଜୀବ ବଞ୍ଚିଥିବା ଯାଏଁ ତା’ର ଦାନ୍ତ ବଢିଥାଏ ?

ଉ: ଠେକୁଆ

୫- ଭାରତର ଜାତୀୟ ମିଠାର ନାମ କଣ ?

ଉ: ଜିଲାପି

୬- ଚିନି କେଉଁ ଦେଶରେ ଆବିଷ୍କୃତ ହୋଇଥିଲା ?

ଉ: ଭାରତ

୭- କେଉଁ ଜୀବ କେବେବି ମରେ ନାହିଁ ?

ଉ: ଜେଲି ଫିସ୍

୮- କାହାକୁ ଫଳ ମାଙ୍କର ରାଣୀ କୁହାଯାଏ ?

ଉ: ଲିଚୁ କୋଳି

୯- କେଉଁ ପକ୍ଷୀ ନିଜ ଶିଶୁକୁ କ୍ଷୀର ଖୁଆଇଥାଏ ?

ଉ: ବାଦୁଡି

୧୦- ମୁମ୍ବାଇ ସହରର ପୁରୁଣା ନାମ କଣ ?

ଉ: ବମ୍ବେ

୧୧- ମହାଭାରତର ପୁରୁଣା ନାମ କଣ ଥିଲା ?

ଉ: ଜୟ ସଂହିତା

୧୨- ଭାରତରେ କେଉଁଠି ହାତୀ ଉତ୍ସବ ପାଳନ କରାଯାଏ ?

ଉ: ଜୟପୁର

୧୩- ସାଧାରଣ ମନୁଷ୍ୟର ଆଖିର ଓଜନ କେତେ ?

ଉ: ୭.୫ ଗ୍ରାମ

୧୪- ଭାରତର ସବୁଠୁ ବଡ ବସ୍ ଷ୍ଟାଣ୍ଡ କେଉଁଠି ଅଛି ?

ଉ: ଦିଲ୍ଲୀ

୧୫- ଭାରତର କେଉଁ ରାଜ୍ୟ ସର୍ବାଧିକ ସୋୟାବିନ ଉତ୍ପାଦନ କରେ ?

ଉ: ମଧ୍ୟପ୍ରଦେଶ

୧୬- ଭାରତର କେଉଁ ସହରକୁ ବଗିଚାର ସହର କୁହାଯାଏ ?

ଉ: ବାଙ୍ଗାଲୋର

୧୭- ଚନ୍ଦ୍ରର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗିଥାଏ ?

ଉ: ୧.୩ ସେକେଣ୍ଡ

୧୮- ସୂର୍ଯ୍ୟର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗିଥାଏ ?

ଉ: ୫୦୦ ସେକେଣ୍ଡ

୧୯- କେଉଁ ଜୀବର ୫ଟି ଆଖି ଅଛି ?

ଉ: ମହୁମାଛି

୨୦- କେଉଁ ଜୀବ ଜିଭ ଦ୍ଵାରା ଶୁଣିପାରେ ?

ଉ: ସାପ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।