Interesting GK Questions: ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ? (Odia GK Q&A) 

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- କେଉଁ ଜୀବ ଉଭୟ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନେଇଥାଏ ?

ଉ: ହରିଣ ।

2- କେଉଁ ଜୀବର ଆଖି ନଥାଏ ?

ଉ: ଜିଆ ର ଆଖି ନଥାଏ ।

3- କେଉଁ ମାଛର ପାକସ୍ଥଳୀ ଟା’ ମୁଣ୍ଡରେ ରହିଥାଏ ?

ଉ: ଚିଙ୍ଗୁଡି ର ପାକସ୍ଥଳୀ ମୁଣ୍ଡରେ ଥାଏ ।

4- କେଉଁ ଜୀବ ର ଆଠଟି ଆଖି ଅଛି ?

ଉ: ମାଙ୍କଡସା ର ଆଠଟି ଆଖି ।

5- ଗୋଟିଏ ମୟୂର ର ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଥାଏ ?

ଉ: 18ଟି ଚନ୍ଦ୍ରିକା ଥାଏ ।

6- ଘୋଡା, ଗାଈ, କୁକୁର ଓ ଓଟ ମଧ୍ୟରୁ କେଉଁ ଜୀବ ପହଁରି ପାରେ ନାହିଁ ?

ଉ: ଓଟ ପହଁରି ପାରେନି ।

7- କେଉଁ ଜୀବ ର 10 ଟି ଲେଖାଏଁ ଗୋଡ ଅଛି ?

ଉ: କଙ୍କଡା ର 10 ଟି ଗୋଡ ।

8- କେଉଁ ଜୀବର ମେରୁଦଣ୍ଡ ନଥାଏ ?

ଉ: କଙ୍କଡା ର ମେରୁଦଣ୍ଡ ନଥାଏ ।

9- କେଉଁ ପ୍ରାଣୀ ର 5 ଟି ଆଖି ଥାଏ ?

ଉ: ମହୁମାଛି ର 5ଟି ଆଖି ।

10- ପୃଥିବୀର କେଉଁ ଜୀବନ ସବୁଠାରୁ ଅଧିକ ଦିନ ବଞ୍ଚିଥାଏ ?

ଉ: କଇଁଛ ସବୁଠୁ ଅଧିକ ଦିନ ବଞ୍ଚିଥାଏ ।

11- କେଉଁ ପ୍ରାଣୀ ସର୍ବଦା ନିଜ ବାହାର କରିଥାଏ ?

ଉ: ସାପ ସବୁବେଳେ ଜିଭ ବାହାର କରିଥାଏ ।

12- କେଉଁ ପକ୍ଷୀ ବସା ତିଆରି କରିପାରେ ନାହିଁ ?

ଉ: କୋଇଲି କେବେ ନିଜ ବସା ତିଆରି କରେ ନାହିଁ ।

13- ଚୁଲିର ତିନୋଟି ମୁଣ୍ଡକୁ କଣ କୁହାଯାଏ ?

ଉ: ଝିଙ୍କା କୁହାଯାଏ ।

14- କେଉଁ ପକ୍ଷୀର ଦାନ୍ତ ଥାଏ ?

ଉ: ବାଦୁଡି ର ଦାନ୍ତ ଅଛି ।

15- ବରଗଛ, ଶିମ୍ବ, ନିମ୍ବ ଓ ଛତୁ ମଧ୍ୟରୁ କେଉଁ ଗଛର ଫୁଲ ନଥାଏ ?

ଉ: ଛତୁ ଗଛର ଫୁଲ ନାହିଁ ।

16- କେଉଁ ସହରକୁ ଭାରତର ପ୍ରବେଶ ଦ୍ଵାର ବୋଲି କୁହାଯାଏ ?

ଉ: ମୁମ୍ବାଇ କୁ ।

17- ଉଡାଜାହାଜ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଆମେରିକାରେ ।

18- ଗଙ୍ଗା ନଦୀକୁ କେବେ ରାଷ୍ଟ୍ରୀୟ ନଦୀ ଭାବେ ଘୋଷିତ କରା ଯାଇଥିଲା ?

ଉ: 2008 ମସିହାରେ ।

19- ଷଣ୍ଢ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉ: ସ୍ପେନ ର ।

20- ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ?

ଉ: ନୀଳକୁରଞ୍ଜି ଫୁଲ, ଯାହା କର୍ଣ୍ଣାଟକରେ ଫୁଟେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।