ଓଡିଆ ଧାରାବାହିକର ହିରୋଇନମାନଙ୍କ ଶିକ୍ଷାଗତ ଯୋଗ୍ୟତା, କୁଆଁରୀ ବୋହୁ ଶ୍ରଦ୍ଧା, ଦୂର୍ଗା, ତାରିଣୀ

ଓଡିଶାର ଓଡିଆ ଟିଭି ଧାରାବାହିକ ଓ ଓଡିଆ ଫିଲ୍ମ ଜଗତରେ ଅଭିନୟ କରୁଥିବା କଳାକାରମାନେ ନିଜର ଅଭିନୟ ମାଧ୍ୟମରେ କୋଟି କୋଟି ଓଡିଆ ଦର୍ଶକମାନଙ୍କ ହୃଦୟ ଜିତିଛନ୍ତି । ଏମାନେ କେବଳ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରି ନାହାନ୍ତି ଏହା ଛଡା ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବି ବହୁତ ଭଲ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଓଡିଆ ଧାରାବାହିକର କିଛି ଅଭିନେତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଯାଉଛୁ ।

ଲିପି

ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଲିପି ତାରା ତାରଣୀ ସିରିୟଲରେ ଅଭିନେତ୍ରୀ ରୂପରେ କାମ କରୁଛନ୍ତି । ଏହା ପୂର୍ବରୁ ସେ ଓଡିଆ ଫିଲ୍ମ ‘ବ୍ୟାଡ ଗର୍ଲ’ରେ ଅଭିନେତ୍ରୀ ରୂପରେ ବି ନଜର ଆସିଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ +୨ ବିଜ୍ଞାନ ପଢିବା ପରେ ମେଡିକାଲ କୋଚିଙ୍ଗ ମଧ୍ୟ ନେଇଛନ୍ତି । କିନ୍ତୁ ଅଭିନୟ ପ୍ରତି ତାଙ୍କର ଅଧିକ ରୁଚି ଥିବାରୁ ସେ ନିଜର ପାଠ ପଢାକୁ ଛାଡି ଅଭିନୟ ଦୁନିଆକୁ ଆପଣାଇ ଥିଲେ ।

ଲିପ୍ସା

ଲିପ୍ସା ତୁଳସୀ ସିରିୟଲରେ ଅଭିନେତ୍ରୀ ରୂପରେ ନଜର ଆସନ୍ତି ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ୧୦ମ ପାସ କରିଛନ୍ତି । କିନ୍ତୁ ଏହା ପରେ ସେ ପଢି ନାହାନ୍ତି ଓ ଅଭିନୟ କ୍ୟାରିୟରକୁ ଆପଣାଇ ଥିଲେ ।

ନିହାରିକା

ତରଙ୍ଗ ଟିଭିରେ ପ୍ରସାରିତ କାଳିଯାଇ ସିରିୟଲର ଅଭିନେତ୍ରୀ ନିହାରିକ ଜଣେ ଇଂରାଜୀ ମିଡିୟମର ଛାତ୍ରୀ ଅଟନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେ ଅଭିନୟ ଦୁନିଆକୁ ଚାଲି ଆସିଥିଲେ ।

ପ୍ରିୟଙ୍କା

ପ୍ରିୟଙ୍କାଙ୍କୁ ସମସ୍ତେ କୁଆଁରୀ ବୋହୁର ଶ୍ରଦ୍ଧା ରୂପରେ ନିଶ୍ଚିତ ଜାଣି ଥିବେ । ଏହି ସିରିୟଲଟି ମଧ୍ୟ ତରଙ୍ଗ ଟିଭିରେ ପ୍ରସାରିତ ହେଉଛି । ପ୍ରିୟଙ୍କା ହେଉଛନ୍ତି ଜଣେ ଆର୍ଟସ ଛାତ୍ରୀ ଓ ଏହା ପରେ ସେ +୩ ଡିଗ୍ରୀ ହାସଲ କରିବା ପରେ ପିଜି ମଧ୍ୟ କରିଛନ୍ତି । ଏହା ପରେ ସେ ଅଭିନୟ ଦୁନିଆକୁ ଚାଲି ଆସିଥିଲେ ।

ଅର୍ପିତା କର

ଅର୍ପିତା କରଙ୍କୁ ଆପଣ ଦୂର୍ଗା ସିରିୟଲରେ ଦେଖିଥିବେ । ଏହି ସିରିୟଲ ବି ତରଙ୍ଗ ଟିଭିରେ ପ୍ରସାରିତ ହେଉଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଜଣେ ଆର୍ଟସ ଛାତ୍ରୀ ଏବଂ ସେ +୩ ଡିଗ୍ରୀ ହାସଲ କରିବା ପରେ ସେ ଅଭିନୟ ଦୁନିଆକୁ ଆପଣାଇ ଥିଲେ । ଅର୍ପିତା ବର୍ତ୍ତମାନ ସମୟରେ ବିବାହ କରିସାରିଛନ୍ତି ।

ଭୂମି

ଭୂମି ତୋ ପାଇଁ ମୁଁ ସିରିୟଲରେ ଅଭିନେତ୍ରୀ ରୂପରେ କାମ କରନ୍ତି ଓ ଏହି ସିରିୟଲ ଜୀ ସାର୍ଥକରେ ପ୍ରସାରିତ ହେଉଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ପଲଟିକାଲ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି ।

ଜେସୀ

ଜୀ ସାର୍ଥକରେ ପ୍ରସାରିତ ହେଉଥିବା ତୁ ମୋ ଜୀବନ ସାଥି ସିରିୟଲରେ ଅଭିନେତ୍ରୀ ରୂପରେ ଦେଖିଛନ୍ତି ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ମାତ୍ର ୧୦ମ ପାସ କରିଛନ୍ତି ଓ ମେଟ୍ରିକ ପାସ କରିବା ପରେ ସେ ପାଠ ପଢାକୁ ଛାଡି ଅଭିନୟ ଦୁନିଆକୁ ଆପଣାଇ ଥିଲେ ।

ଏହି ତଥ୍ୟ ଇନ୍ଟରନେଟରୁ ସଙ୍ଗୃହିତ କରାଯାଇଅଛି, ଯଦି ଏହାକୁ ନେଇ ଆପଣଙ୍କ କିଛି ମତାମତ ଥାଏ ତେବେ ଆପଣ ଆମକୁ ମେସେଜ କରି ପାରିବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଧନ୍ୟବାଦ ।