ସୁରଜ ପଞ୍ଚୋଲି ମା ଜରିନ ବହାବ ସୁଶାନ୍ତଙ୍କ ପାଇଁ ଯାହା କହିଲେ, ଆପ ବି ଶୁଣିଲେ…

ସବୁଦିନ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତିରେ ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ ମାମଲାରେ ସୁରଜ ପଞ୍ଚୋଲିଙ୍କ ନାମ ଯୋଡା ଯାଉଛି । ଆପଣଙ୍କୁ କହିଦେଉଛୁ କି ଖବର ଅନୁସାରେ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟନଙ୍କ ଅଫେୟାର ସୁରଜ ପଞ୍ଚୋଲିଙ୍କ ସହ ଚାଲିଥିଲା । ଏତିକି ନୁହେଁ ଦିଶା ସୁରଜ ପଞ୍ଚୋଲିଙ୍କ ଠାରୁ ଗର୍ଭବତୀ ବି ହୋଇଥିଲେ ।

ସୁରଜ ଓ ଦିଶାଙ୍କ ମଧ୍ୟରେ ଏହି କଥାକୁ ନେଇ ବହୁତ ବଡ ବିବାଦ ବି ହୋଇଥିଲା ଓ ଏମିତିରେ ଏହି ସବୁ କଥା ଦିଶା ନିଜର ଭଲ ବନ୍ଧୁ ସୁଶାନ୍ତଙ୍କ ସହ ଶେୟାର ବି କରି ରଖିଥିଲେ । ପୁଣି ଦିନେ ଖବର ଆସିଲା କି ଦିଶା ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରି ନେଲେ । କୁହାଯାଉଛି କି ଦିଶାଙ୍କ ଆତ୍ମହତ୍ୟା ପରେ ସୁଶାନ୍ତ ଏହି ସବୁ କଥା ମିଡିଆ ସାମ୍ନାରେ କହିବା ପାଇଁ ଚିନ୍ତା କରୁଥିଲେ । ଏହି କାରଣରୁ କୁହାଯାଉଛି କି ସୁଶାନ୍ତଙ୍କ ସହ ବି ସେହି ଘଟଣା ହେଲା ଯାହା ଦିଶାଙ୍କ ସହ ହୋଇଥିଲା ।

ଯେଉଁଭଳି ଭାବରେ ଦିଶାଙ୍କ କାମ ଶେଷ କରି ଦିଆଗଲା ଠିକ ସେହିଭଳି ସୁଶାନ୍ତଙ୍କୁ ବି ତାଙ୍କ ପାଖକୁ ପଠାଇ ଦିଆଗଲା । ଯାହା ଦ୍ଵାରା ଦୁନିଆ ସତ କଥା ଜାଣି ପାରିବ ନାହିଁ । କିନ୍ତୁ ସୁରଜ ପଞ୍ଚୋଲିଙ୍କୁ ନେଇ ଚାଲୁଥିବା ଖବରକୁ ତାଙ୍କର ପିତା ଆଦିତ୍ୟ ପଞ୍ଚୋଲି ମିଛି ଖବର ବୋଲି କହିଛନ୍ତି । ଏହା ସହିତ ସୁରଜ ପଞ୍ଚୋଲିଙ୍କ ମା ଜ଼ରୀନା ୱହାବ ବି ନିଜ ପୁଅର ନାମ ସୁଶାନ୍ତ କେସ ସହ ଯୋଡିବାକୁ ନେଇ ବହୁତ କ୍ରୋଧିତ ହୋଇ ଯାଇଛନ୍ତି ।

ସେ ବର୍ତ୍ତମାନ ହିଁ ନିଜର ଏକ ଇଣ୍ଟରଭିୟୁରେ କହିଲେ କି ବିନା କାରଣରେ ଲୋକମାନେ ମୋର ପୁଅକୁ ଏହି କେସ ସହ ଯୋଡୁଛନ୍ତି । କାରଣ ଲୋକମାନଙ୍କୁ ଆରୋପ ଲଗାଇବା ପାଇଁ କେବଳ ଜଣେ ଅସହାୟ ଲୋକ ଦରକାର ହୋଇଥାଏ । ଯେତେବେଳେ କି ସତ୍ୟତା ତ ଏହା ଅଟେ କି ତାହାର ସୁଶାନ୍ତ ସିଂହ ରାଜପୁତଙ୍କ କେସ ସହ କୌଣସି ସଂଯୋଗ ନହିଁ । ଜ଼ରୀନା ୱହାବ ଆଗକୁ କହିଲେ କି ସୁରଜ ଓ ସୁଶାନ୍ତ ବନ୍ଧୁ ମଧ୍ୟ ନ ଥିଲେ ।

ସେମାନେ କେବଳ ପରସ୍ପରକୁ ଚିହ୍ନି ଥିଲେ । ଏହା ପରେ ସେ କହିଲେ କି କମ୍ପ୍ଯୁଟର ପାଖରେ ବସି ଯେ କୌଣସି ବ୍ୟକ୍ତି ବିଷୟରେ କହିବା ବହୁତ ସହଜ ଅଟେ । କିନ୍ତୁ ଏମାନେ ଅଳ୍ପ ଚିନ୍ତା ବି କରନ୍ତି ନାହିଁ କି ଯାହା ନାଁକୁ ନେଇ ସେ ମିଛି କଥା କହୁଛନ୍ତି ସେମାନଙ୍କର କଣ ହେବ । ସେ ଆଗକୁ କହିଲେ କି ସୁରଜ ଏହା ପୂର୍ବରୁ ନିଜ ଜୀବନରେ ବହୁତ କିଛି କଷ୍ଟର ସାମ୍ନା କରିଛନ୍ତି । ସେଥିପାଇଁ ଭଗବାନଙ୍କ ଦୟାରୁ ଆମକୁ ଏହି କେସରେ ସଂଯୋଗ କରନ୍ତୁ ନାହିଁ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।