ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ତହସିଲଦାରଙ୍କ ଗାଡ଼ି, ଆଉ ତା ପରେ ତହସିଲଦାର ଯାହା କଲେ ଜାଣି ଆପଣ ବି କରିବେ ସଲାମ !

ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ତହସିଲଦାରଙ୍କ ଗାଡ଼ି ଏବଂ ଛାତ୍ରୀଟି ଦେଇଛି ସଫଳତା ସହ ପରୀକ୍ଷା । ସୂଚନା ଅନୁସାରେ ଗୋଟିଏ ପଟେ ଶଙ୍ଖ ଚିହ୍ନ କୁ ବ୍ୟବହାର କରି ଅନୁଗୁଳ ର ଜିଲ୍ଲା କିଶୋନନଗର ବିଡିଓ ଚର୍ଚ୍ଚାରେ , ଅନ୍ୟପତେ କେନ୍ଦୁଝର ଜିଲ୍ଲା ତେଲୋଇ ତହସିଲଦାର ବି ଚର୍ଚ୍ଚାରେ । ଉଭୟଙ୍କ ମଧ୍ଯରେ ଏଥିକି ପାର୍ଥକ୍ଯ ରହିଛି ଯେ ଜଣେ ମହାଶୟ ଦଳର ଚିହ୍ନ କୁ ନେଇ ଚଚ୍ଚାରେ ଥିବା ସମୟରେ ଅନ୍ୟ ଏକ ଜଣ ନିରୀହ ଛାତ୍ରୀଙ୍କର ସାହାଯ୍ୟ କରି ଅଛନ୍ତି  ଚର୍ଚ୍ଚାରେ ।

ତହସିଲଦାର ଜଣଙ୍କ ବଢାଇ ଛନ୍ତି ସାହାଯ୍ୟ ର ହାତ ଜଣେ ଛାତ୍ରୀଙ୍କ ଆଡୁ ଯିଏ ଥିଲେ ସଂପୂର୍ଣ୍ଣ ନିରୀହ ଏବଂ ଏକ ମୂହୁର୍ତ୍ତ ରେ ବଦଳି ଯାଇଥାନ୍ତା ସେହି ଛାତ୍ରୀ ର ଜୀବନ । ଛାତ୍ରୀ ଦଶ ବର୍ଷ ଧରି ଯେଉଁ ପରିଶ୍ରମ କରିଥିଲେ ତାହା ହୋଇଯାଇଥାନ୍ତା ବ୍ୟଥ । ବିଶେଷ ଭାବରେ କହିବାକୁ ଗଲେ ଦଶମ ପରୀକ୍ଷା ହେଉଛି ଛାତ୍ରୀ ର ପ୍ରଥମ ସିଡି ଏବଂ ଏହି ପରୀକ୍ଷା  ପାଇଁ ଛାତ୍ରୀ ଏବଂ ଛାତ୍ର ଉଭୟ କରିଥାନ୍ତି କଠିନ ପରିଶ୍ରମ ।

ପିତାମାତା ମାନେ ମଧ୍ୟ ପିଲାମାନଙ୍କ ଉପରେ ରଖିଥାନ୍ତି ଭରସା ଯେ ତାଙ୍କ ପିଲା ଯଦି ଏହି ପରୀକ୍ଷାରେ ଉତ୍ତମ  ନମ୍ବର ରଖେ ତେବେ ତାହାର ଜୀବନରେ ସେ ଅନେକ ସଫଳତା କୁ ଲାଭ କରିପାରେ । କେନ୍ଦୁଝର ଗା ର ଛାତ୍ରୀ ପପିନ ବିଶ୍ଵାଳ ବିଦ୍ୟାଳୟର ବାର୍ଷିକ ଉର୍ସବରେ ଖେଳୁଥିବା ସମୟରେ ତାଙ୍କ ଜଙ୍ଗ ରେ ବାଧା ହୋଇଥିଲା ତୁରନ୍ତ ଡାକ୍ତରଙ୍କ ଚିକିତ୍ସା ରୁ ଜଣାଯାଇଥିଲା ଯେ ତାଙ୍କର ଗୋଡରେ ମାଡ଼ ହୋଇଛି ଏବଂ ଛାତ୍ରୀଙ୍କ ର ଚାଲିବା ଅସାଧ୍ୟ ।

ଏହା କୁ ଶୁଣି ଛାତ୍ରୀ ର ହୃଦୟ ସମ୍ପୂର୍ଣ୍ଣ ଭାଙ୍ଗୀ ପଡିଲା । ଛାତ୍ରୀ ଦେଖିଥିବା ଆଶା ଗୋଟିଏ ମୂହୁର୍ତ୍ତରେ କାଚ ପରି ଭାଙ୍ଗି ଯାଇଥିଲେ ଏହି ପରିସ୍ଥିତିରେ ପପିନଙ୍କ ଘର ଠାରୁ ବିଦ୍ୟାଳୟର ଦୂରତା ଅଧିକ ତେଣୁ ସେ ଯାଇ ପରୀକ୍ଷା ଦେବା ସମ୍ଭବ ହୋଇପାରିଲା ନାହିଁ । କିନ୍ତୁ ତହସିଲଦାର ତେଲକୋଇ ଅଶ୍ଵିନୀ କୁମାର ନାୟକଙ୍କ ଦ୍ଵାରା ଛାତ୍ରୀ ଜଣଙ୍କ ଦଶମ ପରୀକ୍ଷା ଦେଇପାରିଛନ୍ତି ।

ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଆସି ରହିଲା ତହସିଲଦାରଙ୍କ ଗାଡ଼ି ଏବଂ ଛାତ୍ରୀକୁ ଓ ତାଙ୍କ ମା ‘ ନେଇ ପହଚିଲେ ବିଦ୍ୟାଳୟ ଛାତ୍ରୀ ତାହାର ଦଶମ ପରୀକ୍ଷା ସଠିକ ସମୟ ରେ ଦେଇପାରିଲେ । କେନ୍ଦୁଝରରେ ଘଟିଥିବା ଏହି ଘଟଣା ଦର୍ଶକଙ୍କ ମନକୁ ବହୁତ ପ୍ରଭାହିତ କରିଛି । ଏହି ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି ତେବେ ଆମ ସହିତ ଯୋଡି ହୋଇ ରହିବାକୁ ଆମ ପେଜ କୁ ଲାଇକ କରନ୍ତୁ । ଅନ୍ୟମାନଙ୍କ  ସହ ଏହାକୁ ଶେୟାର କରି କମେଣ୍ଟ କରନ୍ତୁ ।