କାହିଁକି ଗାଡ଼ି ପଛରେ ଗୋଡ଼ାନ୍ତି କୁକୁର, ଏହା ପଛରେ ଥିବା କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ , କାହିଁକି ଗାଡ଼ି ପଛରେ ଗୋଡାଇଥାନ୍ତି କୁକୁର ଏହା ପଛରେ କାରଣ କଣ ରହିଛି । କୁକୁର କଣ ଆମ ଉପରେ ରାଗ ବା ହିଂସା ରଖନ୍ତି କି ଯାହା ଫଳରେ ଆମ କୁ ଦେଖିବା ମାତ୍ରେ ଆମ ଉପରକୁ ଆସିଥାନ୍ତି ଏବଂ ବେଳେ ବେଳେ ଆମକୁ କାମୁଡି ବାକୁ ଆସିଯାଇଥାନ୍ତି । ଏହା କେଉଁଥି ପାଇଁ ହୋଇଥାଏ । ଏହାର କାରଣ ଜାଣିବା ପାଇଁ ସମସ୍ତ ଇଛା କରିଥାନ୍ତି । କିନ୍ତୁ ଏହା କଣ ପାଇଁ ଘଟିଥାଏ ଜାଣିପାରିନ୍ତି ନାହିଁ ।

ମୁଁ ଆଜି ଆପଣଙ୍କୁ ଏହା ମାଧ୍ୟମରେ କହିବାକୁ ଚାହେ ଯେ ରାସ୍ତା ଉପରେ ଯିବା ସମୟରେ ହେଉ ବା ଗାଡ଼ି ଧରି ଯିବା ସମୟରେ କଣ ପାଇଁ କୁକୁର ମାନେ ଆମ ଗାଡ଼ିର ପଛରେ ଗୋଡେଇଥାନ୍ତି । ସାମାନ୍ୟ ଭାବରେ କୁକୁରର ଶତ୍ରୁତା କୁକୁରମାନଙ୍କ ସହ ହୋଇଠେ , ତେବେ କୁକୁର ମାନେ ଆମ ଦେଖି କାହିଁକି ଗୋଡାନ୍ତି । କୁକୁରମାନଙ୍କୁ ଅନେକ ଲୋକ ଭଲ ପାଇଁ ଥାନ୍ତି ।

ଆଧୁନିକ ଯୁଗରେ ଲୋକମାନେ କୁକୁର ପାଇଁ କଣ କିଛି କରିନାହାନ୍ତି ଏହା ଆମେ ସମସ୍ତେ ଜାଣିଛୁ ଏବଂ ଦେଖୁଛି । କୁକୁରର ଯତ୍ନ ନେଉଛନ୍ତି ସେମାନଙ୍କ ପାଇଁ ବିଶେଷ ରୁମ କରି ସେମାନଙ୍କୁ ଆଳନପାଳନ କରିଥାନ୍ତି । କୁକୁରମାନେ ମଧ୍ୟ ବିଶେଷ  ଧାରଣର ଜୀବ ହୋଇଥାନ୍ତି । ଯଦି ଥରେ ଏମାନଙ୍କୁ ଆମେ ପ୍ରେମ କରି ଖାଇବାକୁ କିଛି ହେଇଥାଉ ତେବେ ସେମାନେ ଆମ କୁ ଚିହ୍ନି ଯାଇଥାନ୍ତି ଏବଂ ଆମେ ଯେଉଁଠାରେ ଦେଖାଗଲେ ମଧ୍ୟ ଆମ ପାଖକୁ ଆସିଯାଇଥାନ୍ତି ।

କିନ୍ତୁ ଯେଉଁ କୁକୁର ମାନେ ରାସ୍ତାରେ ରୁହନ୍ତି । ସେମାନେ ଆମକୁ ଦେଖିଲା ମାତ୍ରେ କଣ ପାଇଁ ଆମ ପଛରେ ପଡିଥାନ୍ତି ଏବଂ କାମୁଡି ଥାନ୍ତି । ବିଶେଷ ଭାବରେ କହିବାକୁଗଲେ କୁକୁରମାନଙ୍କ ନିଦିଷ୍ଟ ଏରିଆ ରହିଥାଏ । ଗୋଟିଏ ସ୍ଥାନର ଦୁଇ ତିନି କୁକୁର ର ରାଜ ରହିଥାଏ । ତେଣୁ ଯଦି ସେହି ସ୍ଥାନରେ ଅଲଗା ଅଞ୍ଚଳର କୁକୁର ଆସିଥାନ୍ତି ।

ତେବେ ସେମାନେ ତାହାକୁ ଗୋଡେଇଥାନ୍ତି ଏବଂ ଯେତେ ବେଳେ ଆପଣଙ୍କ ଗାଡ଼ି ସେହି ଅଞ୍ଚଳ ରୁ ଯାଇଥାଏ ତେବେ ସେହି ବାସନା କୁ କୁକୁର ମାନେ ଚିହ୍ନି ପାରନ୍ତି । ଅନ୍ୟ ପକ୍ଷେ ସେମାନଙ୍କୁ ଯଦି ଅନୁଭବ ହୋଇଥାଏ ଯେ ଆପଣଙ୍କ ଗାଡି ତାଙ୍କ ଉପରକୁ ଆସିପାରେ ଏବଂ ଆପଣଙ୍କ ଗାଡ଼ି ସେମାନଙ୍କୁ ଆଘାତ କରିପାରେ ସେହି ସ୍ଥଳରେ ସେ ଆପଣଙ୍କ ଉପରକୁ ବା ଗାଡ଼ି ର ପଛେ ଗୋଡାନ୍ତି । ଏପରି ପରିସ୍ଥିତିରେ ଆପଣ ଗାଡ଼ି କୁ ଧୀରେ ଚଳାଇବେ । ଆମ ପୋଷ୍ଟ ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।