ହିରୋ ନୁହଁ ବରଂ ଭିଲିଆନଙ୍କୁ ବିବାହ କରିଛନ୍ତି bollwood ର ଏହି 4 ହିରୋଇନ

ଆପଣ ସମସ୍ତେ ଅଭିନେତା ଗୁଲସନ ଗୋଭର, ରଞ୍ଜିତ, ଶକ୍ତି କପୁର, ପ୍ରକାଶ ରାଜଙ୍କ ସହିତ ବହୁତ ଅଭିନେତା ଙ୍କୁ ଫିଲ୍ମ ରେ ଖଳନାୟକ ଭାବରେ ଦେଖିବାକୁ ମିଳିଛି । କିନ୍ତୁ କଣ ଆପଣ ଜାଣିଛନ୍ତି ଫିଲ୍ମ ରେ କରୁଥିବା ଖଳନାୟକ ରୋଲ ଅଭିନେତା ମାନଙ୍କ ପତ୍ନୀ ବହୁତ ସୁନ୍ଦର ଅଟନ୍ତି । ଆଜି ଆମେ ଆପଣଙ୍କୁ ଏହି ଭିଳିଆନ ଅଭିନେତା ଙ୍କ ସ୍ତ୍ରୀ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ସୋନୁ ସୂଡ

ସୋନୁ ସୂଡ ବହୁତ ଫେମସ ଅଭିନେତା ଅଟନ୍ତି । ବଲିଉଡ ଏବଂ ତେଲୁଗୁ ଫିଲ୍ମ ରେ ନେଗେଟିଭ ରୋଲ କରିଛନ୍ତି । ସୋନୁ ସୂଡ ଙ୍କ ସ୍ତ୍ରୀ ଙ୍କ ନା ସୋନାଲି ଅଟେ । ସୋନାଲି ବହୁତ ବଡ ବଡ ଫିଲ୍ମ ପ୍ରଡ଼ିଉସର ଅଟନ୍ତି ।

ନବାବ ସାହା

ଡ଼ନ ୨ ଏବଂ ଟାଇଗର ଜିନ୍ଦା ହେ ରୁ ଲୋକପ୍ରିୟତା ହାସଲ କରିଥିବା ନବାବ ସାହା ହିନ୍ଦୀ, ମାଲାୟାଲାମ, ତାମିଲ ଏବଂ କନ୍ନଡ଼ ଫିଲ୍ମ ରେ ନିଜର ଜଲ୍ଵା ଦେଖାଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କୁ ଫିଲ୍ମ ଖୁଦା ହାଫିଜ ରେ ମଧ୍ୟ ଦେଖିବାକୁ ମିଳିଥିଲା । ୧୯୯୩ ରେ ମିସ ଫେମୀନା ଜିତିଥିବା ହୀରୋଇନ ପୂଜା ଭତ୍ରା ଙ୍କୁ ୨୦୧୮ ରେ ବିବାହ କରିଥିଲେ । ପୂଜା ବତ୍ରା ଫିଲ୍ମ ଦୁନିଆରେ ବହୁତ ଜଣା ଶୁଣା ନା ଅଟେ ।

ରୋନିତ ରୟ

ବଲିଉଡ ରେ ଫିଲ୍ମ କାବିଲ, ସୁଟ ଆଉଟ ଅଟ ୱାଡଲା, ଦୋଂରୀ କା ରାଜା ପରି ଫିଲ୍ମରେ ନିଜର ଆଶ୍ଚର୍ୟ୍ଯ ଜନକ ଅଭିନୟ କରିଛନ୍ତି ଯାହା ଲୋକଙ୍କ ମନକୁ କିଣିଥିଲେ । ରୋନିତ ରାୟ ନିଲମ ସିଂ ଙ୍କୁ ବିବାହ କରିଛନ୍ତି । ନିଲମ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ପ୍ରକାଶ ରାଜ

ଫିଲ୍ମ ସିଂହମ ଏବଂ ଦବଙ୍ଗ ୨ ରେ ଅଭିନୟ କରିଥିବା ପ୍ରତିଭାଶାଳୀ ଙ୍କ ଭିତରୁ ପ୍ରକାଶ ସିଂ ଜଣେ ଅଟନ୍ତି । ପ୍ରକାଶ ରାଜ ୨୦୦୯ ରେ ପ୍ରଥମ ପତ୍ନି ଲଳିତା ଙ୍କ ଠାରୁ ଛାଡପତ୍ର ନେବାପରେ ୨୦୧୦ ରେ ବଲିଉଡ ର ପ୍ରସିଦ୍ଧ କୋରିଓଗ୍ରାଫର ପୋନି ବର୍ମା ଙ୍କୁ ବିବାହ କରିଥିଲେ ।

ଏହା ଥିଲା ସେହି ଅଭିନେତା ଙ୍କ ନା ଯିଏ ବଲିଉଡରେ ଭିଲିଆନ ରୋଲ କରୀମଧ୍ୟ ବିବାହ କରିଛନ୍ତି ଖୁବ ସୁନ୍ଦର ଅଭିନେତ୍ରୀ ମାନଙ୍କୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।