ପୁଅକୁ ମୃତ ଭାବି ଶୁଦ୍ଧିକ୍ରିୟା କରିଥିଲେ ଘରଲୋକ, କିନ୍ତୁ ହଟାତ 12 ବର୍ଷ ପରେ ଫେରିଲା ମରିଯାଇଥିବା ପୁଅ! ସମ୍ପୁର୍ଣ୍ଣ ଘଟଣା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ଦର୍ଶକବନ୍ଧୁ , ସୂଚନା ଅନୁସାରେ ଆଗକୁ ଆସିଥିବା ଘଟଣା ମରିଯାଇଥିବା ପୁଅ ଫେରିଆସିଛି ଏହି ଦୃଶ୍ୟ ଘରର ସମସ୍ତକୁ କହିଦେଇଛି ଚମକୃତ । ଏହି  ଘଟଣା ଟିଏ ହେଉଛି ନୟାପଡା ଜିଲ୍ଲା କାଳିମ୍ବା ଗା ରେ ଦେଖାଯାଇଛି । ଘରର ସମସ୍ତେ ଭାବି ବେଇଥିଲେ ଯେ ପୁଅ ଟିଏ ମରିଯାଇଛି ଏବଂ ଘରର ସଦସ୍ୟ ମାନେ ଏହାକୁ ସତ ଭାବି କରିସାରିଛନ୍ତି ପୁଅ ର ଶୁଦ୍ଧିକ୍ରିୟା ।

ଘରର ଲୋକେ ଏହି ସତ କୁ ନିଜର ଅକ୍ରିୟ କାଟୁ ଥିଲେ ଜୀବନ ପୁଅ କୁ ହରାଇ ଏହି ପରିବାର କାଟି ଥିଲା ଦୀର୍ଘ  ବାର ବର୍ଷ ଧରି , କିନ୍ତୁ ଗୋଟେ ଦିନ ପୁଅ କୁ ଜୀବନ୍ତ ଦେଖି ପରିବାରର ଲୋକ ମାନଙ୍କ ଆନନ୍ଦ କହିଲେ ନ ସରେ । ଘରର ଲୋକେ ପୁଅ କୁ ଦେଖି ଆନନ୍ଦ ରେ ଆସି କୁଣ୍ଡେଇ ପକେଇଲ,ଏ ପୁଅ କୁ ଏବଂ ପୁଅର ଗୋଡ ଧୋଇ ଚୁମ୍ବନ କରି ନିଜର ଛାତିକୁ ଲଗେଇନେଲେ ସମସ୍ତେ ।

ପୁଅର ଆଇ ପୁଅକୁ ଧରି ତା ପାଖରେ ବସି ତାଙ୍କୁ କରୁଥାଏ ଗେଲ ପୁଅର ଆଖିର ଲୁହାକୁ ପୋଛି ଦେଇଥାନ୍ତି ଜେଜେ ମା । ହେଲେ ଏମିତି କଣ ଘଟିଛି ଏହି ପୁଅ ସହିତ ଯେ ତାହାକୁ ଏତେ ବର୍ଷ ରହିବାକୁ ପଡିଲା ଘର ରୁ ଦୂର ।  ଏହି ପୁଅ ଟିର ନାମ ହେଉଛି ଶାନ୍ତୁନୁ ସିଏ ସାତ ବର୍ଷ ବୟସ ଥିବା ସମୟରେ ସାଙ୍ଗ ସାଥି ମାନଙ୍କ ସହ ମିଶି ପଳେଈ ଯାଇଥିଲେ ପଣ୍ଡିଚେରୀ କାମ  କରିବା ପାଇଁ , କିନ୍ତୁ ସେଇଠି କୋଣସି କାମ ନ ପାଇଁ ବସିଥିଲେ ତେବେ ତାହାକୁ ଭେଟ ହୋଇଥିଲେ ଜଣେ ଓଡିଆ ବ୍ୟକ୍ତିଙ୍କ ସହ ଶାନ୍ତୁନୁ କୁ ଇଛା ନ ଥିଲେ ସତ୍ବେ ତାଙ୍କୁ ବହୁତ ଛୋଟ ବୟସରୁ ପ୍ୟାକଟ୍ରି ରେ କାମ କରିବାକୁ ପଡିଥିଲା ।

ତାଙ୍କର ଇଛା ନ ଥିବା ସତ୍ବେ ତାଙ୍କୁ କାମ କରିବାକୁ ପଢୁଥିଲା ଏବଂ ଶାନ୍ତୁନୁ କୁ ଛାଡୁ ନ ଥିଲେ ଗା କୁ ତାଙ୍କର ମାଲିକ । ପଣ୍ଡିଚେରୀ ରେ ତାଙ୍କର ହଠାତ ଦେଖା ହୋଇଥିଲେ ଖୋର୍ଦ୍ଧା ଜିଲ୍ଲାର ଓଡିଆ ବ୍ୟକ୍ତି ରଶ୍ମି ରଞ୍ଜନ ବେହେରାଙ୍କ ସହିତ ଶାନ୍ତୁନୁଙ୍କ ଠାରୁ ସମସ୍ତ କଥା ଶୁଣି ସେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ ।

ଶାନ୍ତୁନୁ ମାଲିକନ୍କାନ ଠାରୁ ଲୁଚି ପଳେଈ ଆସିଥିଲେ ରଶ୍ମୀଙ୍କ ପାଖକୁ ସେ ତାଙ୍କୁ  ଜିଲ୍ଲା କାର୍ଯ୍ୟଳୟ , ନୟାପଡା କୁ ନେଇଯାଇଥିଲେ ଏବଂ ଶାନ୍ତୁନୁ କୁ ଗା ରେ ଛାଡିବା ପାଇଁ ଜିଲ୍ଲାପାଲ ରବୀନ୍ଦ୍ର ନାଥ ସାହୁ ପ୍ରତିଶୋଧ ଦେଇଥିଲେ । ଜିଲ୍ଲା ପରିଶୋଧ ସୁରକ୍ଷା ଶାନ୍ତୁନୁ କୁ ସୁରକ୍ଷିତ ଭାବରେ ଘରେ ଛାଡିଲେ । ଏଭଳି ପୋଷ୍ଟ  ପାଇଁ ଆମ ପେଜ କୁ ଲାଇକ କରି ଅନ୍ୟମାନଙ୍କ ସହ ଶେୟାର କରି କମେଣ୍ଟ କରନ୍ତୁ । ଧନ୍ୟବାଦ ।