ମିଡିଆ ଉପରେ ଶାଢୀ ଟେକି ଗରମ ହେଲେ ଉଦଣ୍ଡି ମାଡାମ! କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ଦର୍ଶକବନ୍ଧୁ , ସୂଚନା ଅନୁସାରେ ଦେଖିବାକୁ ପାଇବେ ଯେ ଏହି ବିଡିଓ ରେ ଦେଖାଯାଉଥିବା ମାଡାମ ମିଡିଆ ଆଗରେ ଭାଷା କହି ଧୋଇ ଦେଇଛନ୍ତି ମିଡିଆ କୁ  । ତମେ ମାନେ କିଏ , ହୁ ଆର ୟୁ ମୋ ପାଟିରୁ ଏବେ ଭାଷା ଶୁଣିବେ ଶାଢୀ ଟେକି ଗରମ ହେଲେ ମାଡାମ ସତ କଥା ବାହାରିବାରୁ  ଅଭଦ୍ର ଭାଷାରେ ପୋତିଦେଲେ ମିଡିଆ କୁ ମାଡାମ ।

ଏହି ମାଡାମଙ୍କର ସ୍ଵାମୀ ହେଉଛନ୍ତି ଏକ ମାଷ୍ଟର ଖାଲି ମାଷ୍ଟର ନୁହନ୍ତି ଏହା ସହିତ ସେ କରନ୍ତି ଦଳାଳିଗିରି । ଦଳାଲ୍ଗିରି କରିବା ପାଇଁ ସ୍କୁଲ ଛାଡିକି ଆସିଛନ୍ତି ମାଷ୍ଟର କାନପାଣ୍ଡ  ଗ୍ରାମକୁ ଆସିଥିଲେ ଏହି ଶିକ୍ଷକ ହେଲେ ଦଳାଳିଗିରି କରୁ କରୁ ଧାରା ପଡିଗଲେ ଏହି ଶିକ୍ଷକ ଏବଂ ଏବେ କାନପାଣ୍ଡ ଗ୍ରାମରେ ଅଛନ୍ତି ଏହି ଶିକ୍ଷକ । ଏହି ଠାରେ ଅଟକାଇ ରଖିଛି ମାଷ୍ଟର କୁ ମିଡିଆ ।

ଏହି ବାର୍ତ୍ତା ଶୁଣିଥିବା ସ୍ତ୍ରୀ ଆସିଲେ ସେହି ସ୍ଥାନକୁ ଏବଂ ମିଡିଆ କୁ ଏପରି ଧୋଇ ଦେଲେ ଯେ ମିଡିଆ ଲୋକେ ହୋଇଗଲେ ଚଉଦ ପୁରୁଷ । ଏହି ମହିଳା ଜଣକ ମିଡିଆ କୁ ଭୟ ନ କରି ସ୍ଵାମୀର ଅପରାଧ ର କରୁଛନ୍ତି ସହମତ । ମିଡିଆ ଯେବେ ତାହାକୁ ପଚାରୁଛନ୍ତି ସେତେ ବେଳେ ଏହି ମହିଳାଜଣକ ଅଭଦ୍ର ଭାଷାରେ ଦୁବ୍ୟବହାର କରୁଛନ୍ତି ମାଡାମ ।

ମିଡିଆ ସାମନାରେ ଧରାପଡିଲା ପରେ ମଧ୍ୟ ଅଭଦ୍ରାମୀ ର ସୀମା ଟପିଲେ ଶିକ୍ଷକଙ୍କ ସ୍ତ୍ରୀ ଦଲାଲଗିରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏହି ଉଭୟ ସ୍ଵାମୀ ସ୍ତ୍ରୀ । ଏହା ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆ ପାଳ ର  ଦୃଶ୍ୟ । ଏହି ଶିକ୍ଷକ ଜାତୀୟ ଭାନୁ ହାଇ ସ୍କୁଲ ରେ ଶିକ୍ଷକତା କରନ୍ତି ଏବଂ ରାଧାନାଥ ସ୍କୁଲ ରେ ସେ ଡେପୁଟି ଶିକ୍ଷକ ଭାବରେ ଅଛନ୍ତି । କିନ୍ତୁ ତାଙ୍କୁ ଅନଟୁ ନାଇ ଏହି ଟଙ୍କା ସେଥି  ପାଇଁ ସେ କରିଥିଲେ ଦୁଇ ନମ୍ବର କାମ ।

ଏହି ଶିକ୍ଷକଙ୍କ ନାମ ହେଉଛି ସୁଦାନଶୁ ଏହି ଶିକ୍ଷକ ଶିକ୍ଷକତା କରନ୍ତି କାମ ଦଲାଲ ଗିରି କରନ୍ତି ବେଶି । ଏହି ଶିକ୍ଷକ ଘରେ ଘରେ ଭୁଲି ହଜାର ଟଙ୍କା ନେଇ ଚାରି ଲକ୍ଷ ର ଲୋନ କରିଦିଅନ୍ତି । ଏଭଳି ଭାବରେ କରି ବର୍ଷ ବର୍ଷ ଧରି କମାଉଛନ୍ତି ମୋଟା ରୋକମର ଟଙ୍କା । ତାଙ୍କ ଗା ରେ ତାଙ୍କୁ କଣ କୁହନ୍ତି ଦଲାଲିରାଜା , କିନ୍ତୁ ମିଡିଆ ଅଗ୍ରେ ଧରା ପଡିବାରୁ ତାଙ୍କ ସ୍ତ୍ରୀଙ୍କ ଏହି ଅଭଦ୍ର ବ୍ୟବହାର ଆସିଛି ମିଡିଆ ଆଗରେ । ଏହି ବିଷୟରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ସହିତ ଯୋଡି ରହିବା ପାଇଁ ଆମ ପେଜ କୁ ଲାଇକ ଆଉ ଶେୟାର କରନ୍ତୁ । ଧନ୍ୟବାବ ।