Anushka Sharmaଙ୍କ ବଡଯା ତାଙ୍କଠୁ ବି ଅଧିକ ସୁନ୍ଦର, ଆଗରୁ କେବେ ଦେଖି ନଥିବେ ତାଙ୍କର ଏମିତି ଲୁକ

ଅନୁଷ୍କା ଶର୍ମା ବଲୀଉଡର ଜଣେ ଫେମସ ଅଭିନେତ୍ରୀ ଓ ନିର୍ମାତା ଅଟନ୍ତି । ସେ ବର୍ତ୍ତମାନ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣା ଶୁଣା ନାଁ ଅଟନ୍ତି । ମଡେଲିଙ୍ଗରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅନୁଷ୍କା ଶର୍ମା ଆଜି ବଲୀଉଡ ଜଗତର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇଛନ୍ତି । ଅନୁଷ୍କା ଶର୍ମାଙ୍କ ଜନ୍ମ ୧ ମେ ୧୯୮୮ ଅଯୋଧ୍ୟା ଉତ୍ତର ପ୍ରଦେଶରେ ହୋଇଥିଲା । ତାଙ୍କର ପିତା କର୍ନଲ ଅଜୟ କୁମାର ଶର୍ମା ଜଣେ ଆର୍ମୀ ଅଫିସର ଅଟନ୍ତି ଓ ତାଙ୍କ ମା ଆଶୀମା ଶର୍ମା ଜଣେ ଗୃହିଣୀ ଅଟନ୍ତି । ଅନୁଷ୍କା ଶର୍ମା ନିଜର ପିଲାଦିନର ଶିକ୍ଷା ଆର୍ମୀ ସ୍କୁଲରେ କରିଛନ୍ତି । ଏହା ପରେ ସେ ମଡେଲିଙ୍ଗ କରିବା ପାଇଁ ମୁମ୍ବାଇ ଚାଲି ଆସିଲେ । ତାଙ୍କର ପ୍ରଥମ ଫିଲ୍ମ ‘ରବ ନେ ବନା ଦି ଯୋଡି’ ଥିଲା ।

ଯେଉଁଥିରେ ଦର୍ଶକମାନେ ତାଙ୍କୁ ବହୁତ ପସନ୍ଦ କରିଲେ ଓ ଏହି ଫିଲ୍ମ ହିଟ ମଧ୍ୟ ହୋଇଥିଲା । ଅନୁଷ୍କା ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଫିଲ୍ମରେ କାମ କରିସାରିଛନ୍ତି । ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କଥାବାର୍ତ୍ତା କରିବା ତେବେ ଆପଣ ସମସ୍ତେ ଜାଣିଛନ୍ତି କି ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଅନୁଷ୍କା ଶର୍ମାଙ୍କ ବଡ ଯା ବିଷୟରେ କହିବୁ ।

ଶୁଣିବାକୁ ମିଳେ ଯେ ଅନୁଷ୍କା ଶର୍ମାଙ୍କ ବଡ ଯା ଅନୁଷ୍କା ଶର୍ମାଙ୍କ ଠାରୁ ବି ବହୁତ ସୁନ୍ଦର ଅଟନ୍ତି । ଯଦି ଅନୁଷ୍କା ଶର୍ମାଙ୍କ ସୁନ୍ଦରତା ବିଷୟରେ କଥାବାର୍ତ୍ତା କରିବା ତେବେ ସମସ୍ତେ ତାଙ୍କର ଦିବାନା ଅଟନ୍ତି । କିନ୍ତୁ ବିରାଟଙ୍କ ପରିବାରରେ ବି ଏମିତି ଜଣେ ସଦସ୍ୟ ଅଛନ୍ତି ଯାହାଙ୍କର ସୁନ୍ଦରତା ଅନୁଷ୍କା ଶର୍ମାଙ୍କ ଠାରୁ ବି ଅଧିକ ଅଟେ । ଆମେ କଥାବାର୍ତ୍ତା କରୁଛୁ ବିରାଟ କୋହଲିଙ୍କ ବଡ ଭାଉଜ ବିଷୟରେ । ଯିଏ ଅନୁଷ୍କା ଶର୍ମାଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି ।

ବିରାଟ କୋହଲିଙ୍କ ବଡ ଭାଇଙ୍କ ନାମ ହେଉଛି ବିକାଶ କୋହଲି ଓ ତାଙ୍କର ପତ୍ନୀଙ୍କ ନାମ ଚେତନା କୋହଲି । ବିରାଟଙ୍କ ଭାଉଜ ଚେତନା କୋହଲିଙ୍କ ସୁନ୍ଦରତା ବିଷୟରେ କହିବା ତେବେ ସେ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଚେତନା କୋହଲି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ଚେତନା କୋହଲି ପ୍ରାୟତଃ ନିଜର ସ୍ଵାମୀଙ୍କ ସହିତ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି ।

ଚେତନା କୋହଲି କେବଳ ସୁନ୍ଦରତାରେ ନୁହନ୍ତି ସେ ଫିଟନେସ ଓ ଷ୍ଟାଇଲ ମାମଲାରେ ବି ପଛରେ ନାହାନ୍ତି । ଏମିତିରେ କହିବାକୁ ଗଲେ ଚେତନା କୋହଲି କୌଣସି ବି ମାମଲାରେ ଅନୁଷ୍କା ଶର୍ମାଙ୍କ ଠାରୁ କମ ନୁହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।